Jump to content

ଆଲୋଚନା:ଓଡ଼ିଶାର ଜିଲ୍ଲା ଗଠନ ବର୍ଷ

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ
Latest comment: ୫ ବର୍ଷ ପୂର୍ବେ by Jnanaranjan sahu

ଓଡ଼ିଶା ବାବଦରେ ଭିନ୍ନ ଏକ ପ୍ରସଙ୍ଗ ଥିବାରୁ କେବଳ ଜିଲ୍ଲା ଗଠନ ବାବଦରେ ଏବେ ଆଉ ଏକ ପ୍ରସଙ୍ଗ ତିଆରିର ଆବଶ୍ୟକତା ନାହିଁ । ଏଥିରେ ଥିବା ତଥ୍ୟ ଏକ ନୂଆ ପୃଷ୍ଠା ତିଆରି ପାଇଁ ଆବଶ୍ୟକୀୟ ତଥ୍ୟ ଦୃଷ୍ଟିରୁ ଦେଖିଲେ ମଧ୍ୟ ଯଥେଷ୍ଟ ନୁହେଁ ।--ସୁଭ (ଆଳାପ) ୧୫:୦୪, ୩ ଜୁଲାଇ ୨୦୨୦ (IST)Reply

ସମର୍ଥନ-ଗୋଟେ ପ୍ରସଙ୍ଗ ଯଥେଷ୍ଟ--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୯:୩୭, ୬ ଜୁଲାଇ ୨୦୨୦ (IST)Reply