ଆସେନାପାଇନ

ଉଇକିପିଡ଼ିଆ‌ରୁ
ଆସେନାପାଇନ
Skeletal formula of asenapine
Ball-and-stick model of the asenapine molecule
Clinical data
Trade namesSaphris, Sycrest, Secuado, others
SynonymsAsenapine maleate, ORG-5222
AHFS/Drugs.commonograph
MedlinePlusa610015
data
Pregnancy
category
  • AU: C
Routes of
administration
Under the tongue
Legal status
Legal status
Pharmacokinetic data
Bioavailability35% (sublingual), <2% (by mouth)[୩][୪][୨][୫]
Protein binding95%[୩][୪][୨][୫]
Metabolismhepatic (glucurinodation by UGT1A4 and oxidative metabolism by CYP1A2)[୩][୪][୨][୫]
Elimination half-life24 hours[୩][୪][୨][୫]
ExcretionKidney (50%), Faecal (40%; ~5–16% as unchanged drug in faeces)[୩][୪][୨][୫]
Identifiers
  • (3aRS,12bRS)-rel-5-Chloro-2,3,3a,12b-tetrahydro-
    2-methyl-1H-dibenz[2,3:6,7]oxepino[4,5-c]pyrrole
ECHA InfoCard100.059.828 Edit this at Wikidata
Chemical and physical data
FormulaC17H16ClNO
Molar mass୨୮୫.୭୭ g·mol−1
3D model (JSmol)
  • Clc4cc2c(Oc1c(cccc1)[C@@H]3CN(C[C@@H]23)C)cc4
  • InChI=1S/C17H16ClNO/c1-19-9-14-12-4-2-3-5-16(12)20-17-7-6-11(18)8-13(17)15(14)10-19/h2-8,14-15H,9-10H2,1H3/t14-,15-/m0/s1 checkY
  • Key:VSWBSWWIRNCQIJ-GJZGRUSLSA-N checkY
  (verify)

ଆସେନାପାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ସଫ୍ରିସ୍, ହେଉଛି ସିଜୋଫ୍ରେ ନିଆବାଇପୋଲାର ଡିଜଅର୍ଡରର ମାନିଆର ଚିକିତ୍ସା ପାଇଁ ବ୍ୟବହୃତ ଏକ ଆଟିପିକାଲ୍ ଆଣ୍ଟିସାଇକୋଟିକ୍ ଔଷଧ ।[୬] [୧] ଡିମେନ୍ସିଆ ସମ୍ବନ୍ଧୀୟ ସାଇକୋସିସ ଥିବା ବୟସ୍କ ବ୍ୟକ୍ତିଙ୍କୁ ଏହି ଔଷଧ ଦେଲେ ମୃତ୍ୟୁ ଆଶଙ୍କା ଅଧିକ ହୋଇପାରେ। [୬] ଏହା ଜିଭ ତଳେ ଦେଇ ବ୍ୟବହୃତ ହୁଏ [୭]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡ ବୁଲାଇବା, ଓଜନ ବୃଦ୍ଧି, ଗତିବିଧି ସମସ୍ୟା ଏବଂ ପାଟି ମଧ୍ୟରେ କାଲୁଆ ହୋଇପାରେ । [୬] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଷ୍ଟ୍ରୋକ, ନିଉରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ, ଟାର୍ଡିଭ୍ ଡିସକାଇନେସିଆ, ମହୁମେହ, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ବାତ ଏବଂ ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ହୋଇପାରେ। [୬] ଏହା କିପରି କାମ କରେ ତାହା ସ୍ପଷ୍ଟ ନୁହେଁ, କିନ୍ତୁ ସେରୋଟୋନିନ୍ ଏବଂ ଡୋପାମାଇନ୍ ରିସେପ୍ଟରଗୁଡିକୁ ଅବରୋଧ କରିବା ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ । [୧]

୨୦୦୯ ମସିହାରେ ଆମେରିକାରେ ଏବଂ ୨୦୧୦ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଆସେନାପାଇନ ଅନୁମୋଦିତ ହୋଇଥିଲା। [୬][୧] ପ୍ରଥମ ଜେନେରିକ୍ ସଂସ୍କରଣ ୨୦୨୦ରେ ଅନୁମୋଦିତ ହୋଇଥିଲା ।[୮] ଯୁକ୍ତରାଜ୍ୟରେ ୨୦୨୧ରେ ପ୍ରତି ମାସରେ ପ୍ରାୟ £୧୦୦ ପାଉଣ୍ଡ ଏଥିପାଇଁ ଖର୍ଚ୍ଚ ହୁଏ । [୯] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୨୦୦ ଡଲାର ଅଟେ । [୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Sycrest EPAR". European Medicines Agency (EMA). Archived from the original on 15 August 2020. Retrieved 9 September 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Sycrest 5mg sublingual tablets - Summary of Product Characteristics (SmPC)". (emc). Archived from the original on 23 September 2020. Retrieved 9 September 2020.
  3. ୩.୦ ୩.୧ ୩.୨ ୩.୩ ୩.୪ "Product Information Saphris (asenapine maleate)" (PDF). TGA eBusiness Services. Merck Sharp & Dohme (Australia) Pty Limited. 14 January 2013. Archived from the original on 2 April 2019. Retrieved 23 October 2013.
  4. ୪.୦ ୪.୧ ୪.୨ ୪.୩ ୪.୪ "Saphris (asenapine maleate) tablet". DailyMed. Organon Pharmaceuticals. March 2013. Archived from the original on 3 December 2013. Retrieved 23 October 2013.
  5. ୫.୦ ୫.୧ ୫.୨ ୫.୩ ୫.୪ "Product information Sycrest – EMEA/H/C/001177 –II/0012" (PDF). European Medicines Agency. N.V. Organon. 21 February 2013. Archived (PDF) from the original on 28 July 2017. Retrieved 23 October 2013.
  6. ୬.୦ ୬.୧ ୬.୨ ୬.୩ ୬.୪ "DailyMed - SAPHRIS- asenapine maleate tablet". dailymed.nlm.nih.gov. Archived from the original on 13 November 2021. Retrieved 16 January 2022.
  7. "Asenapine". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 16 January 2022. Retrieved 16 January 2022.
  8. Research, Center for Drug Evaluation and (23 February 2021). "2020 First Generic Drug Approvals". FDA (in ଇଂରାଜୀ). Archived from the original on 26 September 2021. Retrieved 16 January 2022.
  9. BNF 81: March-September 2021. BMJ Group and the Pharmaceutical Press. 2021. p. 376. ISBN 978-0857114105.
  10. "Asenapine Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Archived from the original on 23 October 2016. Retrieved 16 January 2022.