ଗୀତା ରାଓ
ଦେଖଣା
(Geeta Raoରୁ ଲେଉଟି ଆସିଛି)
ଗୀତା ରାଓ | |
|---|---|
| ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୧୯୭୦-୧୯୯୪ |
ଗୀତା ରାଓ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[୧][୨] ସେ ୧୯୭୦ ମସିହାରେ ଓଡ଼ିଆ କଥାଚିତ୍ର ଅଦିନ ମେଘରୁ ଅଭିନୟ ଆରମ୍ଭ କରିଥିଲେ । ସେ ୧୮ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।[୩] ଗୀତା ଶଙ୍ଖ ମହୂରୀ, ଆରତୀ, ଗୃହ ଲକ୍ଷ୍ମୀ, କୋଟିଏ ମଣିଷ ଗୋଟିଏ ଜଗା, ସାଗର ଗଙ୍ଗା, ସୁନା ଭାଉଜ, ଭାଇ ହେଲା ଭଗାରି ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୧୯୭୦ | ଅଦିନ ମେଘ | ଅଳକା ଦାସ | |
| ୧୯୭୮ | ଶଙ୍ଖ ମହୂରୀ | କ୍ଷମା | |
| ୧୯୮୧ | ଆରତୀ | ||
| ୧୯୮୧ | ଟିକେ ହସ ଟିକେ ଲୁହ | ||
| ୧୯୮୩ | ମହାସତୀ ସାବିତ୍ରୀ | ||
| ୧୯୮୪ | ରାଧା | ||
| ୧୯୮୫ | ଗୃହଲକ୍ଷ୍ମୀ | ଅର୍ପିତା | |
| ୧୯୮୬ | ଛ ମାଣ ଆଠ ଗୁଣ୍ଠ | ||
| ୧୯୮୮ | ଲାଲ ପାନ ବିବି | ||
| ୧୯୮୮ | ଯାହାକୁ ରଖିବେ ଅନନ୍ତ | ||
| ୧୯୮୯ | ସାଗର | ||
| ୧୯୮୯ | ଶାସ୍ତି | ||
| ୧୯୯୧ | ତୋ ବିନୁ ଅନ୍ୟ ଗତି ନାହିଁ | ପାର୍ବତୀ | |
| ୧୯୯୧ | କି ହେବ ଶୁଆ ପୋଷିଲେ | ଦୁର୍ଗା ଦେବୀ | |
| ୧୯୯୧ | କୋଟିଏ ମଣିଷ ଗୋଟିଏ ଜଗା | କଲ୍ୟାଣୀ | |
| ୧୯୯୪ | ସାଗର ଗଙ୍ଗା | ||
| ୧୯୯୪ | ସୁନା ଭାଉଜ | କଲ୍ୟାଣୀ | |
| ୧୯୯୪ | ଭାଇ ହେଲା ଭଗାରି | ଆଶାର ମାଆ |
ଆଧାର
[ସମ୍ପାଦନା]- ↑ "List of Actress Acted in Oriya / Odia Films since 1936". Odia Cinema World. Retrieved 5 April 2017.
- ↑ "Oriya Film Industry". Welcome Orissa. Archived from the original on 23 December 2008. Retrieved 5 April 2017.
- ↑ "Odia film actress Geeta Rao". MoOdisha.com. Retrieved 5 April 2017.[permanent dead link]
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଗୀତା ରାଓ