ଉଇକିପିଡ଼ିଆ:କର୍ମଶାଳା/ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ପ୍ରକଳ୍ପ/୨୦୧୩

ଉଇକିପିଡ଼ିଆ‌ରୁ

ଏହି ପ୍ରକଳ୍ପଟି ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳର ୨୦୧୩ ମସିହାର ଓଡ଼ିଆ ଗଣମାଧ୍ୟମ ଛାତ୍ରମାନଙ୍କୁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଶିକ୍ଷାଦାନ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା । ଏଥିରେ ଦୁଇଟି ପର୍ଯ୍ୟାୟରେ ଦୁଇଟି କର୍ମଶାଳା କରାଯାଇ ଛାତ୍ରମାନଙ୍କୁ ଓଡ଼ିଆରେ ଟାଇପ କରିବା, ଉଇକିପିଡ଼ିଆରେ ସମ୍ପାଦନା ଆଦି ବାବଦରେ ଶିକ୍ଷା ଦିଆଯାଇଥିଲା । ଏଥିରେ ଅନୁଷ୍ଠାନର ୧୬ ଜଣ ଛାତ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ ଭାଗ ନେଇଥିଲେ ।

ଆଗରୁ ହୋଇଥିବା କର୍ମଶାଳା[ସମ୍ପାଦନା]

  1. ୧ମ କର୍ମଶାଳା (ସେପ୍ଟେମ୍ବର ୩୦, ୨୦୧୩)
  2. ୨ୟ କର୍ମଶାଳା (ନ‌ଭେମ୍ବର ୧୮ ଓ ନ‌ଭେମ୍ବର ୧୯, ୨୦୧୩)