ପୂର୍ଣ୍ଣ ଚନ୍ଦ୍ର ମହାନନ୍ଦ
ଦେଖଣା
ପୂର୍ଣ୍ଣ ଚନ୍ଦ୍ର ମହାନନ୍ଦ | |
---|---|
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୮ ମଇ ୧୯୮୯ | |
ପୂର୍ବ ଅଧିକାରୀ | ଲଳିତ ମୋହନ ଗାନ୍ଧୀ |
ପର ଅଧିକାରୀ | ଯୋଗେନ୍ଦ୍ର ବେହେରା |
ନିର୍ବାଚନ ମଣ୍ଡଳୀ | ଟିଟିଲାଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୦ ନଭେମ୍ବର ୧୯୪୭ |
ମୃତ୍ୟୁ | ୧୮ ମଇ ୧୯୮୯ | (ବୟସ ୪୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ପଙ୍କଜିନି ମହାନନ୍ଦ |
ବାପା/ବୋଉ | ତିଳକ ମହାନନ୍ଦ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପୂର୍ଣ୍ଣ ଚନ୍ଦ୍ର ମହାନନ୍ଦ (୨୦ ନଭେମ୍ବର ୧୯୪୭ - ୧୮ ମଇ ୧୯୮୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବା ଓ ଶିକ୍ଷା
[ସମ୍ପାଦନା]ପୂର୍ଣ୍ଣ ଚନ୍ଦ୍ର ମହାନନ୍ଦ ୧୯୪୭ ମସିହାର ନଭେମ୍ବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ତିଳକ ମହାନନ୍ଦ ଓ ପତ୍ନୀଙ୍କ ନାମ ପଙ୍କଜିନି ମହାନନ୍ଦ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ପୂର୍ଣ୍ଣ ଚନ୍ଦ୍ର ମହାନନ୍ଦ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ପୂର୍ଣ୍ଣ ଚନ୍ଦ୍ର ମହାନନ୍ଦ ୧୯୮୯ ମସିହାର ମଇ ୧୮ ତାରିଖରେ ୪୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Purna Chandra Mahananda". odishaassembly.nic.in. Odisha Assembly. Retrieved 26 September 2021.