ବାଗ୍ରା ଜଳପ୍ରପାତ

ଉଇକିପିଡ଼ିଆ‌ରୁ
(Bagra Waterfallରୁ ଲେଉଟି ଆସିଛି)

ବାଗ୍ରା ଜଳପ୍ରପାତ, କୋରାପୁଟ ଜିଲ୍ଲାରେ ଅବସ୍ଥିତ ଏକ କ୍ଷୁଦ୍ର ଜଳପ୍ରପାତ । କୋଲାବ ନଦୀ ଉପରେ ଏକ କ୍ଷୁଦ୍ର ଜଳ ପ୍ରପାତ। ଏହା ଏକ ପର୍ଯ୍ୟଟନ ସ୍ଥାନ ।[୧] ଏହି ସ୍ଥାନରେ ପୂର୍ବରୁ ବାଘମାନଙ୍କ ବସତି ଥିବାରୁ ଆଦିବାସୀ ଭାଷାରେ ଏହା ବାଗ୍ରା ନାମରେ ନାମିତ ହୋଇଛି ।[୨]

ଅବସ୍ଥିତି[ସମ୍ପାଦନା]

କୋରାପୁଟଠାରୁ ଏହାର ଦୂରତା ୨୫ କିଲୋ ମିଟର। କୋରାପୁଟଠାରୁ ଘାଟଘୁମର କୋଲାବ ବନ୍ଧ ଯିବା ରାସ୍ତାରେ ୩ କି.ମି. ପରେ ଧଉଡ଼ା ପଦର ଛକରୁ ସିଧାରାସ୍ତାରେ ଗଲେ ଏହା ପଡ଼େ। ଯିବା ଆସିବା କରିବାପାଇଁ କୋରାପୁଟଠାରୁ ଯାନବାହନର ସୁବିଧା ରହିଛି।

ଆଧାର[ସମ୍ପାଦନା]

  1. Asif Iqbal Fazili; S. Husain Ashraf (1 January 2006). Tourism In India Planning & Development. Sarup & Sons. pp. 79–. ISBN 978-81-7625-665-0.
  2. ପାଳ, ଜଗଦୀଶ (4 January 2015). "ବାଗ୍ରା ଜଳପ୍ରପାତ". ଧରିତ୍ରୀ. Retrieved 4 January 2017.

ଅଧିକ ତଥ୍ୟ[ସମ୍ପାଦନା]

  • ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦