ଉଇକିପିଡ଼ିଆ:କର୍ମଶାଳା/ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ପ୍ରକଳ୍ପ/୨୦୧୩/୧

ଉଇକିପିଡ଼ିଆ‌ରୁ

ଏହି କର୍ମଶାଳାଟି ଢେଙ୍କାନାଳସ୍ଥିତ ଭାରତୀୟ ଶିକ୍ଷା ସଂସ୍ଥାନରେ ସେପ୍ଟେମ୍ବର ୩୦ (ସୋମ‌ବାର‌) ଦିନ ସକାଳ ୧୧:୩୦ ରେ ଅନୁଷ୍ଠିତ ହେଉଛି ।

ଏଥିରେ କଣ କଣ ଶିଖିବାକୁ ମିଳିବ?[ସମ୍ପାଦନା]

  • ଓଡ଼ିଆ ଉଇକିପିଡ଼ିଆ କଣ ଓ ଏହା ଭାରତୀୟ ଶିକ୍ଷା ସଂସ୍ଥାନର ଓଡ଼ିଆ ଛାତ୍ରମାନ‌ଙ୍କ ପାଇଁ କାହିଁକି ଅତି ଆବଶ୍ୟକ
  • ଓଡ଼ିଆ ଛାତ୍ରମାନେ ଏଥିରୁ କି କି ଲାଭ ପାଇପାରିବେ ଓ ଏହା ତାଙ୍କର କି କି କାମରେ ଆସିବ
  • ଓଡ଼ିଆରେ ଟାଇପ କିପରି କରିବେ
  • ଓଡ଼ିଆ ଉଇକିପିଡ଼ିଆରେ କିପରି ନୂଆ ପ୍ରସଙ୍ଗ ଗଢ଼ିବେ ଓ ଆଗରୁ ଥିବା ପ୍ରସଙ୍ଗର ସମ୍ପାଦନା କରିବେ

ସ୍ଥାନ ଓ ସମୟ[ସମ୍ପାଦନା]

ଭାରତୀୟ ଶିକ୍ଷା ସଂସ୍ଥାନ, ଢେଙ୍କାନାଳ ସ‌ହର
ସେପ୍ଟେମ୍ବର ୩୦ (ସୋମ‌ବାର‌), ସକାଳ ୧୧:୩୦

ଏହି କର୍ମଶାଳାରେ ଭାଗ ନିଅନ୍ତୁ[ସମ୍ପାଦନା]

ଏହି କର୍ମଶାଳାରେ ଭାଗନେବା ପାଇଁ ଦୟାକରି ଏହି ଫର୍ମରେ ନାମ ଲେଖାନ୍ତୁ

ଏହି କର୍ମଶାଳାରେ ଭାଗ ନେଉଥିବା ଉଇକିଆଳିଗଣ[ସମ୍ପାଦନା]

  1. --ସୁଭାସିସ ପାଣିଗାହିମୋତେ କହିବେ କିଛି?
  2. -- ମୃତ୍ୟୁଞ୍ଜୟ କର

ଭାରତୀୟ ଜନସଂଚାର ସଂସ୍ଥାନର ଛାତ୍ରଛାତ୍ରୀଗଣ[ସମ୍ପାଦନା]

  1. --Iimclotus (ମୋ ଆଲୋଚନା) ୧୦:୧୯, ୩୦ ସେପ୍ଟେମ୍ବର ୨୦୧୩ (UTC) (ଦେଉଳଝରି ଉଷ୍ଣପ୍ରସ୍ରବଣ)
  2. --Mtapaswini (ମୋ ଆଲୋଚନା) ୧୦:୨୫, ୩୦ ସେପ୍ଟେମ୍ବର ୨୦୧୩ (UTC)
  3. --Bhawani Sankar Das (ମୋ ଆଲୋଚନା) ୧୦:୨୮, ୩୦ ସେପ୍ଟେମ୍ବର ୨୦୧୩ (UTC)
  4. --SMARANIKA TRIPATHH (ମୋ ଆଲୋଚନା) ୧୦:୩୨, ୩୦ ସେପ୍ଟେମ୍ବର ୨୦୧୩ (UTC)