ଉଇକିପିଡ଼ିଆ:କର୍ମଶାଳା/ବାଲେଶ୍ଵର/୧

ଉଇକିପିଡ଼ିଆ‌ରୁ

ଉଇକିପିଡ଼ିଆ:Meetup/Baleswar/Invite

ଛାଞ୍ଚ:Meetup/ମାର୍ଚ୍ଚ ୨୦୨୪
Wikipedia Meetups
ମାର୍ଚ୍ଚ ୨୦୨୪ +/-
Full Meetup Calendar

ସାରକଥା[ସମ୍ପାଦନା]

୩ୟ ଓଡ଼ିଆ ଉଇକି କର୍ମଶାଳା, ବାଲେଶ୍ଵର ବାଲେଶ୍ଵର ୨୬ ଜୁନ ୨୦୧୧

ଏଇ କର୍ମଶାଳାଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଉ ଏହାର ବିକାଶ କରିବାକୁ ଆରମ୍ଭ କରାଯାଇଛି । ଏଇଟି ୩ୟ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ଓ ଓଡ଼ିଶାରେ ହେଉଥିବା ଦ୍ବିତୀୟ କର୍ମଶାଳା, ତେଣୁ ସବୁ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଡକରା ।

କର୍ମଶାଳା ଆଗରୁ ଆଲୋଚନା ପୃଷ୍ଠା ରେ ଆଲୋଚନା କରନ୍ତୁ ।

ସ୍ଥାନ ଓ ସମୟ ( Venue and Date )[ସମ୍ପାଦନା]

ତାରିଖ/Date: : ରବିବାର/Sunday, ୨୦୧୧-ଜୁନ-୨୬ / 2011-June-26 ସକାଳ ୧୦:୦୦ ଟା IST
ସ୍ଥାନ :
ଓଏସିସ, ପ୍ରଥମ ମହଲା
ପୁରୁଣା ଷ୍ଟେଟ ବ୍ୟାଙ୍କ କୋଠା (ନୀଲମ ମୋଟର୍ସ ସାମନା),
ବିବେକାନନ୍ଦ ମାର୍ଗ,
ବାଲେଶ୍ଵର-୭୫୬୦୦୧, ଓଡ଼ିଶା
ଭୌଗଳିକ ଦିଗବାରେଣି: 21°29′55.32″N 86°55′53.25″E / 21.4987000°N 86.9314583°E / 21.4987000; 86.9314583

Date: : Sunday, 26-June-2010 10:00 AM IST

Venue:
OASIS (Orissa Academy of Social science & integrated studies)
1st floor, Old State Bank of India Bldg (Opposite to Neelam Motors),
Vivekananda Marg,
Baleswar-756001, Odisha, India
Coordinates: 21°29′55.32″N 86°55′53.25″E / 21.4987000°N 86.9314583°E / 21.4987000; 86.9314583

ଇଚ୍ଛୁକ ଦର୍ଶକ (Intended Audience)[ସମ୍ପାଦନା]

ଉଇକିପିଡ଼ିଆ ଓ ଉଇକିମିଡ଼ିଆର ବାକି ସବୁ ପ୍ରକଳ୍ପରେ ଇଚ୍ଛୁକ ଥିବା କେହି ବି ଉଇକିଆଳି କେହିବି ଏଥିରେ ଭାଗ ନେଇ ପାରିବେ । ଏହା ସମସ୍ତଙ୍କ ପାଇଁ ଖୋଲା ଓ ଯଦି ଆପଣ ଉଇକିପିଡ଼ିଆ ବିଷୟରେ ବେଶି ଜାଣି ନାହାନ୍ତି ତେବେ ବି ଏଠାକୁ ଆସି ପାରିବେ ।


ମୂଳ ପ୍ରସଙ୍ଗ (Agenda)[ସମ୍ପାଦନା]

ପ୍ରଥମ ପ୍ରସଙ୍ଗ: ଓଡ଼ିଆ ଉଇକିପିଡ଼ିଆକୁ ପାଛୋଟା ଓ ବାକି ପ୍ରକଳ୍ପ

  • ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଜାଣିବା କଥା, ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକି ପ୍ରକଳ୍ପ
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି

ଦ୍ଵିତୀୟ ପ୍ରସଙ୍ଗ: ଉଇକିପିଡ଼ିଆରେ ଲେଖା ଖୋଜା ଓ ବଦଳ

  • - କେମିତି ଖୋଜିବେ ଲେଖାଟିଏ
  • - କେମିତି ବଦଳାଇବେ ପୁରୁଣା ଲେଖା, ବୋଲ୍ଡ, ତେରେଛା ଓ ===ବଡ଼ ଅକ୍ଷର=== କେମିତି ଲେଖିବେ
  • - ରେଫେରେଁସ ଓ ବାହାର ଲିଙ୍କ ଯୋଡ଼ିବେ କେମିତି
  • - ବଦଳାଇବାରେ ଅସୁବିଧା ଓ ତାହାର ସମାଧାନ
  • - ଓଡ଼ିଆ ଉଇକିପିଡ଼ିଆରେ କଣ ଲେଖିବେ ଓ କଣ ଲେଖିବେ ନାହିଁ

ଦ୍ଵିତୀୟ ପ୍ରସଙ୍ଗ ପରର ଆଲୋଚନା:

  • - ଓଡ଼ିଆ ଉଇକିପିଡ଼ିଆ କାହିଁକି ?
  • - ଓଡ଼ିଆରେ ପଢ଼ିବାରେ ଅସୁବିଧା ଓ ତାହାର ସମାଧାନ
  • - ନଗଦ ଯୋଡ଼ାଯାଇଥିବା ନୁଆ ନୁଆ ସୁବିଧା
  • - ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କରିବାକୁ ଥିବା କାମସବୁ
  • - ସଙ୍ଘ ଗଢ଼ା
  • - ଅନୁବାଦରେ ଅସୁବିଧା ଓ ସମାଧାନ
  • - ସ୍କୁଲ ପିଲାଙ୍କ ପାଇଁ ଓଡ଼ିଆ ଉଇକିପିଡ଼ିଆରେ ନୁଆ ନୁଆ ସୁବିଧା

Main Agenda:
Session1:Introduction to Wikipedia and odia wiki projects

  • - Introduction about Wikipedia and Odia Wikipedia
  • - Current status of Odia Wikipedia

Session2:Introduction to Editing in Wikipedia

  • - How to edit any page in Odia Wikipedia
  • - How to add Bold, Italicised, === Headings === and "sign" and other commonly used syntaxes
  • - How to add references and external links
  • - Editing conflicts and how to solve them
  • - What to write and what NOT to add in Odia Wikipedia

Post Session2 discussions:

  • - Why Wikipedia Odia?
  • - Recent developments and new features added in Wikipedia
  • - Future deveopment and possible opportunities with Wikipedia
  • - Discussion of common problems raised (And by audience)
  • - Display and typing issues and solution
  • - Building community
  • - Translation issues & possible measures to solve them
  • - Incubation of new projects for students in Odia Wikipedia
  • - Future Projects for Odia Wikipedia

ଯୋଗଦାନ[ସମ୍ପାଦନା]

ଯଦି ଆପଣଙ୍କର ଉଇଜର ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"

ପରିଚାଳନା କରୁଛନ୍ତି[ସମ୍ପାଦନା]

  1. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏବଂ ଓଏସିସ (ସଞ୍ଜୟ ସାହୁ)
  2. ଅଂଶୁମାନ ଗିରି (ମୋ କଥା)
  3. କେଶୁ ଦାସ

ଏଥିରେ ଭାଗନେଇଥିଲେ (Attendees)[ସମ୍ପାଦନା]

  1. କବି ବ୍ରଜନାଥ ରଥ
  2. କେଶୁ ଦାସ
  3. ଭାଗବତ ପ୍ରସାଦ ଦାସ
  4. ଲକ୍ଷ୍ମୀକାନ୍ତ ତ୍ରିପାଠୀ
  5. ରମାକାନ୍ତ ବେହେରା
  6. ଶରତ ମହାପାତ୍ର
  7. ସୁରେନ୍ଦ୍ର ନାଥ କର
  8. ସଞ୍ଜୟ ସାହୁ
  9. ସୁଶ୍ରୀ ସଂଗୀତା ଦାସ
  10. ଦୟାନିଧି ପାଣିଗ୍ରାହୀ
  11. ଦେବାଶିଷ ଗିରି
  12. ହରେକୃଷ୍ଣ ଗିରି
  13. ଶୁଭେନ୍ଦୁ ଦାସ
  14. ଗିରିଜା କୁମାର ଦାସ
  15. ନିବାରଣ ଜେନା
  16. ଆକାଶ କୁମାର
  17. ସୁଶାନ୍ତ କୁମାର ଜେନା
  18. ଦୀନବନ୍ଧୁ ଲେଙ୍କା
  19. ଶିବ ଚନ୍ଦ୍ର ସିଂ
  20. ବୈକୁଣ୍ଠ ନାଥ ମହାପାତ୍ର
  21. ସତ୍ୟଭାମା ମୁଦୁଲି
  22. ଅଧ୍ୟାପକ ଦିଲ୍ଲୀପ କୁମାର ଭୋଇ
  23. ରଶ୍ମିରେଖା ରାଉତ
  24. ସ୍ଵାତିଲଗ୍ନା ଗିରି
  25. ରଶ୍ମିତା ରାଣୀ ସାହୁ
  26. ନର୍ମଦାରାଣୀ ପାତ୍ର
  27. ଭବେଶ କୁମାର ନାୟକ
  28. ମୀନାକ୍ଷୀ ଦାସ
  29. ସଞ୍ଜୁକ୍ତା ଜେନା
  30. ରାଜେଶ୍ଵରୀ ବେହେରା
  31. ପ୍ରଦୀପ କୁମାର ଚାଟାର୍ଜୀ
  32. ନିହାରିକା ରାମ
  33. ଅନ୍ତରର୍ଯାମୀ ମହାନ୍ତ
  34. ରଶ୍ମିତା ବାରିକ
  35. କ୍ଷମାମୟୀ ଶୁଭଲକ୍ଷ୍ମୀ ଜେନା
  36. ରିନି ଘୋଷ
  37. ଜ୍ୟୋତିର୍ମୟୀ ମିଶ୍ର
  38. ପ୍ରଜସ୍ମିତା ଖିଲାର
  39. ସତ୍ୟନାରାୟଣ ମିଶ୍ର
  40. ପୀତାମ୍ବର ଦାସ
  41. ହରେନ୍ଦ୍ର ନାଥ କର
  42. ପଞ୍ଚାନନ ଦାଶ
  43. ଅନୁସୂୟା ନାୟକ
  44. ଅମର ନନ୍ଦ
  45. ବିପ୍ଲବ ମହାନ୍ତି
  46. ଅଂଶୁମାନ ଗିରି (ମୋ ଆଲୋଚନା)


ଶୁଭେଚ୍ଛା (Best wishes)[ସମ୍ପାଦନା]

  1. ସୁଭପାSubha Paମୋତେ କହିବେ କିଛି? ୦୯:୧୨, ୨୨ ଜୁନ ୨୦୧୧ (UTC)
  2. --Srikant Kedia ୧୩:୪୪, ୨୨ ଜୁନ ୨୦୧୧ (UTC)
  3. Best Wishes to Odia Wikipedians. Happy to see the wiki workshops and meetup. Rameshng (ମୋ ଆଲୋଚନା) ୧୫:୪୪, ୨୪ ଜୁନ ୨୦୧୧ (UTC)
  4. : ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୩:୫୬, ୨୬ ଜୁନ ୨୦୧୧ (UTC)

ବିବରଣୀ (Report)[ସମ୍ପାଦନା]

The 1st Odia Wikipedia Workshop has been organized on 26th of June 2011 at Orissa Academy of Social science & Integrated Studies(OASIS). This was started when I was looking for few wikipedians who can contribute to Odia wikipedia. This was for Odia Wikipedia to bring awareness and motivate common mass from different educational and social background. Odia Wikipedia was started way back in 2002, but because of the lack of proper awareness and activism there was a slight movement for almost 8 years. Odia Wikipedia is an online encyclopedia in Odia language to make knowledge available freely for masses.

The workshop was conducted by Dr. Laxmikanta Tripathy, Artist Kesu Das and me with the help of wikipedian Subhashish Panigrahi. Dr. Laxmikanta Tripathy who is Organizing Secretary of Odia Bhasa Bikash Aandolon(OBBA) invited many members of Odia Bhasa Bikash Aandolon. Some of them are Dr. Bhagavat Prasad Das, Secretary of OBBA Pt. Surendra Nath Kara and President of OBBA Dr. Ramakanta Behera. Several participants from the nearby management colleges, engineering students have also participated. We also got the support of Mr. Sanjay Sahu the Director of OASIS.

Dr. Laxmikanta Tripathy addressed the participants and introduced Poet Brajanth Ratha and Others. Brajanath Ratha the poet has officially inaugurated this event enlightening about Odia language and his catching on Odia wikipedia. A FAQ Booket version 1.1 was released by and distributed among them. I demonstrated the basics of Wikipedia, Current status, Sign up process, How to Edit Odia Wikipedia, Searching Existing Articles, Creating new articles, How to Upload picture and adding that to article and their alignment along with basic introduction of syntax for the new users. This was an interactive session where the participants interacted with each other and several discussions went on about Odia wikipedia. They came up with several suggestions such as :

  • To add Purnachandra Bhasakosa (Odia Lexicon) link on Odia wikipedia article pages.
  • The Pages should be protected so only the authorized person can edit to avoid vandalism.
  • To build a Community Center where members can work on various fields/Categories to improve Odia wikipedia.
  • They use to Windows XP and not ready to the other availability of Operating System. Issues on XP for Odia Language.

More and more such activism are expected in the coming future with the involvement of people who are eager for the development of Odia language on web. Odia Wikipedia can be accessed at or.wikipedia.org and the Facebook page for Odia Wikipedia is http://facebook.com/OdiaWiki .


ବିଶେଷ ସୂଚନା (Announcements/Event Notices)[ସମ୍ପାଦନା]

ଏଠାରେ ଏହି କର୍ମଶାଳା ଉପରେ ଥିବା ବାହାର ଲିଙ୍କସବୁ ଦିଅନ୍ତୁ । Please list external links announcing the meet-up here.

କର୍ମଶାଳା ସରିବା ପରର ବ୍ଲଗ/ଖବର (Post-meetup summary/Blogs/News)[ସମ୍ପାଦନା]

ଫେସବୁକ (Facebook)[ସମ୍ପାଦନା]

ଏହି କର୍ମଶାଳା ବିଷୟରେ ଫେସବୁକ ଘଟଣାରୁ ଅଧିକ ସୂଚନା ପାଇପାରିବେ। ଫେସବୁକରେ facebook.com/OdiaWiki ଓଡ଼ିଆ ଉଇକିପିଡ଼ିଆର ପୃଷ୍ଠା ।

ଟୁଇଟର (Twitter)[ସମ୍ପାଦନା]

ମିଡ଼ିଆ ଖବର (Media coverage)[ସମ୍ପାଦନା]

ଏଠାରେ ମିଡ଼ିଆ/ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ସବୁର ତାଲିକା ଦିଅନ୍ତୁ । Please list coverage of this event by media here.

ଫଟୋ (Photos)[ସମ୍ପାଦନା]

ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Please upload to commons and add category Commons:Category:Baleswar Odia Workshop 2011June26