ଯୁକ୍ତରାଷ୍ଟ୍ର ଆମେରିକା
ଯୁକ୍ତରାଷ୍ଟ୍ର ଆମେରିକା ଆମେରିକା |
|||||||||
---|---|---|---|---|---|---|---|---|---|
|
|||||||||
ରାଷ୍ଟ୍ରାଦର୍ଶ: "In God we trust" "In God we trust[୨] |
|||||||||
ଜାତୀୟ ସଙ୍ଗୀତ: The Star-Spangled Banner |
|||||||||
ଗାଢ଼ା ସବୁଜ: ଆମେରିକା ଅଧିନରେ ଥିବା ପ୍ରଶାସନିକ ଭୂମି ;
ହାଲୁକା ସବୁଜ: ଆମେରିକା ଅଧୀନରେ ଥିବା ଅଣପ୍ରଶାସନିକ ଭୂମି |
|||||||||
ରାଜଧାନୀ | ୱାଶିଂଟନ ଡି. ସି. 28°36.8′N 77°12.5′E / 28.6133°N 77.2083°E | ||||||||
Largest city | ନିଉ ୟର୍କ | ||||||||
ରାଜ ଭାଷା | |||||||||
ସରକାରୀ ଭାଷା | |||||||||
ଜାତୀୟ ଭାଷା | କେଉଁଟି ନାହିଁ ସମ୍ବିଧାନ[୪] | ||||||||
ପ୍ରଶାସନ | ଗଣତନ୍ତ୍ର ସାଂସଦୀୟ ଗଣତନ୍ତ୍ର ସମ୍ବିଧାନ ଗଣତନ୍ତ୍ର [୫] |
||||||||
- | ରାଷ୍ଟ୍ରପତି | ଡୋନାଲ୍ଡ ଟ୍ରମ୍ପ (ଡେମୋକ୍ରାଟ) | |||||||
- | ଉପ-ରାଷ୍ଟ୍ରପତି | ଜୋ ବାଇଡେନ (ଡେମୋକ୍ରାଟ) | |||||||
- | ବାଚସ୍ପତି | ଜୋ ବେଇନର | |||||||
- | ମୁଖ୍ୟ ବିଚାରପତି | ଜନ ରୋବର୍ଟ୍ସ | |||||||
ବିଧାନମଣ୍ଡଳ | କଂଗ୍ରେସ | - | ଉଚ୍ଚ ସଦନ | ସିନେଟ | - | ନିମ୍ନ ସଦନ | ହାଉସ ଅଫ ରିପ୍ରେଜେନ୍ଟେଟିଭ | ||
ସ୍ୱାଧୀନତା | ବ୍ରିଟେନ ଠାରୁ | ||||||||
- | ଘୋଷଣା କରାଗଲା | ୪ ଜୁଲାଇ ୧୭୭୬ | |||||||
କ୍ଷେତ୍ରଫଳ | |||||||||
- | ୯,୮୨୬,୬୭୫ km2 (୩ୟ / ୪ଥ) ୧,୨୬୯,୨୧୯ ବର୍ଗ ମି |
||||||||
- | ଜଳଭାଗ (%) | ୬.୭୬ | |||||||
ଲୋକସଂଖ୍ୟା | |||||||||
- | census | ୩୧୬,୩୧୮,୦୦୦ (୩ୟ) | |||||||
- | ଘନତା | ୩୪.୨/କିମି୨ (୧୭୯ ତମ) ୮୮.୬/ବର୍ଗ ମି |
|||||||
ମୋଟ ଘରୋଇ ଉତ୍ପାଦ (କ୍ରୟ ଶକ୍ତି ସମାନତା) | ୨୦୧୨ ଅନୁମାନ | ||||||||
- | ସର୍ବମୋଟ | $୧୫.୬୮୫ ଲକ୍ଷ କୋଟି[୬] (୧ ମ) | |||||||
- | ମୁଣ୍ଡପିଛା ହାର ହିସାବରେ | $୪୯,୯୨୨ (୬ଷ୍ଠ) | |||||||
ମୋଟ ଘରୋଇ ଉତ୍ପାଦ (ଆକଳନ କରାଯାଇଥିବା) | ୨୦୧୦ ଆକଳନ | ||||||||
- | ସର୍ବମୋଟ | $୧.୫୩୮ ଲକ୍ଷ କୋଟି[୬] (୧୦ମ) | |||||||
- | ପ୍ରତିଟି ମଣିଷ | $୧,୨୬୫[୬] | |||||||
ଜିନି (୨୦୦୯) | ୪୭.୭ (୩୯ତମ) | ||||||||
ମାନବ ବିକାଶ ସୂଚନାଙ୍କ (୨୦୧୦) | ![]() |
||||||||
ମୁଦ୍ରା | ଡଲାର ($) (ଛାଞ୍ଚ:USD) (USD ) |
||||||||
ସମୟ ମଣ୍ଡଳ | (ଇଉଟିସି-୫ରୁ -୧୦) | ||||||||
- | ଖରାଦିନ (ଡ଼ିଏସଟି) | (ଇଉଟିସି-୪ରୁ -୧୦) | |||||||
ତିଥି ଗଠନ | ମାସ/ଦିନ/ବର୍ଷ (ଖ୍ରିଷ୍ଟ ପର) | ||||||||
ରାସ୍ତାର ଏପାଖରେ ଚାଲନ୍ତୁ | ଡାହାଣ | ||||||||
ଇଣ୍ଟରନେଟ ଟିଏଲଡ଼ି | .us .gov .mil .edu | ||||||||
ଫୋନ କୋଡ଼ | +୧ | ||||||||
Non-numbered Footnotes:
|
ଆମେରିକା ,ଉତ୍ତର ଆମେରିକାରେ ଥିବା ଏକ ପ୍ରଧାନ ଦେଶ। ୫୦ଟି ରାଜ୍ୟକୁ ଏକାଠି ନେଇ ତିଆରି,ଏହା ଏକ ସଙ୍ଘୀୟ ଗଣରାଜ୍ୟ। ଏହା ମଧ୍ୟରୁ ୪୮ଟି ରାଜ୍ୟ ଓ ରାଜଧାନୀ ୱାଶିଂଟନ ଡି. ସି. ଗୋଟିଏ ଭୂଖଣ୍ଡରେ ଅବସ୍ଥିତ।ଏହା ଛଡା ଉତ୍ତର ପଶ୍ଚିମରେ ଆଲାସ୍କା ଓ ପଶିମରେ ହାୱାଇ ଦ୍ୱୀପପୁଞ୍ଜକୁ ମିଶାଇ ୫୦ଟି ରାଜ୍ୟ ବୋଲି ଗଣାଯାଏ।
ଇତିହାସ[ସମ୍ପାଦନା]
ଭୂଗୋଳ[ସମ୍ପାଦନା]
ଯୁକ୍ତରାଷ୍ଟ୍ର ଆମେରିକାର ରାଜ୍ୟଗୁଡିକର ତାଲିକା[ସମ୍ପାଦନା]
ମୂଳ ଭୂଖଣ୍ଡରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଜ୍ୟଗୁଡିକ ହେଲା.।
|
|
|
|
|
ଅନ୍ୟ ଭୂଖଣ୍ଡ ଓ ସମୁଦ୍ରରେ ଥିବା ରାଜ୍ୟଗୁଡିକ ହେଲା ୪୯. ଆଲାସ୍କା ୫୦. ହାୱାଇ ଦ୍ୱୀପ
ଏହା ଛଡା ଆମେରିକାର ରାଜଧାନୀ ୱାଶିଂଟନ ଡି. ସି. ସହର ଏକ ସଙ୍ଘୀୟ ରାଜ୍ୟ ଅଟେ।
ଧର୍ମ[ସମ୍ପାଦନା]
ଆମେରିକୀୟ ସଙ୍ଘୀୟ ବ୍ୟବସ୍ଥା ଏହାର ନାଗରିକ ମାନଙ୍କୁ ଯେ କୌଣସି ଧର୍ମରେ ବିଶ୍ୱାସ କରିବା ଓ ନିଜ ଇଚ୍ଛା ଅନୁସାରେ ଧର୍ମ ପରିବର୍ତନ କରିବାକୁ ସ୍ୱାଧୀନତା ଦେଇଥାଏ। ତେବେ ଖ୍ରୀଷ୍ଟ ଧର୍ମ ଏହି ଦେଶର ପ୍ରଧାନ ଧର୍ମ ଅଟେ। ୨୦୦୭ର ଏକ ସର୍ଭେ ଅନୁସାରେ ଆମେରିକାର ପ୍ରାୟ ୭୮.୪% ବୟସ୍କ ଲୋକ ଖ୍ରୀଷ୍ଟ ଧର୍ମ ଅବଲମ୍ବନ କରନ୍ତି। ଏହୋ ସଂଖ୍ୟା ୧୯୯୦ରେ ପ୍ରାୟ ୮୪.୬% ଥିଲା।
ଭାଷାର ନାମ | ବ୍ୟବହାରକାରୀ (%) |
---|---|
ଖ୍ରୀଷ୍ଟ ପ୍ରୋଟେଷ୍ଟାଣ୍ଟ | ୫୧.୩ |
ଖ୍ରୀଷ୍ଟ ରୋମାନ କଥୋଲିକ | ୨୩.୯ |
ଖ୍ରୀଷ୍ଟ (ଅନ୍ୟାନ୍ୟ) | ୨୩.୩ |
ୟହୁଦି( ଜିଉ) | ୧.୭ |
ବୌଦ୍ଧ | ୦.୭ |
ଇସ୍ଲାମ | ୦.୬ |
ହିନ୍ଦୁ | ୦.୪ |
ଅନ୍ୟାନ୍ୟ | ୧.୨ |
କୌଣସି ଧର୍ମ ଅବଲମ୍ବନ କରନ୍ତି ନାହିଁ | ୧୬.୧ |
ପ୍ରଶାସନିକ ବିଭାଜନ[ସମ୍ପାଦନା]
ଭାଷା[ସମ୍ପାଦନା]
ଆମେରିକୀୟ ସଙ୍ଘୀୟ ବ୍ୟବସ୍ଥାରେ କୌଣସି ସରକାରୀ ଭାଷାର ବ୍ୟବସ୍ଥା ନାହିଁ, ତଥାପି ଇଂଲିଶ ଏହାର ମୁଖ୍ୟ ଭାଷା ଅଟେ। ୨୦୧୦ର ସର୍ଭେ ଅନୁସାରେ ଏହି ଦେଶରେ ୨୬୦ ମିଲିୟନ ବା ପ୍ରାଏ ୮୦% ଲୋକ ଘରେ କେବଳ ଇଂଲିଶ ବ୍ୟବହାର କରନ୍ତି। ଇଂଲିଶ ପରେ ସ୍ପାନିଶ, ଚାଇନିଜ, ଫ୍ରେଞ୍ଚ ଆଦି ଭାଷା ମଧ୍ୟ ଲୋକମାନେ ବ୍ୟବହାର କରନ୍ତି। ନିମ୍ନ ସରଣୀରେ କିଛି ମୁଖ୍ୟ ଭାଷାର ବ୍ୟବହାରକାରୀ ସଂଖ୍ୟା ଦିଆଗଲା।
ଭାଷାର ନାମ | ବ୍ୟବହାରକାରୀ (ଜନସଂଖ୍ୟା ମିଲିୟନରେ) | % |
---|---|---|
କେବଳ ଇଂଲିଶ | ୨୨୯.୭ | ୮୦ |
ସ୍ପାନିଶ | ୩୭ | ୧୨.୭ |
ଚାଇନିଜ | ୨.୮ | ୦.୯ |
ଫ୍ରେଞ୍ଚ | ୨.୧ | ୦.୭୨ |
ଟାଗାଲୋଗ | ୧.୬ | ୦.୫୪ |
ଭିଏତନାମିସ | ୧.୪ | ୦.୪୮ |
ଇଟାଲିୟାନ | ୧.୧ | ୦.୩୭ |
କୋରିଆନ | ୧.୧ | ୦.୩୭ |
ଜର୍ମାନ | ୧.୧ | ୦.୩୭ |
ଆଧାର[ସମ୍ପାଦନା]
- ↑ "Interstate FAQ (Question #3)". Federal Highway Administration. 2006. Retrieved March 4, 2009.
- ↑ "State Emblem -Inscription". National Informatics Centre (NIC). Retrieved 17 June 2007.
- ↑ "The Union: Official Language". Ministry of Home Affairs, Government of India. National Informatics Centre(NIC). 2007. Retrieved 11 June 2009.
- ↑ "There's no national language in India: Gujarat High Court". Times Of India. 2007-01-06. Retrieved 2011-03-29.
- ↑ ୫.୦ ୫.୧ "India at a Glance". Know India Portal. National Informatics Centre(NIC). Retrieved 7 December 2007.
- ↑ ୬.୦ ୬.୧ ୬.୨ "India". International Monetary Fund. Retrieved 2011-04-21.
- ↑ "Total Area of India" (PDF). Country Studies, India. Library of Congress – Federal Research Division. December 2004. Archived from the original (PDF) on 26 February 2005. Retrieved 3 September 2007.
The country’s exact size is subject to debate because some borders are disputed. The Indian government lists the total area as ୩,୨୮୭,୨୬୦ କି.ମି.୨ (୧,୨୬୯,୨୨୦ sq mi) and the total land area as ୩,୦୬୦,୫୦୦ କି.ମି.୨ (୧,୧୮୧,୭୦୦ sq mi); the United Nations lists the total area as ୩,୨୮୭,୨୬୩ କି.ମି.୨ (୧,୨୬୯,୨୧୯ sq mi) and total land area as ୨,୯୭୩,୧୯୦ କି.ମି.୨ (୧,୧୪୭,୯୬୦ sq mi).
ବାହାର ଫଟୋ[ସମ୍ପାଦନା]
ଯୁକ୍ତରାଷ୍ଟ୍ର ଆମେରିକା ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
![]() |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ |
![]() |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
![]() |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ |
![]() |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ |
![]() |
ଉଇକିକଥାରୁ ଢଗଢମାଳି ଓ କଥାମାନ |
![]() |
ଉଇକିଉତ୍ସରୁ ମୂଳାଧାର ଲେଖାମାନ |
![]() |
ଉଇକିପୋଥିରେ ପଢ଼ାବହିମାନ |
- "United States". The World Factbook. Central Intelligence Agency.
- United States, from the BBC News
- Key Development Forecasts for the United States from International Futures
- ସରକାର
- Official U.S. Government Web Portal Gateway to government sites
- House Official site of the United States House of Representatives
- Senate Official site of the United States Senate
- White House Official site of the President of the United States
- [[[:ଛାଞ୍ଚ:SCOTUS URL]] Supreme Court] Official site of the Supreme Court of the United States
- ଇତିହାସ
- Historical Documents Collected by the National Center for Public Policy Research
- U.S. National Mottos: History and Constitutionality Analysis by the Ontario Consultants on Religious Tolerance
- USA Collected links to historical data
- ମାନଚିତ୍ର
- National Atlas of the United States Official maps from the U.S. Department of the Interior
- Wikimedia Atlas of the United States
- Measure of America A variety of mapped information relating to health, education, income, and demographics for the U.S.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |