ଉଇକିପିଡ଼ିଆ:କର୍ମଶାଳା/ଭୁବନେଶ୍ୱର/୨

ଉଇକିପିଡ଼ିଆ‌ରୁ

20°20′43″N 85°48′12″E / 20.34535°N 85.803431°E / 20.34535; 85.803431

ଏହି କର୍ମଶାଳାଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଉ ଏହାର ବିକାଶ କରିବାକୁ ଆରମ୍ଭ କରାଯାଇଛି । ଏହିଟି ୭ମ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ଓ ଭୁବନେଶ୍ଵରରେ ହେଉଥିବା ୨ୟ କର୍ମଶାଳା, ତେଣୁ ସବୁ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଅନୁରୋଧ କରାଯାଉଛି ।

ଏଥିରେ ଭାଗ ନେବା ନିମନ୍ତେ ଏହି ଲିଙ୍କକୁ ଯାଇ ଆବେଦନ କରନ୍ତୁhttp://tiny.cc/registerbbsr2

ଜାଗା ଓ ଠିକଣା ( Venue and Date )[ସମ୍ପାଦନା]

ତାରିଖ/Date: : ରବିବାର/Sunday, ୨୦୧୨-ଅପ୍ରେଲ-୦୧ / 2012-April-01 ପୂର୍ବାହ୍ନ ୧୦:୦୦ ଟା IST
ଜାଗା :
ଏଚ.ପି ମାଇକ୍ରୋସିଷ୍ଟମସ୍ ପ୍ରାଇଭେଟ ଲିମିଟେଡ,
ୱେବରେନ୍ସ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ଼,
ଇ-୭, ଇନଫୋସିଟି, (ଗଲ୍ଫ କ୍ଳବ ନିକଟ)
ପଟିଆ, ଭୁବନେଶ୍ୱର- ୭୫୧ ୦୨୪
ରାସ୍ତା ମାନଚିତ୍ର: ଏହି ଲିଙ୍କରେ କ୍ଲିକ କରି ଗୁଗଲ ମାନଚିତ୍ର ଦେଖନ୍ତୁ

Venue:
HP Microsystems Private Limited,
Webrains Solutions Private Limited,
E-7, Infocity, (Near Gulf Club),
Patia, Bhubaneswar - 751 024
Odisha , India

Route map:--> Check this link to see the map

କେଉଁ ମାନେ ଭାଗ ନେଇପାରିବେ (Who can participate)[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ପାଇଁ ଯେଉଁ ମାନେ କିଛି ଜାଣିବାକୁ ଚାହୁଁଛନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହାନ୍ତି ସେ ସମସ୍ତେ ଏଠାକୁ ଆସିପାରିବେ । ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଯେବେ ଅନ୍ୟ ଭାରତୀୟ ଭାଷାରେ ଉଇକିପିଡ଼ିଆର ମୂଳଦୁଆ ବି ପଡ଼ିନଥିଲା, ହେଲେ କାମ ଅଭାବରୁ ସେଇଟି ଏବେ ବହୁତ ପଛରେ ପଡ଼ିଯାଇଛି, ତେଣୁ ଆମେ ଏହି ୭ମ ଓଡ଼ିଆ ଉଇକି କର୍ମଶାଳା ଜରିଆରେ ଦୁଇହଜାର ବର୍ଷର ପୁରୁଣା ସେହି ଓଡ଼ିଆ ଭାଷାକୁ ଉଇକିପିଡ଼ିଆ ଜରିଆରେ ପୁଣି ଆଗକୁ ବଢ଼ାଇବା । ଯଦି ଆପଣ ଇଛୁକ ତେବେ ତଳେ ନାମ ଲେଖାନ୍ତୁ । ମେଳଣ ଆଗରୁ କିଛି ଆଲୋଚନା ଆଲୋଚନା ପୃଷ୍ଠା କରିବାକୁ ଅନୁରୋଧ ।

ମୂଳ ପ୍ରସଙ୍ଗ (Agenda)[ସମ୍ପାଦନା]

ପ୍ରଥମ ପ୍ରସଙ୍ଗ: ଓଡ଼ିଆ ଉଇକିପିଡ଼ିଆକୁ ପାଛୋଟା ଓ ବାକି ପ୍ରକଳ୍ପ

  • ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଜାଣିବା କଥା, ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକି ପ୍ରକଳ୍ପ
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି

ଦ୍ଵିତୀୟ ପ୍ରସଙ୍ଗ: ଉଇକିପିଡ଼ିଆରେ ଲେଖା ଖୋଜା ଓ ବଦଳ

  • - କେମିତି ଖୋଜିବେ ଲେଖାଟିଏ
  • - କେମିତି ବଦଳାଇବେ ପୁରୁଣା ଲେଖା, ମୋଟା, ତେରେଛା ଓ ===ବଡ଼ ଅକ୍ଷର=== ଓ ସଙ୍କେତ କେମିତି ଲେଖିବେ
  • - ରେଫେରେଁସ ଓ ବାହାର ଲିଙ୍କ ଯୋଡ଼ିବେ କେମିତି
  • - ବଦଳାଇବାରେ ଅସୁବିଧା ଓ ତାହାର ସମାଧାନ
  • - ଓଡ଼ିଆ ଉଇକିପିଡ଼ିଆରେ କଣ ଲେଖିବେ ଓ କଣ ଲେଖିବେ ନାହିଁ

ଦ୍ଵିତୀୟ ପ୍ରସଙ୍ଗ ପରର ଆଲୋଚନା:

  • - ଓଡ଼ିଆ ଉଇକିପିଡ଼ିଆ କାହିଁକି ?
  • - ଓଡ଼ିଆରେ ପଢ଼ିବାରେ ଅସୁବିଧା ଓ ତାହାର ସମାଧାନ
  • - ନଗଦ ଯୋଡ଼ାଯାଇଥିବା ନୂଆ ନୂଆ ସୁବିଧା
  • - ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କରିବାକୁ ଥିବା କାମସବୁ
  • - ସଙ୍ଘ ଗଢ଼ା
  • - ଅନୁବାଦରେ ଅସୁବିଧା ଓ ସମାଧାନ

Main Agenda:
Session1:Introduction to Wikipedia and odia wiki projects

  • - Introduction about Wikipedia and Odia Wikipedia
  • - Current status of Odia Wikipedia

Session2:Introduction to Editing in Wikipedia

  • - How to edit any page in Odia Wikipedia
  • - How to add Bold, Italicised, === Headings === and "sign" and other commonly used syntaxes
  • - How to add references and external links
  • - Editing conflicts and how to solve them
  • - What to write and what NOT to add in Odia Wikipedia

Post Session2 discussions:

  • - Why Wikipedia Odia?
  • - Recent developments and new features added in Wikipedia
  • - Future deveopment and possible opportunities with Wikipedia
  • - Discussion of common problems raised (And by audience)
  • - Display and typing issues and solution
  • - Building community
  • - Translation issues & possible measures to solve them
  • - Incubation of new projects for students in Odia Wikipedia
  • - Future Projects for Odia Wikipedia

ଆୟୋଜନ କରୁଛନ୍ତି (Organizers)[ସମ୍ପାଦନା]

ନାମ ଲେଖାଇଥିଲେ (Signed up)[ସମ୍ପାଦନା]

ଏଥିରେ ଭାଗନେଇଥିଲେ (Attendees)[ସମ୍ପାଦନା]


ଖବରରେ (In News)[ସମ୍ପାଦନା]

ବିବରଣୀ (Report)[ସମ୍ପାଦନା]

ଫେସବୁକ (Facebook)[ସମ୍ପାଦନା]

ଟୁଇଟର (Twitter)[ସମ୍ପାଦନା]

ଭୁବନେଶ୍ୱର କର୍ମଶାଳାରେ ଭାଗ ନେଇଥିବା ଅଂଶଗ୍ରହଣକାରୀଗଣ

କର୍ମଶାଳା ଶେଷରେ[ସମ୍ପାଦନା]

କର୍ମଶାଳାରେ ଯୋଗଦେବା ପରେ http://tiny.cc/matamataକୁ ଯାଇ ନିଜର ମତାମତ ଦିଅନ୍ତୁ ।

ଛବି (Photos)[ସମ୍ପାଦନା]

ଛବିସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Bhubaneswar Odia Workshop 2012April01