ଓଡ଼ିଶାର ଜିଲ୍ଲା ଗଠନ ବର୍ଷ

ଉଇକିପିଡ଼ିଆ‌ରୁ

୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ସମୟରେ ୬ଟି ଜିଲ୍ଲା ଥିଲା । କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମକୋରାପୁଟ

ଭାରତବର୍ଷ ୧୫ ଅଗଷ୍ଟ ୧୯୪୭ ମସିହାରେ ସ୍ୱାଧୀନ ହେଲା । ଓଡ଼ିଶାରେ ଥିବା ୨୬ଟି ଗଡଜାତ ରାଜ୍ୟରୁ ୨୪ଟିର ଓଡ଼ିଶାରେ ମିଶ୍ରଣ ହୋଇ ଓଡ଼ିଶା ଏକ ରାଜ୍ୟରୂପେ ମାନ୍ୟତା ପ୍ରାପ୍ତ ହେଲା । ୨୬ଟି ଗଡଜାତ ରାଜ୍ୟଙ୍କୁ କ, ଖ, ଗ, ଶ୍ରେଣୀରେ ବିଭକ୍ତ କରାଯାଇ ଥିଲା ।

(କ) ଶ୍ରେଣୀର ଗଡଜାତ ରାଜ୍ୟ[ସମ୍ପାଦନା]

  1. ମୟୁରଭଞ୍ଜ
  2. ପାଟଣା
  3. କଳାହାଣ୍ଡି
  4. କେନ୍ଦୁଝର
  5. ଗାଙ୍ଗପୁର
  6. ଢେଙ୍କାନାଳ
  7. ସୋନପୁର
  8. ବାମଣ୍ଡା
  9. ନୟାଗଡ
  10. ଷଢେଇକଳା
  11. ବୌଦ୍ଧ

(ଖ) ଶ୍ରେଣୀର ଗଡଜାତ ରାଜ୍ୟ[ସମ୍ପାଦନା]

(ଗ) ଶ୍ରେଣୀର ଗଡଜାତ ରାଜ୍ୟ[ସମ୍ପାଦନା]

ବିଶେଷ ସୂଚନା - ଏହି ପୃଷ୍ଟାମାନ ସମ୍ପୂର୍ଣ୍ଣ ହୋଇନାହିଁ କାର୍ଯ୍ୟ ଚାଲୁଅଛି .

(ଖ) ଶ୍ରେଣୀର ଗଡଜାତ ରାଜ୍ୟ

(ଗ) ଶ୍ରେଣୀର ଗଡଜାତ ରାଜ୍ୟ