ଉଇକିପିଡ଼ିଆ:ଜନ୍ମତିଥି ୯
20°18′58″N 85°49′16″E / 20.316095°N 85.821149°E
ଉପକ୍ରମ
[ସମ୍ପାଦନା]ଏହି ଉଇକିପିଡ଼ିଆ ମେଳଣଟି ଭୁବନେଶ୍ୱର ଠାରେ ଓଡ଼ିଆ ଉଇକିପିଡ଼ିଆର ୯ମ ଜନ୍ମତିଥି ପାଳନ ନିମନ୍ତେ ଏକ ଉତ୍ସବ । ଏହି ମେଳଣଟି ଯାହା ସାଧାରଣ ଲୋକଙ୍କୁ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ବାବଦରେ ଆଲୋଚନା, ଜନସଚେତନତା ଓ ଏହା ସପକ୍ଷରେ ଯୁକ୍ତିକରିବା ନିମନ୍ତେ କରାଯାଉଅଛି ।
ମେଳଣ ଆଗରୁ କିଛି ଆଲୋଚନା ଆଲୋଚନା ପୃଷ୍ଠାରେ କରିବାକୁ ଅନୁରୋଧ ।
ଜାଗା ଓ ଠିକଣା ( Venue and Date )
[ସମ୍ପାଦନା]ତାରିଖ: ମଙ୍ଗଳବାର, ୨୯-ଜାନୁଆରୀ-୨୦୧୩ ସକାଳ ୧୦:୩୦ ଟା IST
ସ୍ଥାନ :
ଏକାଡେମୀ ଫର ମିଡ଼ିଆ ଲର୍ଣ୍ଣିଙ୍ଗ,
ଏମ-୬, ସାମନ୍ତ ବିହାର,
କଳିଙ୍ଗ ହସପିଟାଲ ଛକ ନିକଟ,
ଭୁବନେଶ୍ଵର-୭୫୧ ୦୧୭, ଓଡ଼ିଶା
ଗୁଗଲ ମାନଚିତ୍ର ଦେଖନ୍ତୁ
Date: Tueseday, 29-January-2013 10:30 AM IST
Venue:
Academy for Media Learning
M-6, Samanta Vihar
Near Kalinga Hospital Square,
Bhubaneswar-751 017, Odisha
See Google map here
କେଉଁ ମାନେ ଭାଗ ନେଇପାରିବେ (Who can participate)
[ସମ୍ପାଦନା]ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ ଭୁବନେଶ୍ୱର ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ । ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କୁ ପଟୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।
ମୂଳ ପ୍ରସଙ୍ଗ (Agenda)
[ସମ୍ପାଦନା]ଓଡ଼ିଆରେ
[ସମ୍ପାଦନା]- ଉଇକିପିଡ଼ିଆ ବାବଦରେ ଆଲୋଚନା
- ଓଡ଼ିଆ ଉଇକିପିଡ଼ିଆର ୯ମ ଜନ୍ମତିଥି ପାଳନ
- ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି ଓ ନୂଆ ଉଇକିପ୍ରକଳ୍ପ ବାବଦରେ ଆଲୋଚନା
- ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା
In English
[ସମ୍ପାଦନା]- Introducing Wikipedia
- Celebrating Odia Wikipedia's 9th birthday!
- Current status of Odia Wikipedia and WikiProjects
- Press meet
ଆୟୋଜନ କରୁଛନ୍ତି (Organizers)
[ସମ୍ପାଦନା]ପ୍ରେସ ବିଜ୍ଞପ୍ତି
[ସମ୍ପାଦନା]ସବିଶେଷ ଏଠାରେ ପଢ଼ନ୍ତୁ (ଏଠାରୁ ଇଂରାଜୀରେ ପଢ଼ନ୍ତୁ)
ପାଳନ ଆଗର ଖବର
[ସମ୍ପାଦନା]ଭାଗନେଉଛନ୍ତି (Participants)
[ସମ୍ପାଦନା]ଯଦି ଆପଣଙ୍କର ବ୍ୟବହାରକାରୀ ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ବ୍ୟବହାରକାରୀ ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"
ନାଆଁ ଲେଖାଇଥିଲେ (Signed up)
[ସମ୍ପାଦନା]ଶୁଭେଚ୍ଛା (Best wishes)
[ସମ୍ପାଦନା]ଖବରରେ (In News)
[ସମ୍ପାଦନା]- ଓଡ଼ିଆ ଉଇକିପିଡ଼ିଆର ନବମ ଜନ୍ମତିଥି ଅବସରରେ କର୍ମଶାଳା: ଇମିଡ଼ିଆରେ ଓଡ଼ିଆ ଭାଷାର ପ୍ରୟୋଗ. ଓଡ଼ିଶାନ୍
- ଲିପି ବ୍ୟାକରଣ ଓ ମାନକ ଭାଷାର ପ୍ରୟୋଗ ଜରୁରୀ. ସମ୍ବାଦ
- Odisha: Workshop organized on 9th Anniversary of Odia language: Application of Odia language in e-media. eindiadiary.com
- Odisha: Workshop organized on 9th Anniversary of Odia language: Application of Odia language in e-media. orissadiary.com
- Odisha: Workshop organized on 9th Anniversary of Odia language: Application of Odia language in e-media. 'indiaeducationdiary.in
ଫେସବୁକ (Facebook)
[ସମ୍ପାଦନା]- ଏହି ମେଳଣର ତାଜାଖବର ଫେସବୁକରେ/ Find the updates in facebook at ଫେସବୁକରେ ତାଜା ଖବର
ଟୁଇଟର (Twitter)
[ସମ୍ପାଦନା]- Tweet with #WPMBBS4 twitter hashtag ଟୁଇଟରରେ ଏହି କର୍ମଶାଳାର କଥାସବୁ ଖୋଜନ୍ତୁ (Search in Twitter for all the updates)
ଫଟୋ (Photos)
[ସମ୍ପାଦନା]ଫଟସବୁ ଉଇକି କମନ୍ସରେ ଶ୍ରେଣୀ ସହ ରଖନ୍ତୁ (Please upload to commons and add category) Commons:Category:Bhubaneswar Odia Meetup 2013Jan29