Jump to content

କୋଦୁରୁ ନାରାୟଣ ରାଓ

ଉଇକିପିଡ଼ିଆ‌ରୁ
କୋଦୁରୁ ନାରାୟଣ ରାଓ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀକେଙ୍ଗମ ସୂର୍ଯ୍ୟ ରାଓ
ପର ଅଧିକାରୀରୁପେଶ କୁମାର ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀପାରଳାଖେମୁଣ୍ଡି
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀତ୍ରିନାଥ ସାହୁ
ପର ଅଧିକାରୀକେଙ୍ଗମ ସୂର୍ଯ୍ୟ ରାଓ
ନିର୍ବାଚନ ମଣ୍ଡଳୀପାରଳାଖେମୁଣ୍ଡି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1962-06-25) ୨୫ ଜୁନ ୧୯୬୨ (ବୟସ ୬୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ
ବାପା/ବୋଉକେ. ଭାସ୍କର ରାଓ (ବାପା)
ବୃତ୍ତିରାଜନୀତିଜ୍ଞ

କୋଦୁରୁ ନାରାୟଣ ରାଓ (ଜନ୍ମ: ୨୫ ଜୁନ ୧୯୬୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୯ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

କୋଦୁରୁ ନାରାୟଣ ରାଓ ୧୯୬୨ ମସିହାର ଜୁନ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କେ. ଭାସ୍କର ରାଓ ।[୧]

ରାଜନୈତିକ ଜୀବନ

[ସମ୍ପାଦନା]

କୋଦୁରୁ ନାରାୟଣ ରାଓ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର ଜଣେ କର୍ମୀ ଭାବରେ କାର୍ଯ୍ୟ କରିଛନ୍ତି ।[୨][୩] ପୂର୍ବରୁ ସେ ବିଜୁ ଜନତା ଦଳର ସଭ୍ୟ ଥିଲେ ।[୪] ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନ ସମୟରେ ତାଙ୍କୁ ବିଜେଡିରୁ ଟିକେଟ୍ ନ ମିଳିବାରୁ ସେ ଇସ୍ତଫା ଦେଇଥିଲେ ।[୫][୬] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫୨,୦୨୯ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ରୁପେଶ କୁମାର ପାଣିଗ୍ରାହୀଙ୍କ ଠାରୁ ୩,୯୯୮ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୭]

  1. ୧.୦ ୧.୧ "Shri Koduru Narayana Rao". odishaassembly.nic.in. Odisha Assembly. Retrieved 23 June 2022.
  2. "ଶଙ୍ଖ ଛାଡ଼ି ପଦ୍ମ ଧରିଲେ ନାରାୟଣ". OTV. ଭୁବନେଶ୍ୱର. 20 March 2019. Archived from the original on 23 June 2022. Retrieved 23 June 2022.
  3. "Naveen Patnaik loses 3 MLAs to BJP ahead of polls in Odisha". Deccan Chronicle (in English). Bhubaneswar. 22 March 2019. Archived from the original on 23 June 2022. Retrieved 23 June 2022.{{cite news}}: CS1 maint: unrecognized language (link)
  4. "ପାରଳାଖେମୁଣ୍ଡି ପଲିଟିକ୍ସ | Kanak News". Kanak News (in ଓଡ଼ିଆ). kanaknews.com. 19 March 2019. Archived from the original on 1 October 2020. Retrieved 23 June 2022.{{cite news}}: CS1 maint: unrecognized language (link)
  5. "ବିଜେଡିକୁ ବାଏ ବାଏ କଲେ ପୂର୍ବତନ ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ". Argus News. 19 March 2019. Archived from the original on 23 June 2022. Retrieved 23 June 2022.
  6. "ବିଜେପିରେ ମିଶିଲେ ସୁକାନ୍ତ ନାୟକ, କେ ନାରାୟଣ ରାଓ; ବହୁ ଦକ୍ଷିଣ ନେତା ବି ଯୋଗଦେଲେ". ସମ୍ବାଦ. ଭୁବନେଶ୍ୱର: sambad.in. 21 March 2019. Archived from the original on 23 June 2022. Retrieved 23 June 2022.
  7. "General Election to Assembly Constituencies 2024: Paralakhemundi (Odisha)". Election Commission of India. Retrieved 3 July 2024.

ବାହାର ଆଧାର

[ସମ୍ପାଦନା]
  • ଉଇକିମିଡ଼ିଆ କମନ୍ସରେ Koduru Narayana Rao-ସମ୍ପର୍କିତ ମିଡ଼ିଆ