Jump to content

ନିଳୋକ ଉଚ୍ଚ ବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ନିଳୋକ ଉଚ୍ଚ ବିଦ୍ୟାଳୟ
ଅବସ୍ଥାନ
ନିଳୋକ, ବନ୍ତ, ଭଦ୍ରକ, ଓଡ଼ିଶା[]
ବିବରଣୀ
ପ୍ରତିଷ୍ଠା ୧୯୭୮
ପ୍ରଧାନ ଶିକ୍ଷକ ନିରାକାର ବେହେରା
କର୍ମଚାରୀ ୧୦
ଶିକ୍ଷକଗଣ
ଶ୍ରେଣୀ ଶ୍ରେଣୀ ୮ମରୁ ୧୦ମ[]

ନିଳୋକ ଉଚ୍ଚ ବିଦ୍ୟାଳୟ ୧୯୭୮ ମସିହାରେ ଭଦ୍ରକ ଜିଲ୍ଲାର ନିଳୋକ ଗ୍ରାମରେ ପ୍ରତିଷ୍ଠା ହୋଇଥିଲା ।[] ଏହି ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ରହିଛି ।

ଅବସ୍ଥିତି

[ସମ୍ପାଦନା]

ନିଳୋକ ଉଚ୍ଚ ବିଦ୍ୟାଳୟ, ଭଦ୍ରକ ସହରଠାରୁ ୨୭ କିଲୋମିଟର ଦୂର ନିଳୋକ ଗ୍ରାମରେ ଅବସ୍ଥିତ । ବାରିକପୁରରୁ ବନ୍ତ ରାସ୍ତାରେ ଯିବାବେଳେ ବାମ ପାର୍ଶ୍ୱରେ ଅବସ୍ଥିତ ।[]

ଇତିହାସ

[ସମ୍ପାଦନା]

ଏହି ବିଦ୍ୟାଳୟଟି ୧୯୭୮ ମସିହାରେ ବବାଜୀ ଚରଣ ମହାନ୍ତିଙ୍କଦ୍ୱାରା ତିଆରି ହୋଇଥିଲା । ପ୍ରଥମେ ଶିକ୍ଷାଦାନ ବାବାଜୀ ଚରଣ ସଂସ୍କୃତ ବିଦ୍ୟାଳୟରେ ହେଉଥିଲା, ପରବର୍ତ୍ତୀ ସମୟରେ ନିଜ ଗୃହ ନିର୍ମାଣ କରି ଶିକ୍ଷାଦାନ କରାଯାଇଥିଲା । ପରେ ପରେ ସରକାରୀ ଅନୁଦାନରେ ପକ୍କାଗୃହ ନିର୍ମାଣ କରାଯାଇଛି । ଉଚ୍ଚବିଦ୍ୟାଳୟ ହେଉଛି ଏମିତି ଏକ ସ୍ଥାନ, ଯେଉଁଠି ପିଲାମାନଙ୍କୁ ସୁନ୍ଦର କରି ଗଢ଼ିତୋଳିବାର ଏକ ସୁଯୋଗ ରହିଛି । ଏବେ ଉଚ୍ଚବିଦ୍ୟାଳୟରେ ମଧ୍ୟ କମ୍ପ୍ୟୁଟର ଶିକ୍ଷା ଆରମ୍ଭ ହେଲାଣି ।[] ବନ୍ତ ବ୍ଲକରେ ଏହା ହେଉଛି ଏକ ପ୍ରତିଷ୍ଠିତ ବିଦ୍ୟାଳୟ । ସମସ୍ତ କ୍ଷେତ୍ରରେ ନିଜର ସଫଳତା ବଜାଇ ରଖିଛି ।

ଏହି ବିଦ୍ୟାଳୟରେ ୩ଟି ଶ୍ରେଣୀ ୮ମ, ୯ମ ଓ ୧୦ମ ଅଛି । ପ୍ରତ୍ୟେକ ଶ୍ରେଣୀରେ ୨୫୦ରୁ ଉର୍ଦ୍ଧ୍ୱ ପିଲା ଅଛନ୍ତି । ପ୍ରତ୍ୟେକ ବର୍ଷ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଭଲ ଫଳାଫଳ କରିଥାନ୍ତି ।

ଶିକ୍ଷକ ଓ କର୍ମଚାରୀ ବୃନ୍ଦ

[ସମ୍ପାଦନା]
ନିଳୋକ ଉଚ୍ଚବିଦ୍ୟାଳୟ, ନିଳୋକରେ ୨୦୧୬ ଜାନୁଆରୀ ୨୬ ସୁଦ୍ଧା କାର୍ଯ୍ୟରତ ଶିକ୍ଷକ ଏବଂ କର୍ମଚାରୀ ବୃନ୍ଦ ।

ନିଳୋକ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରିଥିବା ଓ କାର୍ଯ୍ୟ କରୁଥିବା ଶିକ୍ଷକ ଏବଂ କର୍ମଚାରୀଙ୍କ ନାମ:

ନାମବିଭାଗକାର୍ଯ୍ୟାରମ୍ଭକାର୍ଯ୍ୟଶେଷ
ନରହରି ବାରିକପ୍ରଧାନ ଶିକ୍ଷକ(ଇଂରାଜୀ)୧୫ ଡିସେମ୍ବର ୧୯୭୮୩୧ ଅକ୍ଟୋବର ୨୦୧୩
ନିରାକାର ବେହେରାପ୍ରଧାନ ଶିକ୍ଷକ୧୦ ଅକ୍ଟୋବର ୧୯୭୮୩୧ ଜାନୁଆରୀ ୨୦୧୮
ସୁଧାକର ପଣ୍ଡାହିନ୍ଦୀ ଶିକ୍ଷକ୫ ଅଗଷ୍ଟ ୧୯୮୯କାର୍ଯ୍ୟରତ
ଗୌରାଙ୍ଗ ଚରଣ ମହାନ୍ତି-୨୯ ଅପ୍ରେଲ ୧୯୮୦୨୦୦୭ରେ ଅନ୍ୟତ୍ର ବଦଳି
ଭାସ୍କର ଚନ୍ଦ୍ର ସେନାପତିବିଜ୍ଞାନ ଶିକ୍ଷକ୨୮ ଅଗଷ୍ଟ ୧୯୭୮୩୧ ନଭେମ୍ବର ୨୦୧୧
ଉତ୍ତମ କୁମାର ଦତ୍ତଗଣିତ ଶିକ୍ଷକ୨୫ ନଭେମ୍ବର ୧୯୮୬୨୦୦୬ରେ ଅନ୍ୟତ୍ର ବଦଳି
କୃପାସିନ୍ଧୁ ପଣ୍ଡାସଂସ୍କୃତ ଶିକ୍ଷକ୨୮ ଅଗଷ୍ଟ ୧୯୭୮୩୦ ସେପ୍ଟେମ୍ବର ୨୦୦୭
ପ୍ରଭାକର ଦାସଖେଳ ଶିକ୍ଷକ୧୯୮୨୧୯୯୪ରେ ଅନ୍ୟତ୍ର ବଦଳି
ମହେନ୍ଦ୍ର କୁମାର ପଳଦାଖେଳ ଶିକ୍ଷକ--
ମନୋଜ କୁମାର ଶଙ୍ଖୁଆଖେଳ ଶିକ୍ଷକ--
ପ୍ରଭାକର ରାଉତଖେଳ ଶିକ୍ଷକ-୨୦୧୩
ଶୋଭେନ୍ଦ୍ର କୁମାର ମାଝିଗଣିତ ଓ ବିଜ୍ଞାନ ଶିକ୍ଷକ୩ ନଭେମ୍ବର ୨୦୦୬କାର୍ଯ୍ୟରତ
ସୁରଜିତା ବାଇସଂସ୍କୃତ ଶିକ୍ଷକ୧୨ ନଭେମ୍ବର ୨୦୧୦କାର୍ଯ୍ୟରତ
ସ୍ୱୟଂପ୍ରଭା ନାୟକ-୩ ସେପ୍ଟମ୍ବର ୨୦୧୩କାର୍ଯ୍ୟରତ
ଦେବାଶିଷ ଆଚାର୍ଯ୍ୟଖେଳ ଶିକ୍ଷକ--
ଚିତ୍ରବତି ବେହେରାଖେଳ ଶିକ୍ଷକ୫ ଅପ୍ରେଲ ୨୦୧୬କାର୍ଯ୍ୟରତ
ରବି ନାରାୟଣ ଖିଲାରକମ୍ପ୍ୟୁଟର ଶିକ୍ଷକ୨ ଅପ୍ରେଲ ୨୦୧୪କାର୍ଯ୍ୟରତ
ସନାତନ ନାୟକକିରାଣି୨୩ ଜୁଲାଇ ୧୯୮୦କାର୍ଯ୍ୟରତ
ଶ୍ରୀଧର ବିଶ୍ୱାଳଚପରାସି୨୨ ଜୁନ ୧୯୭୮୩୧ ଜୁଲାଇ ୨୦୧୧
ରଥ କୁମାର ଯେନାଚପରାସି୪ ଅଗଷ୍ଟ ୧୯୮୨୩୧ ମଇ ୨୦୧୩
ଉପେନ୍ଦ୍ର କୁମାର ମିଶ୍ରଚପରାସି୫ ଅଗଷ୍ଟ ୧୯୮୨କାର୍ଯ୍ୟରତ


  1. https://www.odishatax.gov.in/DEALER/MONTHLY/BHADRAKREG062016.pdf%5B%5D
  2. "NILOK HIGH SCHOOL". studyapt. Retrieved 29 September 2016.[permanent dead link]
  3. "Nilok High School Bhadrak, Orissa". ICBSE.COM. Retrieved 29 September 2016.
  4. "ଆର୍କାଇଭ୍ କପି" (PDF). Archived from the original (PDF) on 2023-10-08. Retrieved 2016-09-29. {{cite web}}: Cite has empty unknown parameter: |1= (help)
  5. "Nilok High School". SCHOOLIUS. Retrieved 29 September 2016.[permanent dead link]