ଡୋକରୀଚଞ୍ଚରା

ଉଇକିପିଡ଼ିଆ‌ରୁ
ଡୋକରୀଚଞ୍ଚରା
ଅବସ୍ଥାନଖଲିଗଡ,କୋକସରା,ଓଡ଼ିଶା
ଦିଗବାରେଣି19°37′13.6″N 82°32′59.4″E / 19.620444°N 82.549833°E / 19.620444; 82.549833
ଉଠାଣ150 ft (46 m)
ପ୍ରକାରଗଡାଣିଆ,ବାରମାସୀ
ଉଚ୍ଚତା100 ft (30 m)
ଦୀର୍ଘତମ ଖାଲର ଉଚ୍ଚତା130 ft (40 m)
ହାରାହାରି ଗତି ହାର50 cu ft/s (1.4 m3/s)
ଝରଣାବେହେରା ଡ୍ୟାମ

ଡୋକରୀଚଞ୍ଚରା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକରେ ଅବସ୍ଥିତ ଏକ ଦର୍ଶନୀୟ ସ୍ଥାନ ।[୧][୨][୩]

ପର୍ଯ୍ୟଟନ[ସମ୍ପାଦନା]

ଭଏଁରାଘୁମର ଓ ଡୋକରୀଦର ନାମକ ଦୁଇଟି ପ୍ରମୁଖ ଜଳପ୍ରପାତ ଡୋକରୀଚଞ୍ଚରା ଅବସ୍ଥିତ । ଏହା ବ୍ୟତୀତ ପାଖରେ ଗୁଡ଼ହାଣ୍ଡି ଓ ଏକ ରାମ ମନ୍ଦିର ମଧ୍ୟ ରହିଛି । ପ୍ରତି ବର୍ଷ ଏହି ସ୍ଥାନରେ ରାମ ନବମୀ ନଅ ଦିନ ପାଇଁ ପାଳନ କରାଯାଏ । ଏହି ସମୟରେ ଓଡ଼ିଶା ସମେତ ପାଖ ରାଜ୍ୟର ଲୋକେ ଏହି ପର୍ବ ଓ ସ୍ଥାନକୁ ଉପଭୋଗ କରିବା ପାଇଁ ଆସିଥାନ୍ତି ।[୪]

ଦୃଶ୍ୟଗୁଡିକ[ସମ୍ପାଦନା]

ଡୋକରୀଚଞ୍ଚରା ଜଳପ୍ରପାତ[ସମ୍ପାଦନା]

ରାମ ନବମୀ[ସମ୍ପାଦନା]

ଜୀବନ ଯାପନ[ସମ୍ପାଦନା]

ଆଧାର[ସମ୍ପାଦନା]