ଉଇକିପିଡ଼ିଆ ମେଳଣ ଦେଇ ଆମେ ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବାର ଚେଷ୍ଟା କରିଥାଉ, ଓଡ଼ିଆ ଉଇକିପିଡ଼ିଆ ଉପରେ ନାନା ଆଲୋଚନା କରିଥାଉ ଓ ଆଗକୁ ବଢାଇବାର ବାଟ ତିଆରି କରିଥାଉ । ଯଦି ଆପଣ କଟକ ଓ କଟକ ବାହାରେ ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକିମିଡ଼ିଆ ପ୍ରକଳ୍ପସବୁର ବିକାଶ ପାଇଁ ଇଛୁକ ତେବେ ଏଥିରେ ଭାଗ ନିଅନ୍ତୁ ।
ଅଧିକରୁ ଅଧିକ ଲୋକଙ୍କୁ ଭେଟି ସେହି ଆଗ୍ରହୀ ଲୋକଙ୍କ ପାଖରେ ଏଇ କଥାଟିକୁ ସଭିଙ୍କ ପାଖରେ ପହଞ୍ଚାନ୍ତୁ, ଯେଉଁ ଉଇକିଆଳିମାନେ ବେଙ୍ଗାଳୁରୁରେ ହେଉଥିବା କରମଶାଳା, ଓଡ଼ିଶାରେ ଥିବା ଉଇକିଆଳି, WikiProject India, ଓଡ଼ିଶା ଉଇକି ପ୍ରକଳ୍ପରେ, ଭାଗ ନେବାକୁ ଚାହାନ୍ତି ସେମାନେ ବେଙ୍ଗାଳୂରୁର ଆଲୋଚନାରେ ନାଆଁ ଲେଖାଇ ପାରିବେ ।
ଯଦି ଆପଣ ଆଗ୍ରହୀ ତେବେ ଏହି ମେଲ ତାଲିକାରେ ଯୋଗ ଦିଅନ୍ତୁ https://lists.wikimedia.org/mailman/listinfo/wikipedia-or
ଓଡ଼ିଆ ଉଇକିପିଡ଼ିଆ ମେଳଣସବୁ ସ୍ଵେଚ୍ଛାସେବୀ ମାନଙ୍କ ଦେଇ କରାଯାଇଥାଏ । ଯଦି ଆପଣ ଆଗ୍ରହୀ ତେବେ ନିଜ ଯାଗାରେ ବି ଏହା କରିପାରିବେ ।
ଏଠାରେ ଓଡ଼ିଆ ଉଇକି କର୍ମଶାଳାରେ ଉଇକି ବିଷୟରେ ବୁଝାଇବା ପାଇଁ ଟିଏ ରଖାଯାଇଛି ଯାହା ଆପଣ ଡାଉନ୍ଲୋଡ କରି ବ୍ୟବହାର କରିପାରିବେ ।
ଯଦି ଆଗକୁ ହେବାକୁ ଥିବା ମେଳଣରେ ଭାଗନେବାକୁ ଚାହାନ୍ତି ତେବେ ଏଠାରେ ନିଜର ଇଉଜର ନାଆଁ ଲେଖନ୍ତୁ, ଆସନ୍ତା ମେଳଣ ଆଗରୁ ଆପଣଙ୍କୁ ଜଣାଇଦିଆଯିବ
|
---|
ଭୁବନେଶ୍ଵର | |
---|
କଟକ | |
---|
ଅନୁଗୋଳ | |
---|
ପୁରୀ | |
---|
ବାଲେଶ୍ୱର | |
---|
ସମ୍ବଲପୁର | |
---|
ହାଇଦ୍ରାବାଦ | |
---|
ପୁଣେ | |
---|
ଭଦ୍ରକ | |
---|
|
ବେଙ୍ଗାଳୁରୁ | |
---|
ଭୁବନେଶ୍ୱର | |
---|
କଟକ | |
---|
ଦିଲ୍ଲୀ | |
---|
ଅନଲାଇନ | |
---|
ଜନ୍ମତିଥି ପାଳନ | ୮ମ ଜନ୍ମତିଥି, ୨୦୧୨: (କଟକ · ଦିଲ୍ଲୀ · ବେଙ୍ଗାଳୁରୁ), ୯ମ ଜନ୍ମତିଥି, ୨୦୧୩: ଭୁବନେଶ୍ଵର, ୧୦ମ ଜନ୍ମତିଥି, ୨୦୧୪: (ଭୁବନେଶ୍ଵର, ଢେଙ୍କାନାଳ), ୧୨ଶ ଜନ୍ମତିଥି,୨୦୧୪: ଗଣ ସମ୍ପାଦନା,
୧୩ଶ ଜନ୍ମତିଥି,୨୦୧୫: ଭୁବନେଶ୍ଵର, ପୁରୀ, ୧୪ଶ ଜନ୍ମିତିଥି, ୨୦୧୬: ଭୁବନେଶ୍ୱର, ୧୬ଶ ଜନ୍ମିତିଥି, ୨୦୧୬: ଭୁବନେଶ୍ୱର |
---|
ଉଇକିପିଡ଼ିଆ ଇଣ୍ଡିଆ ମେଳଣ |
---|
ଅହମଦାବାଦ | |
---|
ବେଙ୍ଗାଳୁରୁ | ୧ - ସେପ୍ଟେମ୍ବର ୨୯,୨୦୦୬ · ୨ - ଅକ୍ଟୋବର ୧୫, ୨୦୦୬ · ୩ - ଜୁଲାଇ ୫, ୨୦୦୯ · ୪ - ଅଗଷ୍ଟ ୧୬, ୨୦୦୯ · ୫- ସେପ୍ଟେମ୍ବର ୧୩, ୨୦୦୯ · ୬- ଅକ୍ଟୋବର ୧୧, ୨୦୦୯ · ୭- ନଭେମ୍ବର ୨୨, ୨୦୦୯ · ୮- ଡିସେମ୍ବର ୨୦, ୨୦୦୯ · ୯- ଜାନୁଆରି ୧୦, ୨୦୧୦ · ୧୦ - Wikipedia Day - ଜାନୁଆରୀ ୧୬, ୨୦୧୦ · ୧୧ - ଫେବୃଆରୀ ୧୪, ୨୦୧୦ · ୧୨ - ମାର୍ଚ ୧୪, ୨୦୧୦ · ୧୩ - ଏପ୍ରିଲ ୧୧, ୨୦୧୦ · ୧୪ - ମେ ୧୬, ୨୦୧୦ · ୧୫ - ଜୁନ ୧୩, ୨୦୧୦ · ୧୬ - ଜୁଲାଇ ୧୮, ୨୦୧୦ · ୧୭ - ଅଗଷ୍ଟ ୧୫, ୨୦୧୦ · ୧୮ - ସେପ୍ଟେମ୍ବର ୧୨, ୨୦୧୦ · ୧୯ - ସେପ୍ଟେମ୍ବର ୨୪, ୨୦୧୦ · ୨୦ - ଅକ୍ଟୋବର ୧୦, ୨୦୧୦ · ୨୧ - ନଭେମ୍ବର ୧୪, ୨୦୧୦ · ୨୨ - ଡିସେମ୍ବର ୧୨, ୨୦୧୦ · ୨୩ - ଡିସେମ୍ବର ୧୮, ୨୦୧୦ · ୨୪ - ଡିସେମ୍ବର ୨୫, ୨୦୧୦ · ୨୫ - ଜାନୁଆରୀ ୦୯, ୨୦୧୧ · ୨୬ - WP10 Blore ଜାନୁଆରି ୧୫, ୨୦୧୧ · ୨୭ - ଫେବୃଆରୀ ୧୩, ୨୦୧୧ · ୨୮ - ଫେବୃଆରୀ ୧୭, ୨୦୧୧ · ୨୯ - ଫେବୃଆରୀ ୧୯, ୨୦୧୧ · ୩୦ - ଫେବୃଆରୀ ୨୫, ୨୦୧୧ · ୩୧ - ମାର୍ଚ ୧୩, ୨୦୧୧ · ୩୨ - ଏପ୍ରିଲ ୧୦, ୨୦୧୧ · ୩୩ - ମେ ୦୮, ୨୦୧୧ ·
Odia Wiki Meetup 2 - ମେ ୨୨, ୨୦୧୧ · ୩୪ - ଜୁନ ୧୨, ୨୦୧୧ · 34 - ଅଗଷ୍ଟ ୨୮, ୨୦୧୧ |
---|
ଭାଗଲପୁର | |
---|
ଭୁବନେଶ୍ଵର | |
---|
ଚେନ୍ନାଇ | |
---|
କଟକ | |
---|
ଦିଲ୍ଲୀ | |
---|
ହାଇଦ୍ରାବାଦ | |
---|
ଜାମସେଦପୁର | |
---|
କେରଳ | |
---|
କଲିକତା | |
---|
ମାଙ୍ଗାଲୋର | |
---|
ମୁମ୍ବାଇ | ୧ - ସେପ୍ଟେମ୍ବର 20, ୨୦୧୦ · ୨ - ଅକ୍ଟୋବର୧୦, ୨୦୧୦ · 3 - ଅକ୍ଟୋବର୩୧, ୨୦୧୦ · ୪ - ନଭେମ୍ବର ୨୮, ୨୦୧୦ · ୫- ଡିସେମ୍ବର ୧୧, ୨୦୧୦ · ୬- WP10 Mumbai - ଜାନୁଆରୀ ୧୫, ୨୦୧୧ · ୭- ଫେବୃଆରୀ ୧୩, ୨୦୧୧ · ୮- ଫେବୃଆରୀ ୨୩, ୨୦୧୧ · ୯- ଏପ୍ରିଲ ୨୩, ୨୦୧୧ · ୧୦ - ମେ ୨୧, ୨୦୧୧ |
---|
ପାଟଣା | |
---|
ପୁନେ | |
---|
ରାଞ୍ଚି | |
---|
ତିରୁଚିରପଲ୍ଲୀ | |
---|
ବାକି ଘଟଣା | |
---|
|
---|
ଭୁବନେଶ୍ଵର | |
---|
କଟକ | |
---|
ଅନୁଗୋଳ | |
---|
ପୁରୀ | |
---|
ବାଲେଶ୍ୱର | |
---|
ସମ୍ବଲପୁର | |
---|
ହାଇଦ୍ରାବାଦ | |
---|
ପୁଣେ | |
---|
ଭଦ୍ରକ | |
---|
|
ବେଙ୍ଗାଳୁରୁ | |
---|
ଭୁବନେଶ୍ୱର | |
---|
କଟକ | |
---|
ଦିଲ୍ଲୀ | |
---|
ଅନଲାଇନ | |
---|
ଜନ୍ମତିଥି ପାଳନ | ୮ମ ଜନ୍ମତିଥି, ୨୦୧୨: (କଟକ · ଦିଲ୍ଲୀ · ବେଙ୍ଗାଳୁରୁ), ୯ମ ଜନ୍ମତିଥି, ୨୦୧୩: ଭୁବନେଶ୍ଵର, ୧୦ମ ଜନ୍ମତିଥି, ୨୦୧୪: (ଭୁବନେଶ୍ଵର, ଢେଙ୍କାନାଳ), ୧୨ଶ ଜନ୍ମତିଥି,୨୦୧୪: ଗଣ ସମ୍ପାଦନା,
୧୩ଶ ଜନ୍ମତିଥି,୨୦୧୫: ଭୁବନେଶ୍ଵର, ପୁରୀ, ୧୪ଶ ଜନ୍ମିତିଥି, ୨୦୧୬: ଭୁବନେଶ୍ୱର, ୧୬ଶ ଜନ୍ମିତିଥି, ୨୦୧୬: ଭୁବନେଶ୍ୱର |
---|