ଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
(Titlagarh Assembly constituencyରୁ ଲେଉଟି ଆସିଛି)
ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୨୬,୨୯୧ |
ଜିଲ୍ଲା: | ବଲାଙ୍ଗୀର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବଲାଙ୍ଗୀର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ଟିଟଲାଗଡ଼ (କ୍ରମିକ ସଂଖ୍ୟା: ୬୯) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଟିଟିଲାଗଡ଼ (ବି), ଟିଟିଲାଗଡ଼ ବ୍ଳକ, ସଇଁତଳା ବ୍ଳକ ଓ ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା) ବ୍ଳକ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ଟୁକୁନି ସାହୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କଠାରୁ ୧୪୦୨୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ, ବିଜୁ ଜନତା ଦଳପ୍ରାର୍ଥୀ ଯୋଗେନ୍ଦ୍ର ବେହେରାଙ୍କଠାରୁ ୪,୮୩୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ଟିଟିଲାଗଡ଼ [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
କଂଗ୍ରେସ | ସୁରେନ୍ଦ୍ର ସିଂହ ଭୋଇ | ୫୭,୭୫୩ | ୩୯.୧୬ | - | |
ବିଜଦ | ଯୋଗେନ୍ଦ୍ର ବେହେରା | ୫୨,୯୧୫ | ୩୫.୮୮ | - | |
ଭାଜପା | ଶାନ୍ତନୁ କୁମାର ନାଏକ | ୨୫,୯୭୬ | ୧୭.୬୧ | - | |
ବସପା | ଦେବେନ୍ଦ୍ର କୁମାର ଜୈନ | ୪,୬୯୭ | ୩.୧୮ | - | |
ସ୍ୱାଧୀନ | ଶରତ କୁମାର ସାହୁ | ୨,୬୩୫ | ୧.୭୯ | - | |
ସମୃଦ୍ଧ ଓଡ଼ିଶା | ଘନଶ୍ୟାମ ପ୍ରଧାନି | ୨,୨୮୨ | ୧.୫୫ | - | |
ସପା | ଚେୟାରମ୍ୟାନ ବାଗ | ୧,୨୩୮ | ୦.୮୪ | - | |
ଭୋଟ ବ୍ୟବଧାନ | ୪,୮୩୮ | ୩.୨୮* | - | ||
ମତଦାନ ହାର | ୧,୪୭,୫୨୦ | ୭୩.୧୩ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ନବୀନ କୁମାର ଜୈନ (ବିଜେପି)
- ୨୦୧୯: ଟୁକୁନି ସାହୁ (ବିଜଦ)
- ୨୦୧୪: ଟୁକୁନି ସାହୁ (ବିଜଦ)
- ୨୦୦୯: (୬୯): ସୁରେନ୍ଦ୍ର ସିଂହ ଭୋଇ (କଂଗ୍ରେସ)
- ୨୦୦୪: (୧୦୬): ଯୋଗେନ୍ଦ୍ର ବେହେରା (ବିଜଦ)
- ୨୦୦୦: (୧୦୬): ଯୋଗେନ୍ଦ୍ର ବେହେରା (ବିଜଦ)
- ୧୯୯୫: (୧୦୬): ଯୋଗେନ୍ଦ୍ର ବେହେରା (ଜନତା ଦଳ)
- ୧୯୯୦: (୧୦୬): ଯୋଗେନ୍ଦ୍ର ବେହେରା (ଜନତା ଦଳ)
- ୧୯୮୫: (୧୦୬): ପୂର୍ଣ୍ଣ ଚନ୍ଦ୍ର ମହାନନ୍ଦ (କଂଗ୍ରେସ)
- ୧୯୮୦: (୧୦୬): ଲଳିତ ମୋହନ ଗାନ୍ଧୀ (କଂଗ୍ରେସ-ଇ)
- ୧୯୭୭: (୧୦୬): ଲଳିତ ମୋହନ ଗାନ୍ଧୀ (କଂଗ୍ରେସ)
- ୧୯୭୪: (୧୦୬): ତପି ଜାଲ (ସ୍ୱତନ୍ତ୍ର)
- ୧୯୭୧: (୧୦୭): ତପି ଜାଲ (ସ୍ୱତନ୍ତ୍ର)
- ୧୯୬୭: (୧୦୭): ଅଚ୍ୟୁତାନନ୍ଦ ମହାନନ୍ଦ (ସ୍ୱତନ୍ତ୍ର)
- ୧୯୬୧: (୪୨): ଅଚ୍ୟୁତାନନ୍ଦ ମହାନନ୍ଦ (ଗଣ ପରିଷଦ)
- ୧୯୫୭: (୩୦): ରାଜେନ୍ଦ୍ର ନାରାୟଣ ସିଂହ ଦେଓ (ଗଣ ପରିଷଦ) ଓ ଅଚ୍ୟୁତାନନ୍ଦ ମହାନନ୍ଦ (ଗଣ ପରିଷଦ)
- ୧୯୫୧: (୨୨): ରମେଶ ଚନ୍ଦ୍ର ସିଂହ ଭୋଇ (ଗଣ ପରିଷଦ) ଓ ମୁରଲୀଧର ପଣ୍ଡା (ଗଣ ପରିଷଦ)
ଆଧାର
[ସମ୍ପାଦନା]- ↑ "Titlagarh Assembly Election 2009, Orissa". empoweringindia.org. Archived from the original on 17 March 2014. Retrieved 16 June 2013.
Constituency: Titlagarh (69) District : Bolangir
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
4838
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 106-Titilagarh Constituency of ORISSA". eci.nic.in. 2006. Retrieved 16 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf