ଉଇକିପିଡ଼ିଆ:ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ/ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ-୧
ଉପକ୍ରମ | ପାଠ୍ୟ ବିଷୟ | ପରିଚାଳକଗଣ | ସହଯୋଗ |
ଉପକ୍ରମ[ସମ୍ପାଦନା]ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ଭାରତର ଏକ ପ୍ରମୁଖ ଗଣମାଧ୍ୟମ ଶିକ୍ଷାନୁଷ୍ଠାନ । ୮ ନଭେମ୍ବର ୨୦୧୨ ରେ ଓଡ଼ିଆ ଉଇକି କ୍ଲବ, ନାଲକୋନଗରର ସଭ୍ୟଗଣ ଓ ଅନ୍ୟାନ୍ୟ ଓଡ଼ିଆ ଉଇକିଆଳି ପ୍ରଫେସର ମୃଣାଳ ଚାଟାର୍ଜୀ, ସହ-ପ୍ରାଧ୍ୟାପକ ଭଗବାନ ସାହୁ ଓ ସୁଚରିତାଙ୍କୁ ଭେଟିଥିଲେ ଓ ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନାରେ ଛାତ୍ରଛାତ୍ରୀମାନେ କିପରି ଭାଗ ନେଇପାରିବେ ତାହା ଆଲୋଚନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ପ୍ରାରମ୍ଭିକ କର୍ମଶାଳାର ଆୟୋଜନ ମଧ୍ୟ କରାଯାଇଥିଲା । ଏହି କର୍ମଶାଳାରେ ସେମାନଙ୍କୁ ଉଇକିପିଡ଼ିଆରେ ସମ୍ପାଦନା ବାବଦରେ ବିଷଦ ଭାବରେ ବର୍ଣ୍ଣନା କରାଯାଇଥିଲା ଓ ସେମାନେ ନିଜେ ଉଇକିପିଡ଼ିଆରେ ସମ୍ପାଦନା କରିବା ଶିଖିଥିଲେ । ଏହି ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ ଚାରିମାସ ଧରି ହେବାକୁ ଥିବା ଏକ ପ୍ରକଳ୍ପ ଯେଉଁଥିରେ ଛାତ୍ରଛାତ୍ରୀମାନେ କେତେକ ନିର୍ଦ୍ଦିଷ୍ଟ ବିଷୟରେ ପ୍ରସଙ୍ଗମାନ ଲେଖିବେ । ଏହି ପ୍ରସଙ୍ଗସବୁକୁ ସହ-ପ୍ରାଧ୍ୟାପକଗଣ ପରଖିବା ପରେ ତାହାସବୁ ଉଇକିଆଳିଙ୍କ ଦେଇ ପୁନର୍ସମ୍ପାଦିତ ହେବ ଓ ପୂର୍ଣ୍ଣାଙ୍ଗ ପ୍ରସଙ୍ଗରେ ପରିଣତ ହେବ । ପ୍ରକଳ୍ପ ପରିଚାଳନା[ସମ୍ପାଦନା]ପ୍ରକଳ୍ପ ଯୋଜନା[ସମ୍ପାଦନା]ପରିଚାଳନା[ସମ୍ପାଦନା]
ଶିକ୍ଷାନୁଷ୍ଠାନ[ସମ୍ପାଦନା]
କାର୍ଯ୍ୟସୂଚୀ[ସମ୍ପାଦନା]ନଭେମ୍ବର[ସମ୍ପାଦନା]ଡିସେମ୍ବର[ସମ୍ପାଦନା]ଜାନୁଆରି[ସମ୍ପାଦନା]ଫେବ୍ରୁଆରି[ସମ୍ପାଦନା]ପ୍ରସଙ୍ଗ ତାଲିକା ଓ କାମ ବିଭାଜନ[ସମ୍ପାଦନା]ତଳେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଓ ସେମାନେ ବାଛିଥିବା ପ୍ରସଙ୍ଗମାନ ଲେଖାଯାଇଛି । ଅଭିଜ୍ଞ ଉଇକିଆଳିମାନେ ନିଜ ଇଚ୍ଛା ଅନୁସାରେ ସେମାନଙ୍କୁ ସହଯୋଗ କରିବେ ।
କର୍ମଶାଳା[ସମ୍ପାଦନା]
ଫଟୋ[ସମ୍ପାଦନା] |