ବ୍ୟବହାରକାରୀ:SHREEKANTA SAHOO/ରଙ୍ଗାଧର ଝୋଟି

ଉଇକିପିଡ଼ିଆ‌ରୁ

ଝୋଟି ହଉଛି ଓଡିଆ ସାସ୍କ୍ରୁତି ର ଏକ ପରିଚୟ । ଓଡିଆ ଘରେ ପ୍ରୟେ ସବୁ ପୁଜା ପର୍ବରେ ଝୋଟିରେ ପଡିଥାଏ । ମୁଖ୍ୟତ ମାଣ୍ ବସା ଗୁରୁବାରରେ ଓଡିଆ ଝୋତି ପକଏଇ ମା ଲଖ୍ହମିକୁ ଆବହନ କରି ଥାଏ । ବର୍ତ୍ତମାନ ସମୟ ଅଭବରୁ ଚଉଲ ପିଥଉ ଝୋଟି ବଦଲରେ ଷ୍ତିକର ଝୋଟିର ଚାହିଦା ଦେଖିବକୁ ମିଲୁଛି । ବଜାରରେ ମଧ୍ୟ ବିଭିର୍ନ୍ନ ଡିଜଈନରନ୍ ଝୋଟି ମିଲୁଛି । ଏହି ଝୋଟି ତିୟାରି କୁ ନିଜର ରୋଜଗର ମଧ୍ୟମ ଭବେ ବଛିଛନ୍ତି ରଙ୍ଗାଧର ସାହୁ । ଯାଜପୁର୍ ଜିଲ୍ଲା ୫ତମ ରଜପଥରୁ ବ୍ରହ୍ମବରଦା ଆଡକୁ ୪ କି.ମି ଗଲାବେଳେ ପଡେ ଅତଲାପୁର୍ ଗ୍ରାମପଞ୍ଚୟତ ପଡେ । ଏହି ପଞ୍ଚୟତର ବଲିପାଟଣା ରେ ବସବାସ କରନ୍ତି ରଙ୍ଗଧର ସହୁ । ଏହି ଷିଳ୍ପ ପାଇଁ ଅବସ୍ୟକ କଞ୍ଛାମଲ୍ ଯଥା ଐକ ବିଷେଷ ଧରଣର ଧଳା ରଙ୍ଗ, ଅଠା,ଏ-୪ ସିଇଜ୍ ର ବଡ ଜରି, ଏବ୍ଂ ବ୍ଲଙ୍କ ଷିଟ୍ ଘୁଡିକୁ କିଣି ଷସ୍ତା ଦର ରେ କିଣିଥାନ୍ତି ଓ ବଜାରରେ ବିକ୍ରି କରି ରୋଜଗାର କରୁଛନ୍ତି ।[୧]

ଆଧାର[ସମ୍ପାଦନା]