ଭାରତ ପେଟ୍ରୋଲିୟମ
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (April 2015) |
ଫାଇଲ:Bharat Petroleum Logo.svg | |
ପ୍ରକାର | Public |
---|---|
BSE: 500547 NSE: BPCL | |
ISIN | INE029A01011 |
ଶିଳ୍ପ | Oil and gas |
ପ୍ରତିଷ୍ଠିତ ସ୍ଥାନ | ୧୯୦୩ ୧୯୭୬ |
ମୁଖ୍ୟ କାର୍ଯ୍ୟାଳୟ | ମୁମ୍ବାଇ, ମହାରାଷ୍ଟ୍ର, ଇଣ୍ଡିଆ |
ପ୍ରମୁଖ ବ୍ୟକ୍ତି | ଏସ. ଭରଦାରାଜନ (Chairman & MD) |
ଉତ୍ପାଦ | ପେଟ୍ରୋଲିୟମ, natural gas,ଏବଂ ଅନ୍ୟ ପେଟ୍ରୋକେମିକାଲସ |
Revenue | ୨,୪୦,୩୬୭ crore (US$୫୩.୩୬ billion) (2015)[୧] |
୯,୭୭୭ crore (US$୨.୧୭ billion) (2015)[୧] | |
୫,୦୮୨ crore (US$୧.୧୩ billion) (2015)[୧] | |
Total assets | ୪୪,୮୬୬ crore (US$୯.୯୬ billion) (2015)[୧] |
Owner | ଭାରତ ସରକାର |
Number of employees | 12,687 (2015)[୧] |
ୱେବ୍ସାଇଟ୍ | www |
ଭାରତ ପେଟ୍ରୋଲିୟମ କର୍ପୋରେଟ ଲିମିଟେଡ଼ (BPCL) ଭାରତରେ ରାଜ୍ୟ ମାନଂକରେ ଅଏଲ ଏବଂ ଗ୍ୟାସଯୋଗାଇ ଥାଏ, କମ୍ପାନୀର ମୁଖ୍ୟ କାର୍ଯ୍ୟଳୟ ମୁମ୍ବାଇ, ମହାରାଷ୍ଟ୍ରରେ ଅବସ୍ଥିତ।ଦେଶର ପ୍ରମୁଖ ସହର ମୁମ୍ବାଇ ଓ କୋଚିରେ ରିଫାଇନାରୀ କାର୍ଯ୍ୟ ସମ୍ପାଦନ ହଉଚି।BPCL ୨୦୧୫ରେ ହୋଇଥିବାFortune Global 500 ବିଶ୍ୱ ର୨୮୦ତମ କର୍ପୋରେସନ ସ୍ଥାନରେ ଅଛି।[୨]
ଇତିହାସ
[ସମ୍ପାଦନା]୧୮୮୮ରେ ଶିଳ୍ପକ୍ଷେତ୍ରରେ ବିପୁଳ ଅଗ୍ରତି, ଦକ୍ଷିଣ ଏସିଆ ମାର୍କେଟରେ ବର୍ମା ଅଏଲ କମ୍ପାନୀ ମୁଖ୍ୟ ଥିଲା।
୧୯୨୮ରେଏସିଆଟିସି ପେଟ୍ରୋଲିୟମ କମ୍ପାନୀ (ଭାରତ)ବର୍ମା ଅଏଲ କମ୍ପାନୀ ସହ ସହଯୋଗ/ଚୁକ୍ତି କରିଥିଲେ।ବର୍ମା କମ୍ପାନୀ ତେଲ ମହଜୁଦ ରଖିଲା ଓ ସବୁ ଆଡ଼େ ବିତରଣ କଲା। ବର୍ମା କମ୍ପାନୀ ମୁଖ୍ୟ କିରୋସିନ ମାର୍କେଟରେ ବିକ୍ରି କଲା।
୨୪ ଜାନୁୟାରୀ ୧୯୮୬ରେ ବର୍ମା କମ୍ପାନୀ ଭାରତ ସରକାରକୁ କ୍ଷମତା ଦେଲା ଭାରତ ରିଫାଇନାରୀ ଲିମିଟେଡ଼ କୁ। ୦୧ଅଗଷ୍ଟକୁ ତା ନୂଆ ନାମ ଭାରତ ପେଟ୍ରୋଲିୟମ କୋଅପରେସନ ଲିମିଟେଡ଼ ରହିଲା।ଏହା ଭାରତର ପ୍ରଥମ ସ୍ଥାୟୀ ରେଫିଇନାରୀ ବମ୍ବେ ହାଇ।
୨୦୦୩ରେ Centre for Public Interest Litigation ଅର୍ଜୀକୁ ମାନି ସୁପ୍ରିମକୋର୍ଟ ବାଧା ଦେଇଥିଲେ ହିନ୍ଦୁସ୍ତାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମକୁ ସରକାରୀ କରଣରୁ ଘରୋଇ କରଣ କରିବାକୁ ସାଂସଦରେ ବିନା ବିଲ ଆଗତ କରି।[୩] ଉପଦେଶ ଅନୁସାରେ, ରାଜେନ୍ଦ୍ର ସାଚାର ଏବଂ ପ୍ରଶାନ୍ତ ଭୂଷଣ କହିଥିଲେ,କେବଳ ରାସ୍ତା କମ୍ପାନୀ ଯଦି ପୁଞ୍ଜି ହ୍ରାସ କରିବା/ବିକ୍ରି କରିବ,କମ୍ପାନୀକୁ ଅଧିନିୟମ ଅନୁସାରେ ଖାରଜ/ରଦ୍ଧ କରାଯିବ ଯାହା ୧୯୭୦ରେ ରାଷ୍ଟ୍ରୀୟକରଣ ହୋଇଥିଲା।[୪] ଫଳାଫଳ ହେଲା କି ,ସରକାର ମୁଖ୍ୟ ଯିଏ କି ଦୁଇଟି ଯାକକୁ ବାଧ୍ୟ କରି ଘରୋଇ କରଣ କରି ପାରିବେ।[୫]
କାର୍ଯ୍ୟ ସଂପାଦନ
[ସମ୍ପାଦନା]ଭାରତ ପେଟ୍ରୋଲିୟମ ରେଫିଇନାରୀ ନିମ୍ନ କାର୍ଯ୍ୟ ସମ୍ପାଦନ : ମୁମ୍ବାଇ ରିଫାଇନାରୀ : ମୁମ୍ବାଇ, ମହାରାଷ୍ଟ୍ର ନିକଟରେ ଅବସ୍ଥିତ ।ଏହାର କ୍ଷମତା ୧୨ ଏବଂ nbsp;ମିଲିୟନ ମେଟ୍ରିକ ଟନ ବର୍ଷକୁ ।[୬]
- କୋଚି ରିଫାଇନାରୀ : କୋଚି, କେରଳ ନିକଟରେ ଅବସ୍ଥିତ।ଏହାର କ୍ଷମତା୯.୫ ଏବଂ nbsp; ମିଲିୟନ ମେଟ୍ରିକ ଟନ ପ୍ରତି ବର୍ଷ ।[୭]
- ବୀଣା ରିଫାଇନାରୀ : ବୀଣା , ସାଗର ଜିଲ୍ଲା, ମଧ୍ୟପ୍ରଦେଶ ନିକଟରେ ଅବସ୍ଥିତ ।ଏହାର କ୍ଷମତା ୬ ଏବଂ nbsp; ମିଲିୟନ ମେଟ୍ରିକ ଟନ ପ୍ରତି ବର୍ଷ।ଏହାର କାର୍ଯ୍ୟ ସମ୍ପାଦନଭାରତ ଓମାନ ରେଫିଇନାରୀସ୍ ଲିମିଟେଡ଼ଦ୍ୱାରା ପରିଚ ଳିତ ହୁଏ,ଭାରତ ପେଟ୍ରୋଲିୟମ ଏବଂ ଓମାନ ଅଏଲ କମ୍ପାନୀ ଦୁଇଟି ଯାକ ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଲା।
- ନୁମାଲିଗଡ଼ ରିଫାଇନାରୀ : ନୁମାଲିଗଡ଼ , ଆସାମ, ଏହାର କ୍ଷମତା୩ ଏବଂ nbsp;ମିଲିୟନ ମେଟ୍ରିକ ଟନ ପ୍ରତି ବର୍ଷ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "BPCL Annual Report". CNBC TV18.
- ↑ http://www.thehindu.com/business/Industry/7-indian-firms-among-fortune-global-500/article7456090.ece
- ↑ SAMANWAYA RAUTRAY AND PHEROZE L. VINCENT (4 ମାର୍ଚ୍ଚ 2011). "Feather in cap for graft fighters". The Telegraph. Retrieved 26 ଅପ୍ରେଲ 2012.
- ↑ Ramakrishna, G. V. (2004). Two Score and Ten: My Experiences in Government. Academic Foundation. p. 301. ISBN 8171883397.
{{cite book}}
: Invalid|ref=harv
(help) - ↑ Gopal Ganesh (2008). Privatisation And Labour Restructuring. Academic Foundation. p. 136. ISBN 8171886345.
- ↑ "ଆର୍କାଇଭ୍ କପି". Archived from the original on 19 ସେପ୍ଟେମ୍ବର 2012. Retrieved 28 ଫେବୃଆରୀ 2016.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 18 ମାର୍ଚ୍ଚ 2015. Retrieved 28 ଫେବୃଆରୀ 2016.
{{cite web}}
: Cite has empty unknown parameter:|1=
(help)