ହିନ୍ଦୁସ୍ତାନ ପେଟ୍ରୋଲିୟମ

ଉଇକିପିଡ଼ିଆ‌ରୁ

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଟ ଲିମିଟେଡ
हिन्दुस्तान पेट्रोलियम निगम लिमिटेड
ପ୍ରକାରPublic
BSE500104, NSEHINDPETRO
ISININE094A01015
ଶିଳ୍ପOil and Gas
ପ୍ରତିଷ୍ଠିତ ସ୍ଥାନ୧୯୭୪
ମୁଖ୍ୟ କାର୍ଯ୍ୟାଳୟମୁମ୍ବାଇ, ମହାରାଷ୍ଟ୍ର ଭାରତ
ପ୍ରମୁଖ ବ୍ୟକ୍ତି
ନିଶି ବାସୁଦେବ[୧]
(Chairman & MD)
ଉତ୍ପାଦଅଏଲ, ଗ୍ୟାସ, ପେଟ୍ରୋଲିୟମ, lubricant, ପେଟ୍ରୋକେମିକାଲ
RevenueIndian Rupee ₹୨,୧୨,୩୦୦ crore (US$୪୭.୧୩ billion) (2015)[୨]
Indian Rupee ₹୪,୬୯୭ crore (US$୧.୦୪ billion) (2015)[୨]
Indian Rupee ₹୧,୪୮୮ crore (US$୩୩୦.୩୪ million) (2015)[୨]
Total assetsIndian Rupee ₹୪୬,୮୬୫ crore (US$୧୦.୪ billion) (2015)[୨]
Ownerଭାରତ ସରକାର (୫୧.୧୧%)
Number of employees
୧୧,୨୨୬ (୨୦୧୨)[୨]
ୱେବ୍‌ସାଇଟ୍www.hindustanpetroleum.com

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଟ ଲିମିଟେଡ (HPCL) (BSE500104, NSEHINDPETRO) ଇଣ୍ଡିଆ ନିଜସ୍ୱଅଏଲ ଏବଂ natural ଗ୍ୟାସ କମ୍ପାନୀର ମୁଖ୍ୟ କାର୍ଯ୍ୟଳୟ ମୁମ୍ବାଇ,ମହାରାଷ୍ଟ୍ର ଏବଂ ତା ସହ Navratna status। ବିଶ୍ୱ ସ୍ତରୀୟ Fortune Global 500ରେ HPCL ବିଶ୍ୱର ସ୍ତରରେ ସ୍ଥାନ ୨୬୦ରେ ଥିଲା (୨୦୧୩)ରେଏବଂ ଭାରତ କମ୍ପାନୀ ମଧ୍ୟରେ ୪ ସ୍ଥାନରେ (୨୦୧୨)ଅଛି ।[୩] HPCL ୨୫% ମାର୍କେଟ ସେୟାର ଭାରତର PSUs ମଧ୍ୟରେ ଏବଂ ମଜଭୁତ ଭିତ୍ତିଭୂମି ସରାଂଚନା ମାର୍କେଟ ରେ। HPCL ଭାରତ ସରକାର୫୧.୧୧% ସେୟାର ଏବଂ ଅନ୍ୟ ସବୁ ବିତରଣ ଆର୍ଥିକ ଅନୁଷ୍ଠାନ, ପବ୍ଲିକ ଏବଂ ଅନ୍ୟ ପୁଞ୍ଜିଲଗାଣକାରୀ।[୪]

ଇତିହାସ[ସମ୍ପାଦନା]

୨୦୦୩ରେCentre for Public Interest Litigation(CPIL)ଅର୍ଜୀକୁ ମାନି ସୁପ୍ରିମକୋର୍ଟ ବାଧା ଦେଇଥିଲେ ହିନ୍ଦୁସ୍ତାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମକୁ ସରକାରୀ କରଣରୁ ଘରୋଇ କରଣ କରିବାକୁ ସାଂସଦରେ ବିନା ବିଲ ଆଗତ କରି।ଉପଦେଶ ଅନୁସାରେ, ରାଜେନ୍ଦ୍ର ସାଚାର ଏବଂପ୍ରଶାନ୍ତ ଭୂଷଣ କହିଥିଲେ,କେବଳ ରାସ୍ତା କମ୍ପାନୀ ଯଦି ପୁଞ୍ଜି ହ୍ରାସ କରିବା/ବିକ୍ରି କରିବ,କମ୍ପାନୀକୁ ଅଧିନିୟମ ଅନୁସାରେ ଖାରଜ/ରଦ୍ଧ କରାଯିବ ଯାହା ୧୯୭୦ରେ ରାଷ୍ଟ୍ରୀୟକରଣ ହୋଇଥିଲା। ଫଳାଫଳ ହେଲା କି ,ସରକାର ମୁଖ୍ୟ ଯିଏ କି ଦୁଇଟି ଯାକକୁ ବାଧ୍ୟ କରି ଘରୋଇ କରଣ କରି ପାରିବେ। [୫] HPCL ଧୀରେଧୀରେ ବର୍ଷକୁ ବର୍ଷଆଗକୁ ବଢ଼ିବାକୁ ଲାଗିଛି।ରେଫିଇନାରୀର କ୍ଷମତା ଧୀରେ ଧୀରେ ବଢିଚାଲୁଚି,୧୯୮୪/୮୫ରେ୫.୫ ମିଲିୟନ ମେଟ୍ରିକ ଟନରୁ ମାର୍ଚ୍ଚ୨୦୧୩ ପର୍ଯ୍ୟନ୍ତ୧୪.୮୦ମିଲିୟନ ମେଟ୍ରିକ ଟନକୁ (MMT)ବଢ଼ିଛି।

କାର୍ଯ୍ୟ ସମ୍ପାଦନ[ସମ୍ପାଦନା]

Hindustan Petroleum Fuel Pump near Townhall, Coimbatore

HPCL ଦୁଇଟି ମୁଖ୍ୟ ବିଶୋଧନଗାର କାଯ୍ୟ କରେ[୬] ବିଭିନ୍ନ ପ୍ରକାରର ଓ ବହୁତ ପରିମାଣର ପେଟ୍ରୋଲିୟମ ଅଏଲ ଏବଂ ବିଶେଷ ମାନର, ଗୋଟେ ମୁମ୍ବାଇ(ଦକ୍ଷିଣ ପଟେ)ତାର କ୍ଷମତା୬.୫ ମିଲିୟନ ମେଟ୍ରିକ ଟନ ପ୍ରତି ବର୍ଷ( MMTPA)। ଏବଂ ଅନ୍ୟଟି ବିଶାଖାପାଟଣା(ପୂର୍ବ ପଟେ) ତାର କ୍ଷମତା୮.୩ମିଲିୟନ ମେଟ୍ରିକ ଟନ ପ୍ରତି ବର୍ଷ (MMTPA) [୭]

HPCL MOU ଚୁକ୍ତି ସରକାର ସହକରି ରେଫିଇନାରୀ ବ୍ୟବସ୍ଥା ବର୍ମେର, ରାଜସ୍ଥାନରେ କରିଅଛି।ଏହାର କାର୍ଯ୍ୟ ସମ୍ପାଦନ JV କମ୍ପାନୀତଳେ ହଉଚି, ଯାହାକୁ HPCL-ରାଜସ୍ଥାନ ରେଫିଇନାରୀ ଲିମିଟେଡ଼ କୁହାଯାଏ। [୮]

ବର୍ତ୍ତମାନ HPCL ଉତ୍ପାଦନ ୩୦୦+ରୁ ଅଧିକ ପ୍ରକାରର ତୈଳ ଓ ବିଶେଷ ମାନର ଗ୍ରୀଜ୍।

ମାର୍କେଟରେ HPCLର ଗଠିତ ଆଞ୍ଚଳିକ ଅଫିସ ୧୩ଟି ମୁଖ୍ୟ ସହର ମାନଙ୍କରେ ଏବଂ୧୦୧ regional ଅଫିସ।[୯]

ପଦାର୍ଥ[ସମ୍ପାଦନା]

A HP Petrol Pump in ଗୟା


  1. ପେଟ୍ରୋଲ :ଅଏଲ ଶିଳ୍ପରେ ପେଟ୍ରୋଲକୁ ମୋଟରର ଆତ୍ମା( Motor Spirit) କୁହାଯାଏ। HPCL ପ୍ରଦାର୍ଥ ମାର୍କେଟରେ ପମ୍ପଦ୍ୱାରା ଦେଶ ସାରା ଖୁଚୁରା ବ୍ୟବସାୟଦ୍ୱାରା ପରିଚାଳିତ ହଉଚି। ଏହାକୁ ଖାଉଟି/ଲୋକମାନେ ନିତିଦିନ ନିଜ ମୋଟର ମାନଙ୍କରେବ୍ୟବହାର କରୁଛନ୍ତି।
  1. ଡିଜେଲ : Known as High Speed Diesel (HSD) in Oil Industry. HPCL HPCL ପ୍ରଦାର୍ଥ ମାର୍କେଟରେ ପମ୍ପଦ୍ୱାରା ଦେଶ ସାରା ଖୁଚୁରା ବ୍ୟବସାୟଦ୍ୱାରା ପରିଚାଳିତ ହଉଚି as well as terminals and depots।ଏହାକୁ ଲୋକମାନେ ନିତିଦିନ ବ୍ୟବହାର କରୁନାହାନ୍ତି, କିନ୍ତୁ ପରିବହନ ସଂସ୍ଥା, ଶିଳ୍ପକ୍ଷେତ୍ରରେ ଇତ୍ୟାଦି।
  1. Lubricants : Riding on its brand - HPLubes, HPCL is the market leader in lubricant and associated products. It commands over 30% of market share in this sector. The popular brands of HP lubes are Laal Ghoda, Milcy, Thanda Raja, Koolgard, Racer4 Archived 8 February 2011 at the Wayback Machine., etc.
  1. ଏଲପିଜି : ଏଚପି ଗ୍ୟାସ, HPCLର ଏଲପିଜି ମାର୍କ ପ୍ରମୁଖ ସାରା ଭାରତରେ ଘରୋଇ ଓ ଶିଳ୍ପକ୍ଷେତ୍ରରେ ବ୍ୟବହାର ହୁଏ।


  1. Aviation Turbine Fuel [୧୦] With major ASF(Air Service Facility) present in all major airports of India. HPCL is a key player in this sector supplying ATF to major airlines. It has an accomplishment of sorts to supply fuel to US Air Force 1.
  1. ବିଟୁମିନସ୍


  1. Emulsion ଏକ ପ୍ରକାରର ତରଳ ପ୍ରଦାର୍ଥ

]]

ତୈଳ ବିଶୋଧନଗାର[ସମ୍ପାଦନା]

HPCL ଭାରତରେ ବହୁତ ତୈଳ ବିଶୋଧନଗାର ଅଛି। ସେଗୁଡିକ ହେଲା:

  1. ମୁମ୍ବାଇ ରେଫିଇନାରୀ -କ୍ଷମତା ୬.୫ ମିଲିୟନ ମେଟ୍ରିକ ଟନ (MMT)
  2. ବିଶାଖାପାଟଣା ରେଫିଇନାରୀ - କ୍ଷମତା ୮.୩ ମିଲିୟନ ମେଟ୍ରିକ ଟନ(MMT),ବିଶାଖାପାଟଣା
  3. ମାଙ୍ଗାଲୋର ରେଫିଇନାରୀ ପ୍ରାଇଭେଟ ଲିମିଟେଡ଼ - କ୍ଷମତା ୯.୬୯ ମିଲିୟନ ମେଟ୍ରିକ ଟନ( MMT) ମାଙ୍ଗାଲୋର ,କର୍ଣ୍ଣାଟକ(HPCLର ୧୬.୬୫% Stake).
  4. ଗୁରୁ ଗୋବିନ୍ଦ ସିଂ ରେଫିଇନାରୀ - କ୍ଷମତା ୯ ମିଲିୟନ ମେଟ୍ରିକ ଟନର (MMT) Bathinda, ପଞ୍ଜାବ (HPCL & Mittal Energy each have 49% stake)।
  5. ବର୍ମେର ରେଫିଇନାରୀ - କ୍ଷମତା ୯ ମିଲିୟନ ମେଟ୍ରିକ ଟନ (MMT) । ଏହା ରାଜସ୍ଥାନ ସରକାର ସହ Joint Venture।[୮]

ଅନ୍ତର୍ଜାତୀୟ ସ୍ତର[ସମ୍ପାଦନା]

  1. HPCL Fortune Global 500ର କମ୍ପାନୀ ସ୍ତର ଅନୁସାରେ ତା ସ୍ଥାନ୨୦୧୩ ମସିହାରେ ୨୫୯ଥିଲା।
  1. HPCL ୨୦୧୩ ମସିହାରେ Forbes Global 2000 ଲିଷ୍ଟ ଅନୁସାରେ ତା ସ୍ଥାନ ୧୨୧୭
  1. ୨୦୧୦ ମସିହାରେ Brand Financeଏବଂ ଇକୋନୋମିକ ଟାଇମ୍ସ ସର୍ବେକ୍ଷଣ ଅନୁସାରେଏହା ଭାରତରେ ମୁଖ୍ୟ୧୦ଟି ବ୍ରାଣ୍ଡ ମଧ୍ୟରୁ ଗୋଟେ।[୧୧]

ମାନ ଏବଂ ସନମ୍ମାନ[ସମ୍ପାଦନା]

  1. ଏନଡିଟିଭି ପ୍ରଫିଟ ବିଜିନେସ ଲିଡ଼ର ଆୱାର୍ଡ
  1. Reader’s Digest ‘Trusted Brand Asia Platinum’ Award
  2. Golden Peacock Corporate Governance Award ୨୦୦୮
  3. CIO ୧୦୦ ଆୱାର୍ଡ ୨୦୦୮
  4. ଇଣ୍ଡିଆ ଷ୍ଟାର ଆୱାର୍ଡ
  5. OISD ସେଫଟି ଆୱାର୍ଡ
  6. ନ୍ୟାସନାଲ ଆୱାର୍ଡ ଫର ଅକ୍ସଇଲେନ୍ସ କଷ୍ଟ ମ୍ୟାନେଜମେଣ୍ଟ
  7. Greentech Environment Excellence Award 2008
  8. Best HR Practices in ‘People Management’

ମୁଖ୍ୟ ସୁବିଧା ସୁଯୋଗ[ସମ୍ପାଦନା]

  1. ମୁମ୍ବାଇ ରିଫାଇନାରୀ - ଇନ୍ଧନ ଓ ତେଲ
  2. Vizag ରିଫାଇନାରୀ - ଇନ୍ଧନ
  3. ମାଙ୍ଗାଲୋର -ଏମଆରପିଲ [୧୨]
  4. Batinda -ଏଚ୍ଏମଈଲ [୧୩]
  5. ତେଲ, ଗ୍ରୀସ୍ଏବଂ ଅନ୍ୟାନ୍ୟ - State of art plant at Silvassa. (One of the most advanced fully automated Installation in Asia)
  6. ତେଲ ଏବଂ ଗ୍ରୀସ୍ manufacturingର ବ୍ୟବସ୍ଥା - Mazagaon, ମୁମ୍ବାଇ।
  7. LPG storage Cavern - ଏସିଆର ସବୁଠୁ ବଡ଼ LPG ରଖିବାର ସ୍ଥାନ Vizag -SALPG। [୧୪]
  8. ପାଇପ ଲାଇନ- MBPL, MPSPL, MDPL, VVSPL.
  9. Several Terminals & depots.
  10. Many LPG bottling plants.

Major ongoing projects[ସମ୍ପାଦନା]

  • ନୂଆ ରିଫାଇନାରୀ ବାରମର ,ରାଜସ୍ଥାନ ନିକଟରେ
  • ରେୱାରୀ କାନପୁର ପାଇପ ଲାଇନ(RKPL)
  • ଡିଜେଲ ହାଇଡ୍ରୋ ଟ୍ରିଟଟିଙ୍ଗ (DHT) ମୁମ୍ବାଇ ଏବଂ ବିଶାଖାପାଟଣା ରିଫାଇନାରୀ
  • ମାଙ୍ଗାଲୋର-ବାଙ୍ଗାଲୋର LPG ପାଇପ ଲାଇନ(MHMSPL Pipeline)

ସାହାଯ୍ୟକାରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Nishi Vasudeva to take over as HPCL chief". The Times of India. Retrieved 2 ଜୁଲାଇ 2015.
  2. ୨.୦ ୨.୧ ୨.୨ ୨.୩ ୨.୪ "HPCL Annual Report". CNBC TV18.
  3. "Hindustan Petroleum". Fortune. Retrieved 7 ଅକ୍ଟୋବର 2011.
  4. "Sustainability report 2013-14" (PDF). 2014. p. 7. Retrieved 13 ମଇ 2015.
  5. Gopal Ganesh (2008). Privatisation And Labour Restructuring. Academic Foundation. p. 136. ISBN 8171886345.
  6. "Hindustan Petroleum Corporation Limited Relies on Oracle Database Security Solutions" (PDF). /www.indiaprwire.com. Retrieved 26 ଜୁଲାଇ 2010.
  7. "IBM News room - 2008-09-04 HPCL Partners With IBM to Deploy a Path-Breaking RFID Solution - United States". 03.ibm.com. 4 ସେପ୍ଟେମ୍ବର 2008. Retrieved 9 ନଭେମ୍ବର 2012.
  8. ୮.୦ ୮.୧ "HPCL to set up new Refinery in Barmer Rajasthan". Retrieved 22 ସେପ୍ଟେମ୍ବର 2013.
  9. "Buy HPCL With Target Of Rs 490 | TopNews". Topnews.in. 7 ମଇ 2010. Retrieved 26 ଜୁଲାଇ 2010.
  10. http://www.hpaviation.in Archived 23 April 2019 at the Wayback Machine. HP Aviation
  11. "India's top 10 brands". business.rediff.com. Retrieved 26 ଅକ୍ଟୋବର 2010.
  12. http://www.mrpl.co.in/
  13. "Home - HMEL". Archived from the original on 1 ନଭେମ୍ବର 2020. Retrieved 2 ଜୁଲାଇ 2015.
  14. "SALPG - South Asia LPG Company Pvt Ltd". Retrieved 2 ଜୁଲାଇ 2015.