ପାରଳାଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ : | ରୂପେଶ କୁମାର ପାଣିଗ୍ରାହୀ (ବିଜଦ) (୨୦୨୪) |
ଆରକ୍ଷଣ: | ସାଧାରଣ |
ମତଦାତା ସଂଖ୍ୟା (୨୦୨୪): | ୨,୧୫,୭୦୬ |
ଜିଲ୍ଲା: | ଗଜପତି |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବ୍ରହ୍ମପୁର |
ପଞ୍ଚାୟତ ସମିତି: | ୩ |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୧ |
ପାରଳାଖେମୁଣ୍ଡି (କ୍ରମିକ ସଂଖ୍ୟା: (୧୩୭) ଗଜପତି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାରଳାଖେମୁଣ୍ଡି (ପୌ), କାଶିନଗର (ବିଅପ), ଗୋଷାଣୀ-ସଦର ବ୍ଳକ, କାଶିନଗର ବ୍ଳକ ଓ ଗୁମ୍ମା ବ୍ଳକ ।[୨][୩]
ଗତ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କୋଦୁରୁ ନାରାୟଣ ରାଓଙ୍କ ଠାରୁ ୩,୯୯୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
୨୦୨୪ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୨୪ ବିଧାନ ସଭା ନିର୍ବାଚନ, ପାରଳାଖେମୁଣ୍ଡି [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ରୂପେଶ କୁମାର ପାଣଗ୍ରାହୀ | ୫୬,୦୫୭ | ୩୭.୫୮ | - | |
କଂଗ୍ରେସ | ବିଜୟ କୁମାର ପଟ୍ଟନାୟକ | ୩୫,୬୭୪ | ୨୩.୯୩ | - | |
ଭାଜପା | କେ. ନାରାୟଣ ରାଓ | ୫୨,୦୨୯ | ୩୪.୯ | - | |
ସ୍ୱାଧୀନ | ଅମୋଧ କୁମାର ବର୍ଦ୍ଧନ | ୩୪୮ | ୦.୨୩ | - | |
ଆମ ଆଦମୀ ପାର୍ଟି | ମନୋଜ କୁମାର ବଡ଼ନାୟକ | ୧,୩୪୨ | ୦.୯୦ | - | |
ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍ | ପି. ମୁରଲୀ କ୍ରିଷ୍ଣା | ୪୨୯ | ୦.୨୯ | - | |
ସ୍ୱାଧୀନ | ବିକାଶ ଚନ୍ଦ୍ର ସିଂ | ୪୩୪ | ୦.୨୯ | - | |
ମାନସ ଲୋକଶକ୍ତି ଦଳ | ପ୍ରବିନ୍ଦ୍ର ସିଂ | ୩୦୨ | ୦.୨ | - | |
ଭୋଟ ବ୍ୟବଧାନ | ୩,୯୯୮ | ୨.୬୮* | - | ||
ମତଦାନ ହାର | ୧,୪୯,୦୬୮ | ୬୮.୦୯ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୨୪ ମଧ୍ୟରେ ମୋଟ ୧୭ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]
- ୨୦୨୪: (୧୩୭): ରୁପେଶ କୁମାର ପାଣିଗ୍ରାହୀ (ବିଜଦ)
- ୨୦୧୯: (୧୩୭): କୋଦୁରୁ ନାରାୟଣ ରାଓ (ଭାଜପା)
- ୨୦୧୪: (୧୩୭): କେଙ୍ଗମ ସୂର୍ଯ୍ୟ ରାଓ (କଂଗ୍ରେସ)
- ୨୦୦୯: (୧୩୭): କୋଦୁରୁ ନାରାୟଣ ରାଓ (ବିଜଦ)
- ୨୦୦୪: (୭୯): ତ୍ରିନାଥ ସାହୁ (କଂଗ୍ରେସ)
- ୨୦୦୦: (୭୯): ତ୍ରିନାଥ ସାହୁ (କଂଗ୍ରେସ)
- ୧୯୯୫: (୭୯): ତ୍ରିନାଥ ସାହୁ (ସ୍ୱାଧୀନ)
- ୧୯୯୦: (୭୯): ଦରପୁ ଲଚନା ନାଇଡ଼ୁ (ଜନତା ଦଳ)
- ୧୯୮୫: (୭୯): ତ୍ରିନାଥ ସାହୁ (କଂଗ୍ରେସ)
- ୧୯୮୦: (୭୯): ବିଜୟ କୁମାର ଜେନା (ସ୍ୱାଧୀନ)
- ୧୯୭୭: (୭୯): ବିଜୟ କୁମାର ଜେନା (ସ୍ୱାଧୀନ)
- ୧୯୭୪: (୭୯): ନାଲା କୁର୍ମୁ ନାୟକଲୁ ଦୋରା[୯] (ଉତ୍କଳ କଂଗ୍ରେସ)
- ୧୯୭୧: (୭୫): ଦରପୁ ଲଚନା ନାଇଡ଼ୁ (ସ୍ୱତନ୍ତ୍ର)
- ୧୯୬୭: (୭୫): ନାଲା କୁର୍ମୁ ନାୟକଲୁ ଦୋରା (କଂଗ୍ରେସ)
- ୧୯୬୧: (୧୩): ନାଲା କୁର୍ମୁ ନାୟକଲୁ ଦୋରା (କଂଗ୍ରେସ)
- ୧୯୫୭: (୧୦): ନାଲା କୁର୍ମୁ ନାୟକଲୁ ଦୋରା (ସ୍ୱାଧୀନ)
- ୧୯୫୧: (୧୦୬): ଜଗନ୍ନାଥ ମିଶ୍ର (କମ୍ୟୁନିଷ୍ଟ) ଓ ଅପନା ଦୋରା ବିଶ୍ୱାସରାୟ (ସ୍ୱାଧୀନ)
ଆଧାର
[ସମ୍ପାଦନା]- ↑ "Paralakhemundi Assembly Election 2009, Orissa". empoweringindia.org. Archived from the original on 8 April 2014. Retrieved 8 June 2013.
Constituency: Paralakhemundi (137) District : Gajapati
- ↑ Assembly Constituencies and their Extent
- ↑ Seats of Odisha
- ↑ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "ଆର୍କାଇଭ୍ କପି". leadtech.in. Archived from the original on 27 May 2013.
14941
{{cite web}}
: Cite has empty unknown parameter:|1=
(help); Text "archive-6 June 2024" ignored (help) - ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 79-Parlakhemundi Constituency of ORISSA". eci.nic.in. 2006. Retrieved 8 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ "ପୂର୍ବତନ ବିଧାୟକ ଏନ୍.କୁର୍ମୁ ନାୟକୁଲୁ ଦୋରାଙ୍କ ପରଲୋକ". Dharitri E-Paper. 21 February 2016. Archived from the original on 27 June 2022. Retrieved 27 June 2022.