ବ୍ୟବହାରକାରୀଙ୍କ ଆଲୋଚନା:Kamalakanta777

Page contents not supported in other languages.
ଉଇକିପିଡ଼ିଆ‌ରୁ

ମୋ ନା କମଳାକାନ୍ତ ନାୟକ ଓ ମୋ ଘର ଓଡିଶା ର କଟକ ଠାରେ

Hello, I have enabled rollback on your account. Use only to revert clear cases of vandalism and your own edit. For more read Wikipedia:Rollback and Wikipedia:New admin school/Rollback. Let me know if you want me to remove the right. :-) -- ଅଂଶୁମାନ ତାର ଯୋଡ଼ିବେ? ୦୯:୩୯, ୧୧ ଜୁନ ୨୦୧୨ (UTC)

ଶବ୍ଦ ପରିବର୍ତ୍ତନ ବିଷୟରେ[ସମ୍ପାଦନା]

ଆପଣ ଆଲୋଚନାରେ ଭାଗ ନେଇଥିବାରୁ ବହୁତ ଧନ୍ୟବାଦ । ମାସେରୁ ଅଧିକ ସମୟ ବିତିଗଲାଣି; ତ ଅନ୍ତିମ ପରିଣାମ ରଖିଲି । -- ଅଂଶୁମାନ ତାର ଯୋଡ଼ିବେ? ୧୭:୧୦, ୧୧ ଜୁଲାଇ ୨୦୧୨ (UTC)

Hi Kamalakanta. It was good meeting you. Heard that some new articles have been created after our meeting. Wonderful!! Keep up the good work. I hope you have remembered the promise you made to me about growing the Odia Wikipedia Vishnu (talk)୧୧:୫୦, ୨୧ ମାର୍ଚ୍ଚ ୨୦୧୩ (UTC)

ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମତିଥି ପାଳନ

ଆଦରର Kamalakanta777,

ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ ।

-- ଅଂଶୁମାନ ତାର ଯୋଡ଼ିବେ? ୧୮:୨୬, ୨୫ ଜାନୁଆରୀ ୨୦୧୪ (UTC)

ତମ ନୂଆ ଚାକିରି ପାଇଁ ବଧାଇ[ସମ୍ପାଦନା]

କମଳା ଭାଇ, ସମ୍ବାଦରେ ତମ ଜଏନ ଖବର ଶୁଣି ଖୁସି ଲାଗିଲା । ବଧାଇତେ ନିଅ! :) ଆଉ ତମ ଲେଖା ସବୁ ସମ୍ବାଦରେ ବାହାରିବା ଦେଖି ଖାଲି ବଧାଇ ଦେବିନି, ବରଂ ଓଡ଼ିଆ ଉଇକିପିଡ଼ିଆରେ ସେସବୁକୁ ଆଧାର ଭାବେ ବ୍ୟବହାର କରି ଲେଖାଗୁଡ଼ାକ ସମୃଦ୍ଧ କର । --ସୁଭାସିସ ପାଣିଗାହି କଥା ୦୪:୫୭, ୧୧ ଅକ୍ଟୋବର ୨୦୧୪ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--ଆଦିତ୍ୟ ମହାର (ଆଲୋଚନା) ୦୪:୪୧, ୨୧ ଅକ୍ଟୋବର ୨୦୧୫ (UTC)

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ[ସମ୍ପାଦନା]

ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ!

--ନିଷ୍ଠାରଞ୍ଜନଦାଶtalk

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ।

--ଶୈଳେଶ (ପଚାରିବେ କିଛି?)

କିଛି ଲେଖାଗୁଡ଼ିକୁ ଉପପୃଷ୍ଠାକୁ ଆଣିଲି[ସମ୍ପାଦନା]

ଭାଇ ତୁମର କିଛି ଲେଖାଗୁଡ଼ିକୁ ଉପପୃଷ୍ଠାକୁ ଆଣିଲି, ଯେହେତୁ ସେଥିରେ ବେଶୀ କିଛି ତଥ୍ୟ ଓ ଆଧାର ନାହିଁ ; User:Kamalakanta777/ରୂପା ଦାସ, User:Kamalakanta777/ବାହାରିନ, User:Kamalakanta777/ମାଲି, User:Kamalakanta777/ମାଳଦ୍ଵୀପ । -- ଅଂଶୁମାନ ତାର ଯୋଡ଼ିବେ? ୧୬:୫୮, ୪ ମାର୍ଚ୍ଚ ୨୦୧୮ (IST)[reply]

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST)[reply]