Jump to content

ବିଜୁ ପଟ୍ଟନାୟକ ବିମାନ ବନ୍ଦର

ଉଇକିପିଡ଼ିଆ‌ରୁ
(Biju Patnaik Airportରୁ ଲେଉଟି ଆସିଛି)
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର
ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦର
IATA: BBIICAO: VEBS
ବି ବି ଆଇ is located in Odisha
ବି ବି ଆଇ
ବି ବି ଆଇ
ଓଡ଼ିଶା ମାନଚିତ୍ରରେ ଏହି ବିମାନ ବନ୍ଦରର ଅବସ୍ଥାନ
ସାରକଥା
ବିମାନ ବନ୍ଦର ପ୍ରକାର ସର୍ବସାଧାରଣ
ପରିଚାଳକ ଏଆରପୋର୍ଟସ ଅଥରିଟି ଅଫ ଇଣ୍ଡିଆ
ସେବା ଭୁବନେଶ୍ୱର, ଓଡ଼ିଶା
ଉଚ୍ଚତା (ସମୁଦ୍ର ଠାରୁ) ୧୩୮ ft / ୪୨ m
ଦିଗବାରେଣି 20°14′40″N 085°49′04″E / 20.24444°N 85.81778°E / 20.24444; 85.81778
ରନବେ
ଦିଗ ଲମ୍ବ ଭୂମି
ft m
୦୫/୨୩ ୪,୫୨୪ ୧,୩୭୯ Asphalt
୧୪/୩୨ ୯,୦୦୦ ୨,୭୪୩ Asphalt

ବିଜୁ ପଟ୍ଟନାୟକ ବିମାନ ବନ୍ଦର (IATA: BBI, ICAO: VEBS), (ଭୁବନେଶ୍ୱର ବିମାନ ବନ୍ଦର ନାମରେ ମଧ୍ୟ ଜଣାଶୁଣା), ଭାରତର ଓଡ଼ିଶାରେ ଭୁବନେଶ୍ୱର ନଗରରେ ଅବସ୍ଥିତ । ଏହା ଓଡ଼ିଶାର ପ୍ରମୁଖ ଓ ଏକମାତ୍ର ବିମାନ ବନ୍ଦର । ପ୍ରଖ୍ୟାତ ନେତା, ସ୍ୱାଧୀନତା ସଂଗ୍ରାମୀ ଓ ବିମାନ ଚାଳକ ବିଜୁ ପଟ୍ଟନାୟକଙ୍କ ନାମ ଅନୁସାରେ ଏହାର ନାମ ରଖାଯାଇଛି ।

ଟର୍ମିନାଲସ

[ସମ୍ପାଦନା]

ଟର୍ମିନାଲସ ୧ (ଘରୋଇ)

[ସମ୍ପାଦନା]
ଟର୍ମିନାଲ ୧ ପ୍ରବେଶ ପଥ
ଟର୍ମିନାଲ ୧ ଅପେକ୍ଷା ଜାଗା
ମାଗଣା ୱାଇଫାଇ କ୍ଷେତ୍ର

ଟର୍ମିନାଲସ ୨ (ଆନ୍ତର୍ଜାତିକ)

[ସମ୍ପାଦନା]

ଦ୍ରବ୍ୟ

[ସମ୍ପାଦନା]

ବିମାନ ସେବା ଓ ଗନ୍ତବ୍ୟ ସ୍ଥଳ

[ସମ୍ପାଦନା]

ଏବେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଚାଲୁଥିବା ସିଧା ଉଡାଣ/ଗନ୍ତବ୍ୟସ୍ଥଳ ସବୁ ।

ବିମାନ ସେବାଗନ୍ତବ୍ୟ 
ଏୟାର ଇଣ୍ଡିଆଦିଲ୍ଲୀ, ମୁମ୍ବାଇ,ପୋର୍ଟ ବ୍ଲେୟର (ସୋମ, ଗୁରୁ, ଶନି, ରବି)
ଇଣ୍ଡିଗୋବେଙ୍ଗାଳୁରୁ, ଦିଲ୍ଲୀ, ହାଇଦରାବାଦ, ମୁମ୍ବାଇ,କଲିକତା, ବିଶାଖାପାଟଣା
ଗୋ ଏଆରଦିଲ୍ଲୀ, ମୁମ୍ବାଇ,କଲିକତା,

,

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଚେକ୍ଇନ୍ ଏରିଆ
ବିଜୁ ପଟ୍ଟନାୟକ ବିମାନ ବନ୍ଦର

ନିଦ୍ଧାରିତ

[ସମ୍ପାଦନା]

ଅଧିକାର ପତ୍ର

[ସମ୍ପାଦନା]

ବିମାନ ସେବା

[ସମ୍ପାଦନା]


ଖାଦ୍ୟ ଯୋଗାଣକାରୀ ବ୍ୟବସାୟ

[ସମ୍ପାଦନା]

ଇନ୍ଧନ

[ସମ୍ପାଦନା]

ପ୍ରଶଂସା

[ସମ୍ପାଦନା]

ସଂଯୋଜକ

[ସମ୍ପାଦନା]

ଘଟଣା ଓ ଦୁର୍ଘଟଣା

[ସମ୍ପାଦନା]

    ବାହାର ଆଧାର

    [ସମ୍ପାଦନା]