ମଜୁରସାହି
ଦେଖଣା
(Majursahiରୁ ଲେଉଟି ଆସିଛି)
ମଜୁରସାହି | |
|---|---|
ଗାଁ (Village ) | |
ଭାରତର ଓଡ଼ିଶାରେ ଅବସ୍ଥାନ | |
| Coordinates: 19°39′7″N 82°44′30″E / 19.65194°N 82.74167°E | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | କଳାହାଣ୍ଡି ଜିଲ୍ଲା |
| ପଞ୍ଚାୟତ ସମିତି | କୋକସରା |
| ଗ୍ରାମ ପଞ୍ଚାୟତ | ଫୁପଗାଁ |
| ତହସିଲ | କୋକସରା |
| Population (2001) | |
| • Total | ୮୦୦ |
| Time zone | UTC+05:30 (IST) |
| Pincode | |
ମଜୁରସାହି କଳାହାଣ୍ଡି ଜିଲ୍ଲାର ଧର୍ମଗଡ ତହସିଲରେ ଥିବା ଏକ ଗ୍ରାମ । ଏହା ଫୁପଗାଁ ଗ୍ରାମ ପଞ୍ଚାୟତ ଅଧୀନରେ ରହିଛି ।ଏହା ଲୋକ ସଭା ପଞ୍ଚାୟତ ସମିତିଠାରୁ ସାତ କିଲୋମିଟର, ଜିଲ୍ଲା ମୁଖାଳୟ ଭବାନୀପାଟଣାଠାରୁ ୬୦ କି.ମି ଏବଂ ଏହା ରାଜ୍ୟର ରଜଧାନୀ ଭୁବନେଶ୍ୱରରୁ ପାଖାପାଖି ୫୦୦ କି.ମି ଦୁରରେ ଅବସ୍ଥିତ |
ଜନସଂଖ୍ୟା
[ସମ୍ପାଦନା]୨୦୦୧ ମସିହା ଜନଗଣନା ଅନୁସାରେ ଏଠାକାର ଲୋକ ସଂଖ୍ୟା ପ୍ରାୟ ୧,୦୦୦ ଥିଲେ ।
| ଜନସଂଖ୍ୟା | ପରିବାର | ସ୍ୱାକ୍ଷର | ଲିଙ୍ଗ ଅନୁପାତ |
|---|---|---|---|
| ୭୧୪ | ୧୯୨ | ୫୪.୭୪% | ୧୧୧୨ |
ଗାଲେରି
[ସମ୍ପାଦନା]
ଶିକ୍ଷା
[ସମ୍ପାଦନା]ଏହି ଗ୍ରାମରେ ମଜୁରସାହି ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟ ନାମରେ ଏକ ବିଦ୍ୟାଳୟ ଅଛି ।[୧]
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- http://schools.yorakul.com/kalahandi/21260905801/majursahi-u.p.s..html[permanent dead link]
- http://www.odishahelpline.com/schools-MAJURSAHI-UPS-PHUPGAON-KALAHANDI-district-ODISHA059082117025164142022205
- https://allindiafacts.com/school/odisha/kalahandi/koksara/21260905801.html Archived 2018-02-14 at the Wayback Machine.
- http://www.neighbourhoodinfo.co.in/school-detail/Majursahi-U-p-s--School-21260905801[permanent dead link]
- http://acadym.com/School/1279789/MAJURSAHI-UPS-MAJURSAHI-KALAHANDI[permanent dead link]
- https://vidhyant.com/schools/1880281/Majursahi-U-P-S Archived 2018-02-07 at the Wayback Machine.
- http://www.codesofindia.com/school/Orissa/Kalahandi/Majursahi/Majursahi-U-P-S-.html Archived 2018-02-15 at the Wayback Machine.
ଉଇକିମିଡ଼ିଆ କମନ୍ସରେ ମଜୁରସାହି
ବାବଦରେ ମାଧ୍ୟମ ରହିଛି ।
| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |