ଉଇକିପିଡ଼ିଆ:କର୍ମଶାଳା/ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ପ୍ରକଳ୍ପ

ଉଇକିପିଡ଼ିଆ‌ରୁ

ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ଉଚ୍ଚତର ଗଣମାଧ୍ୟମ ଶିକ୍ଷା ପାଇଁ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ଏକ ଶିକ୍ଷାନୁଷ୍ଠାନ । ଓଡ଼ିଶାର ଢେଙ୍କାନାଳଠାରେ ଥିବା ଏହି ଅନୁଷ୍ଠାନର ଶାଖାରେ ଓଡ଼ିଆ ଗଣମାଧ୍ୟମରେ "ପିଜି ଡିପ୍ଲୋମା ଇନ ଜର୍ଣ୍ଣାଲିଜିମ" ଅଧ୍ୟୟନ କରୁଥିବା ଛାତ୍ରମାନଙ୍କ ପାଇଁ ଏହି ପ୍ରକଳ୍ପ କରାଯାଇଛି । ପ୍ରଥମେ ୨୦୧୨ ମସିହାରେ ଏଠାରେ ଛାତ୍ରମାନଙ୍କୁ ଓଡ଼ିଆ ଉଇକିପିଡ଼ିଆରେ ଭାଗ ନେଇ ସମ୍ପାଦନା କରିବା ବାବଦରେ ଶିକ୍ଷା ଦିଆଯାଇଥିଲା ।

ମୁଖ୍ୟ କାମ[ସମ୍ପାଦନା]

  • ଓଡ଼ିଆ ଉଇକିପିଡ଼ିଆ ବାବଦରେ ଛାତ୍ରମାନଙ୍କ ଭିତରେ ସଚେତନତା ସୃଷ୍ଟି
  • ଛାତ୍ରମାନଙ୍କୁ ଏଥିରେ ସମ୍ପାଦନା ବାବଦରେ ଶିକ୍ଷାଦାନ, ସେମାନଙ୍କ ସମ୍ପାଦନାର ମୂଲ୍ୟାୟନ ଓ ପୁରସ୍କୃତ କରିବା

ପରିଚାଳନା[ସମ୍ପାଦନା]

  • ଏଥିରେ ନାଲକୋନଗରରେ ଥିବା ବରିଷ୍ଠ ଓଡ଼ିଆ ଉଇକିଆଳିଗଣ ଭାଗ ନେଇ ଛାତ୍ରମାନଙ୍କୁ ତାଲିମ ପ୍ରଦାନ କରିବେ
  • CIS-A2K ତରଫରୁ ସୁଭାସିସ ପାଣିଗାହି ୨ ମାସ ଓଡ଼ିଶାରେ ଅବସ୍ଥାପିତ ହୋଇ ଏହା କାମ ପରିଚାଳନା କରିବେ
  • ଅନୁଷ୍ଠାନ ତରଫରୁ ଏକ କାର୍ଯ୍ୟକାରୀ ଦଳ ଏହାର ସ୍ଥାନୀୟ ପରିଚାଳନା ଭାର ନେବେ ।

କର୍ମଶାଳା[ସମ୍ପାଦନା]

୨୦୧୪[ସମ୍ପାଦନା]

  • ସେପ୍ଟେମ୍ବର ୨୩ : ଛାତ୍ରମାନଙ୍କ ପାଇଁ ଏକ ପ୍ରାରମ୍ଭିକ ଓଡ଼ିଆ ଉଇକିପିଡ଼ିଆ ଶିକ୍ଷଣ କାର୍ଯ୍ୟକ୍ରମ

୨୦୧୩[ସମ୍ପାଦନା]