- ୧ମ କର୍ମଶାଳା, ୮ ନଭେମ୍ବର ୨୦୧୨ ଦିନ ଏଠାରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଓଡ଼ିଆ ଉଇକିଆଳିମାନେ ଏଥିରେ ଯୋଗଦେଇଥିବା ଛାତ୍ରଛାତ୍ରୀମାନଙ୍କୁ କିପରି ଉଇକିପିଡ଼ିଆରେ ପ୍ରସଙ୍ଗ ସମ୍ପାଦନା କରାଯାଏ ତାହା ଶିଖାଇଥିଲେ । ଛାତ୍ରଛାତ୍ରୀମାନେ ନିଜେ କମ୍ପ୍ୟୁଟରରେ ଟାଇପ କରି ବିଭିନ୍ନ ପ୍ରସଙ୍ଗରେ ସମ୍ପାଦନା କରିଥିଲେ ।
- ୨ୟ କର୍ମଶାଳା, (୮ ଜାନୁଆରୀ ୨୦୧୩, ଅପରାହ୍ଣ ଘ୨.୩୦ମି. ରେ ହେବ): ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନେ ବାଛିଥିବା ପ୍ରସଙ୍ଗ ସବୁ ବିଷୟରେ ସେମାନେ କିପରି ଲେଖିବା ଆରମ୍ଭ କରିବେ ତାହା ଆଲୋଚନା କରାଯିବ । ଶିକ୍ଷା-ସହାୟକମାନଙ୍କ ସହ ଆଗକୁ କଣ କଣ କରାଯିବ ତାହା ଆଲୋଚନା କରାଯିବ ।
|