ଭାରତୀୟ ଗୃହମନ୍ତ୍ରୀ ମାନଙ୍କ ତାଲିକା

ଉଇକିପିଡ଼ିଆ‌ରୁ

ଭାରତୀୟ ଗୃହମନ୍ତ୍ରୀ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ମୁଖ୍ୟ । ଏହି ପଦବୀ ଭାରତ ସରକାରଙ୍କ ଏକ ମୁଖ୍ୟ ଓ ବିଶେଷ ଗୁରୁତ୍ୱପୂର୍ଣ ପଦବୀ । ମୁଖ୍ୟତ କେବିନେଟର ବରିଷ୍ଠ ଜଣେ ସଦସ୍ୟ ବା ଅନେକ କ୍ଷେତ୍ରରେ ନିଜେ ପ୍ରଧାନ ମନ୍ତ୍ରୀ ଏହି ବିଭାଗ ସମ୍ଭାଳି ଥାଆନ୍ତି । ଆଭ୍ଯନ୍ତରୀଣ ସୁରକ୍ଷ୍ୟା, ପୋଲିସ ବିଭାଗ ସହ ଦେଶର ସବୁ ମୁଖ୍ୟ ସମସ୍ୟା ଏହି ବି8ଭାଗ ସମ୍ଭାଳି ଥାଏ । ଗୃହ ମନ୍ତ୍ରୀଙ୍କୁ କାର୍ଯ୍ୟରେ ସହାୟତା କରିବା ପାଇଁ ଜଣେ  ବା ଅଧିକ  ରାଜ୍ୟପାହ୍ୟା ଗୃହମନ୍ତ୍ରୀ ଓ ଗୃହ ବିଭାଗ ଉପମନ୍ତ୍ରୀ ମଧ୍ୟ ଥାଆନ୍ତି । 

ସରଦାର ବଲ୍ଲଭଭାଇ ପଟେଲ ଭାରତ ସ୍ୱାଧୀନ ହେଲା ପରେ ଦେଶର ପ୍ରଥମ ଗୃହ ମନ୍ତ୍ରୀ ଥିଲେ । ଅନେକ ସମୟରେ ଗୃହ ମନ୍ତ୍ରୀମାନେ ଉପପ୍ରଧାନ ମନ୍ତ୍ରୀ ଦାୟିତ୍ୱ ମଧ୍ୟ ଗ୍ରହଣ କରିଥାନ୍ତି । ବର୍ତ୍ତମାନ ନରେନ୍ଦ୍ର ମୋଦୀଙ୍କ ସରକାରରେ ରାଜନାଥ ସିଂହ ଗୃହ ମନ୍ତ୍ରୀ ଭାବରେ 2014 ମସିହାରୁ ରହିଛନ୍ତି । 

ଭାରତର ଗୃହମନ୍ତ୍ରୀ ସମୂହଙ୍କ ତାଲିକା [ସମ୍ପାଦନା]

Name Portrait Term of office Political party

(Alliance)

Prime Minister
1 ସରଦାର ବଲ୍ଲଭ ଭାଇ ପଟେଲ  2 September 1946 15 December 1950 Indian National Congress Jawaharlal Nehru
2 ସି . ରାଜଗୋପାଳାଚାରୀ  26 December 1950 25 October 1951
3 କୈଲାଶ ନାଥ କାଟଜୁ 1951 1955
4 ଗୋବିନ୍ଦ  ବଲ୍ଲଭ ପନ୍ଥ 10 January 1955 7 March 1961
5 ଲାଲ  ବାହାଦୁର ଶାସ୍ତ୍ରୀ  4 April 1961 29 August 1963
6 ଗୁଲ୍ଜାରିଲାଲ ନନ୍ଦା 29 August 1963 14 November 1966 Jawaharlal Nehru

Lal Bahadur Shastri
Indira Gandhi

7 ଯଶୋବନ୍ତ ଚୌହାନ  14 November 1966 27 June 1970 Indira Gandhi
8 ଇନ୍ଦିରା ଗାନ୍ଧୀ  27 June 1970 4 February 1973
9 ଉମା ଶଙ୍କର ଦୀକ୍ଷିତ  4 February 1973 1974
10 କାଶୁ ବ୍ରାହମାନନ୍ଦ ରେଡି  1974 24 March 1977
11 ଚରଣ ସିଂହ  92x92_ପିକସେଲ 24 March 1977 1 July 1978 Janata Party Morarji Desai
12 ମୋରାରଜୀ ଦେଶାଇ 1 July 1978 28 July 1979
(7) ଯଶୋବନ୍ତ ଚୌହାନ 28 July 1979 14 January 1980 Janata Party (Secular) Charan Singh
13 ଜ୍ଞାନୀ ଜୈଲ ସିଂହ  93x93_ପିକସେଲ 14 January 1980 22 June 1982 Indian National Congress Indira Gandhi
14 ଆର . ଭେଙ୍କଟରମାଣ 22 June 1982 2 September 1982
15 ପ୍ରକାଶ ଚନ୍ଦ୍ର ଶେଠୀ  2 September 1982 19 July 1984
16 ନରସିଂହ ରାଓ  19 July 1984 31 December 1984 Indira Gandhi

Rajiv Gandhi

17 ଶଙ୍କର ରାଓ ଚୌହାନ  ଫାଇଲ:S.B.Chavan.jpg 31 December 1984 12 March 1986 Rajiv Gandhi
(16) ନରସିଂହ ରାଓ 12 March 1986 12 May 1986
17 ବୁଟା ସିଂହ  12 May 1986 2 December 1989
18 ମୁଫତି ମହମ୍ମଦ ଶୟଦ  94x94_ପିକସେଲ 1989 10 November 1990 Janata Dal

(National Front)

V. P. Singh
19 ଚନ୍ଦ୍ର ଶେଖର  99x99_ପିକସେଲ 10 November 1990 21 June 1991 Samajwadi Janata Party

(National Front)

Himself
20 ଶଙ୍କର ରାଓ ଚୌହାନ  ଫାଇଲ:S.B.Chavan.jpg 21 June 1991 16 May 1996 Indian National Congress P. V. Narasimha Rao
21  ମୁରଲୀ ମନୋହର ଯୋଶୀ 118x118_ପିକସେଲ 16 May 1996 1 June 1996 Bharatiya Janata Party Atal Bihari Vajpayee
22 ଦେବା ଗୌଡା 1 June 1996 29 June 1996 Janata Dal

(United Front)

Himself
23 ଇନ୍ଦ୍ରଜିତ ଗୁପ୍ତା  29 June 1996 19 March 1998 Communist Party of India

(United Front)

H. D. Deve Gowda

I. K. Gujral

24 ଲକ୍ଷ୍ମୀକାନ୍ତ ଆଡଭାନୀ   19 March 1998 22 May 2004 Bharatiya Janata Party

(National Democratic Alliance)

Atal Bihari Vajpayee
25 ଶିବରାଜ ପାଟିଲ  22 May 2004 30 November 2008 Indian National Congress

(United Progressive Alliance)

Manmohan Singh
26 ପି . ଚିଦାମ୍ବରମ  30 November 2008 31 July 2012
27 ସୁଶୀଲ ସିନ୍ଧେ  31 July 2012 26 May 2014
28 ରାଜନାଥ ସିଂହ  99x99_ପିକସେଲ 26 May 2014 Incumbent Bharatiya Janata Party

(National Democratic Alliance)

Narendra Modi

References[ସମ୍ପାଦନା]

External links[ସମ୍ପାଦନା]