ଇଣ୍ଡିଗୋ
| ||||
Founded | ୨୦୦୬ | |||
---|---|---|---|---|
Commenced operations | 8 ଅପ୍ରେଲ 2006 | |||
Hubs |
| |||
Secondary hubs |
| |||
Focus cities |
| |||
Fleet size | ୧୦୭[୧] | |||
Destinations | ୪୦ | |||
Parent company | ଇଣ୍ଟର ଗ୍ଲୋବ ଏଣ୍ଟରପ୍ରାଇଜ | |||
Headquarters | ଗୁଡ଼ଗାଁ, ହରିୟାଣା, ଭାରତ [୨] | |||
Key people | ରାକେଶ ଗଙ୍ଗବାଲ, ପ୍ରତିଷ୍ଠାତା ରାହୁଲ ଭାଟ୍ଟିୟା , ପ୍ରତିଷ୍ଠାତା (MD) | |||
Revenue | ୧୪୩.୨ billion (US$୩.୧୮ billion) (FY2015)[୩] | |||
Net income | 13.04 billion (US$୨୮୯.୪୯ million) (FY2015)[୩] | |||
Website | book |
ଇଣ୍ଡିଗୋ (IndiGo) ଏକ ଭାରତୀୟ ଏୟାରଲାଇନ କମ୍ପାନୀ ଅଟେ ଜାହାର ମୁଖ୍ୟାଳୟ ଭାରତର ଗୁଡ଼ଗାଁରେସ୍ଥିତ । ଏହା କମ ଟଙ୍କା ବିଶିଷ୍ଟ ଯାତ୍ରୀ ସେବା ତଥା ଭାରତର ସବୁଠାରୁ ବଡ଼ ବିମାନ ସେବା ଅଟେ । ଏହାର ମାର୍କେଟ ସେୟାର ଫେବୃଆରୀ ୨୦୧୪ ମସିହାରେ ୩୦.୩% ହୋଇଥିଲା । ଇଣ୍ଡିଗୋ ଭାରତରେ ସବୁଠାରୁ ତିବ୍ରରେ ବିକଶିତ ହୋଇଥିବା ବିମାନ ଜାନ ଅଟେ । ନିଜର ନୂଆ ୭୮ ଏୟାର ବସ , ୩୨୦ ଏୟାରକ୍ରାଫ୍ଟ ସହିତ ଏହି ଏୟାରଲାଇନ ୩୬ ଗନ୍ତବ୍ୟ ସ୍ଥାନପାଇଁ ଦୈନିକ ୪୮୫ ଫ୍ଲାଇଟର ସେବା ପ୍ରଦାନ କରିଥାଏ ।[୪] ଏୟାରଲାଇନ 82 ଗନ୍ତବ୍ୟ - 60 ଘରୋଇ ଏବଂ 22 ଅନ୍ତରାଷ୍ଟ୍ରୀୟ ଉଡାଣର ସଞ୍ଚାଳନ କରିଥାଏ ।[୫] ଏହାର ପ୍ରାଥମିକ କେନ୍ଦ୍ର "ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଦିଲ୍ଲୀ"ରେ ରହିଛି ।[୬]
2006 ମସିହା ମଧ୍ୟରେ ସଞ୍ଚାଳନ ଆରମ୍ଭ କରିବା ଯୋଜନା ସହିତ ଇଣ୍ଡିଗୋ ଜୁନ 2005 ମସିହାରେ "ପ୍ୟାରିସ ଏୟାର ସୋ" ଅନୁସାରେ UAS $ 6 ବିଲୀୟନର 100 ଏୟାର ବସ A 320-200 ବୀମାନ ପାଇଁ ଏକ ଆଦେଶ ଦେଇଥିଲେ ।[୭][୮] ଏୟାର ଲାଇନ ଜୁଲାଇ 2006 ମସିହାରେ ନିଜର ପ୍ରଥମ A 320 ପ୍ରାପ୍ତ କରିଥିଲା ଏବଂ 2015-2016 ପର୍ଯ୍ୟନ୍ତ 100 ବୀମାନ ସାମିଲ କରିବା ପାଇଁ ଯୋଜନା ବନେଇଥିଲା ।[୯]
ଇତିହାସ
[ସମ୍ପାଦନା]ଇଣ୍ଡିଗୋର ଆରମ୍ଭ ୨୦୦୬ ମସିହା ପ୍ରାରମ୍ଭରେ ଇଣ୍ଟରଗ୍ଲୋବ ଇଣ୍ଟରପ୍ରାଇଜର ରାହୁଲ ଭାଟ୍ଟିୟା ତଥା ରାକେଶ ଏସ ଗଙ୍ଗବାଲ, (ଯିଏ ୟୁନାଇଟେଡ ଷ୍ଟେଟସରେ ରହୁଥିବା ଅପ୍ରବାସୀ ଭାରତୀୟ ଅଟନ୍ତି)ଙ୍କଦ୍ୱାରା ହୋଇଥିଲା । ଫେବୃଆରୀ 2012 ମସିହା ପର୍ଯ୍ୟନ୍ତ ଇଣ୍ଡିଗୋ ବହୁତ ତୀବ୍ର ଭାବେ ବିକାଶ କରିଥିଲା ତଥା ଏହାର ଲାଭରେ ମଧ୍ୟ ବୃଦ୍ଧି ହେଉଥିଲା । ଏହା କିଙ୍ଗଫିସରକୁ ପ୍ରଥମରୁ ହିଁ ପ୍ରତିସ୍ଥାପିତ କରିଦେଇଥିଲା , ଏବେ କିଙ୍ଗଫିସର ଦ୍ୱିତୀୟ ସବୁଠାରୁ ବଡ଼ ବିମାନ ସେବା ଅଟେ ।[୧୦]
ଲକ୍ଷ
[ସମ୍ପାଦନା]ଇଣ୍ଡିଗୋ ଭାରତ ତଥା ବିଦେଶରେ ୩୬ ଲକ୍ଷ ପାଇଁ, ୪୭୫ ଦୈନିକ ବିମାନଦ୍ୱାରା ନିଜ ସେବା ପ୍ରଦାନ କରିଥାଏ । ପାଞ୍ଚ ବର୍ଷର ସଞ୍ଚାଳନ ପରେ ଜାନୁଆରୀ ୨୦୧୧ ମସିହାରେ ଇଣ୍ଡିଗୋକୁ ବିଦେଶରେ ସଞ୍ଚାଳନ ପାଇଁ ଲାଇସେନ୍ସ ମିଳିଗଲା । ଇଣ୍ଡିଗୋର ପ୍ରଥମ ଅନ୍ତରାଷ୍ଟ୍ରୀୟ ବିମାନ ସେବାର ଆରମ୍ଭ ୧ ସେପ୍ଟେମ୍ବର 2011 ମସିହାରେ ଦୁବାଇରୁ ଦିଲ୍ଲୀ ପାଇଁ ହୋଇଥିଲା। ପରେ ଏକ ସପ୍ତାହରେ ଏହା ଅନ୍ତରାଷ୍ଟ୍ରୀୟ ସେବା ବ୍ୟାଙ୍କକ, ସିଙ୍ଗାପୁର, ମାସ୍କଟ ଏବଂ କାଠମାଣ୍ଡୁ ପାଇଁ ନୂଆଦିଲ୍ଲୀ ଓ ମୁମ୍ବାଇରୁ ଆରମ୍ଭ କରିଦିଆ ଗଲା । [୧୧]
ଇଣ୍ଡିଗୋ ରାମ୍ପ
[ସମ୍ପାଦନା]ଇଣ୍ଡିଗୋର ସବୁଠାରୁ ବଡ଼ ବିଶେଷତା ହେଉଛି ତାହାର (Ramp) ରାମ୍ପ (ଗଡାନିଆ ଚଟାଣ) ସେବା ଅଟେ । ଅଶକ୍ତ (ପଙ୍ଗୁ/ଅଥର୍ବ) ଲୋକମାନଙ୍କ ସୁବିଧା ପାଇଁ ଏଥିରେ ରାମ୍ପ ସୁବିଧାକୁ ଏପରି ତିଆରି ହୋଇଛି କି, ଲୋକମାନେ ନିଜ ହ୍ବିର୍ଲ ଚେୟାରରେ ବସି ବିମାନ ଭିତରକୁ ଅତି ଆରାମରେ ଯାଇପାରିବେ। [୧୨]
ଇଣ୍ଡିଗୋ
[ସମ୍ପାଦନା]ଇଣ୍ଡିଗୋରେ ନିମ୍ନଲିଖିତ ବିମାନ ସାମିଲ ରହିଛି –
ଏୟାରକ୍ରାଫ୍ଟ | ସେବା ରେ | ଆଦେଶ | ଯାତ୍ରୀ (ଇକୋନୋମୀ) |
ଜାନକାରୀ |
---|---|---|---|---|
ଏୟାର ବସ ୩୨୦-୨୦୦ | ୭୮ | ୬ | ୧୮୦ | ୧୬ ଏୟାରକ୍ରାଫ୍ଟ ବାହାରେ |
ଏୟାର ବସ A ୩୨୦ ନିଓ | — | ୧୬୦ | ୧୮୦ | ସେବା ଗୁଡିକର ଆରମ୍ଭ ୨୦୧୬ରୁ |
ଏୟାର ବସ A୩୨୧ ନିଓ | — | ୨୦ | ୨୩୬ | ସେବା ଗୁଡିକର ଆରମ୍ଭ୨୦୧୭ରୁ |
କୂଳ | ୭୮ | ୧୮୬ |
ସେବା
[ସମ୍ପାଦନା]ଅଳ୍ପ ଟଙ୍କାରେ ସେବା ହେବା କାରଣରୁ ଇଣ୍ଡିଗୋର କୌଣସି ମଧ୍ୟ ବିମାନ ସେବାରେ ବିଜନେସ କ୍ଲାସ ଏବଂ ଫାଷ୍ଟ କ୍ଲାସ ବିଭାଗ ରହିନାହିଁ । ଏଥିରେ କେବଳ ଶସ୍ତା ସିଟର ସୁବିଧା ରହିଛି । ନିଜ ଭଡ଼ାକୁ କମ କରିବା ପାଇଁ ଇଣ୍ଡିଗୋ କୌଣସି ପ୍ରକାରର ନିଶୁଳ୍କ ଭୋଜନର ସୁବିଧା ଉଡିବା ସମୟରେ ପ୍ରଦାନ କରେନାହିଁ । [୧୩]
ପୁରସ୍କାର ଓ ଉପଲବ୍ଧି
[ସମ୍ପାଦନା]- ଇଣ୍ଡିଗୋକୁ ନିମ୍ନଲିଖିତ ପୁରସ୍କାରଦ୍ୱାରା ସମନ୍ୱିତ କରାଯାଇଛି। –[୧୪]
- ସର୍ବଶ୍ରେଷ୍ଠ କାମ ଟଙ୍କା ଯୁକ୍ତ ସେବା, ଏୟାରଲାଇନ ପ୍ୟାସେଞ୍ଜର ଆସୋସିଏସନ ଅଫ ଇଣ୍ଡିଆ (୨୦୦୭ ଦ୍ୱାରା।
- ସର୍ବଶ୍ରେଷ୍ଠ କାମ ଟଙ୍କା ଯୁକ୍ତ ସେବା, ଗାଲିଲିଓ ଏକପ୍ରେସ ତ୍ରିବଲ ଆୱାର୍ଡ (୨୦୦୮) ମସିହା ଅନୁସାରେ
- ସର୍ବଶ୍ରେଷ୍ଠ କାମ ଟଙ୍କା ଯୁକ୍ତ ସେବା, CNBC ଆବାଜର ତ୍ରିବଲ ଆୱାର୍ଡ (୨୦୦୯) ମସିହାରେ
- ସର୍ବଶ୍ରେଷ୍ଠ କାମ ଟଙ୍କା ଯୁକ୍ତ ସେବା , ସ୍କାଇଟ୍ରାକ୍ସ ଆୱାର୍ଡ (୨୦୧୦,୧୧,୧୨ ଏବଂ ୧୩) ମସିହାରେ ପ୍ରାପ୍ତ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "About IndiGo, profile". IndiGo. Archived from the original on 7 May 2016. Retrieved 19 March 2016.
- ↑ "Contact us, IndiGo". IndiGo. Archived from the original on 29 February 2016. Retrieved 19 March 2016.
- ↑ ୩.୦ ୩.୧ "IndiGo profit at record high, sees over 300% jump in FY15". दि इकॉनोमिक टाइम्स. 11 September 2015. Retrieved 11 September 2015.
- ↑ "Indigo flies past jet to become largest airline". ବିଜନେସ ଷ୍ଟାଣ୍ଡର୍ଡ. ୧୮ ଅଗଷ୍ଟ ୨୦୧୨. ଉଲ୍ଲେଖିତ ୨୧ ମାର୍ଚ୍ଚ ୨୦୧୪.
{{cite web}}
: Check date values in:|date=
(help) - ↑ "About IndiGo". Indigo. Retrieved 21 January 2019.
{{cite web}}
: CS1 maint: url-status (link) - ↑ Chowdhury, Anirban (13 February 2018). "Wolfgang Prock-Schauer's latest assignment: Taking IndiGo on a long haul". The Economic Times. Archived from the original on 18 February 2018. Retrieved 17 February 2018.
- ↑ "Airbus wins $6bn order from India". BBC News. 16 June 2005. Archived from the original on 3 July 2012. Retrieved 30 August 2010.
- ↑ "Airbus Orders and Deliveries". Airbus. Archived from the original on 3 July 2012. Retrieved 30 August 2010.
- ↑ "IndiGo celebrates delivery of first Airbus A320". Airbus (Press release). 28 July 2006. Archived from the original on 4 March 2016. Retrieved 19 March 2016.
- ↑ "ଇଣ୍ଡିଗୋ ଏୟାରଲାଇନ ଟୁ ଫ୍ଲାଇ ସୁନ". ବେନେଟ, କୋଳମେନ କମ୍ପାନୀ. ଲିମିଟେଡ଼. ଉଲ୍ଲେଖିତ 14 ଫେବୃଆରୀ 2012.
{{cite web}}
: Check date values in:|date=
(help) - ↑ "indigo launches 8 new flights increases flights between metros". ଫାଷ୍ଟ ପୋଷ୍ଟ ବିଜନେସ. ଉଲ୍ଲେଖିତ ୨ ମାର୍ଚ୍ଚ ୨୦୧୩. Archived from the original on 2014-04-08. Retrieved 2019-10-14.
{{cite web}}
: Check date values in:|date=
(help) - ↑ "ଅଭିରାମ୍ପ ଇଜ ୱାନ ମେଜର ମ୍ୟାନୁଫ୍ୟାକ୍ଚର ଅଫ ବୋର୍ଡଙ୍ଗ ରାମ୍ପ ଆକୋମୋଡେଟିଙ୍ଗ ହ୍ବିର୍ଲ ଚେୟାର".
- ↑ "ଅନ ବୋର୍ଡ ଇଣ୍ଡିଆ ଏୟାର ଲାଇନ୍ସ". କ୍ଲିଅର ଟ୍ରିପ.କମ.
- ↑ "इंडिगो मेक्स इट थ्री इन ए रो विद सी-एन-बी-सी आवाज ट्रेवल अवार्ड ०९". डोमेन बी . कॉम. १ सितम्बर २००९. उल्लिखित २०१२-०७-१३.
{{cite web}}
: Check date values in:|date=
(help)