ବାଗ୍ରା ଜଳପ୍ରପାତ
ଦେଖଣା
ବାଗ୍ରା ଜଳପ୍ରପାତ, କୋରାପୁଟ ଜିଲ୍ଲାରେ ଅବସ୍ଥିତ ଏକ କ୍ଷୁଦ୍ର ଜଳପ୍ରପାତ । କୋଲାବ ନଦୀ ଉପରେ ଏକ କ୍ଷୁଦ୍ର ଜଳ ପ୍ରପାତ। ଏହା ଏକ ପର୍ଯ୍ୟଟନ ସ୍ଥାନ ।[୧] ଏହି ସ୍ଥାନରେ ପୂର୍ବରୁ ବାଘମାନଙ୍କ ବସତି ଥିବାରୁ ଆଦିବାସୀ ଭାଷାରେ ଏହା ବାଗ୍ରା ନାମରେ ନାମିତ ହୋଇଛି ।[୨]
ଅବସ୍ଥିତି
[ସମ୍ପାଦନା]କୋରାପୁଟଠାରୁ ଏହାର ଦୂରତା ୨୫ କିଲୋ ମିଟର। କୋରାପୁଟଠାରୁ ଘାଟଘୁମର କୋଲାବ ବନ୍ଧ ଯିବା ରାସ୍ତାରେ ୩ କି.ମି. ପରେ ଧଉଡ଼ା ପଦର ଛକରୁ ସିଧାରାସ୍ତାରେ ଗଲେ ଏହା ପଡ଼େ। ଯିବା ଆସିବା କରିବାପାଇଁ କୋରାପୁଟଠାରୁ ଯାନବାହନର ସୁବିଧା ରହିଛି।
ଆଧାର
[ସମ୍ପାଦନା]- ↑ Asif Iqbal Fazili; S. Husain Ashraf (1 January 2006). Tourism In India Planning & Development. Sarup & Sons. pp. 79–. ISBN 978-81-7625-665-0.
- ↑ ପାଳ, ଜଗଦୀଶ (4 January 2015). "ବାଗ୍ରା ଜଳପ୍ରପାତ". ଧରିତ୍ରୀ. Retrieved 4 January 2017.
ଅଧିକ ତଥ୍ୟ
[ସମ୍ପାଦନା]- ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |