ଦାମନଯୋଡ଼ି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଦାମନଯୋଡ଼ି
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକୋରାପୁଟ
ତହସିଲକୋରାପୁଟ
Time zoneIST (+୫.୩୦)
ଡାକ କୋଡ଼
୭୬୩୦୦୮[୧]
Area code+୦୬୮୫୩
ଯାନବାହାନ ପଞ୍ଚୀକରଣOD/୧୦

ଦାମନଯୋଡ଼ି ଓଡ଼ିଶାର କୋରାପୁଟ ଜିଲ୍ଲାର କୋରାପୁଟ ବ୍ଲକ ଅନ୍ତର୍ଗତ ଏକ ସହର । ଏହି ସହରଟି ପଟାଙ୍ଗୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ନାଲକୋର ବକ୍ସାଇଟ ଖଣି ଓ ଆଲୁମିନା ବିଶୋଧନ କାରଖାନାକୁ ନେ‍ଇ ଏହି ସହର ଗଢିଉଠିଛି ।

ଗମନାଗମନ[ସମ୍ପାଦନା]

ଏହା ଜିଲ୍ଲାର ସଦର ମହକୁମା କୋରାପୁଟ ଠାରୁ ୩୬ କି.ମି. ଦୂରରେ ଅବସ୍ଥିତ । ଜାତୀୟ ରାଜପଥ 26 (ପୁରୁଣା ଜାତୀୟ ରାଜପଥ 43, ଜୟପୁର- ବିଜୟନଗରମ) ଉପରେ ଅବସ୍ଥିତ ସେମିଳିଗୁଡାଠାରୁ ଦାମନଯୋଡିର ଦୂରତା ପ୍ରାୟ ୧୧ କିଲୋମିଟର । ଏଠାରୁ ଗମନାଗମନ ନିମଂତେ ଅନେକ ବେସରକାରୀ ବସ ସେବା ତଥା ଓ.ଏସ.ଆର୍.ଟି.ସି (ସରକାରୀ) ବସ ଉପଲବ୍ଧ ହୁଏ । ଏହି ବସଗୁଡ଼ିକ ସୁନାବେଡା, କୋରାପୁଟ୍, ଜୟପୁର, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ବିଜୟନଗରମ ଆଦି ସ୍ଥାନକୁ ଯାଇଥାଆଂତି ।

ଦାମନଯୋଡିକୁ ମଧ୍ୟ ରେଳ ସୁବିଧା ଉପଲବ୍ଧ ଅଛି । ପୂର୍ବ ତଟ ରେଳର କୋରାପୁଟ-ରାୟଗଡା ରେଳପଥ ଉପରେ ଦାମନଯୋଡି ଷ୍ଟେସନ ଏହି ସହର ମଧ୍ୟରେ ଅବସ୍ଥିତ[୨] । ୪ଟି ଏକ୍ସପ୍ରେସ୍‍ ତଥା ଦୁଇଟି ସାଧାରଣ ଯାତ୍ରୀବାହି ରେଳଗାଡି ଏହି ଷ୍ଟେସନ ଦୈ ଯାତାୟତ କରିଥାଂତି ।

ଶିକ୍ଷା[ସମ୍ପାଦନା]

ଦାମନଜୋଡିର ମୁଲ ନିବାସି ନାଲ୍କୋରେ ଚାକିରି କରୁଥିବାରୁ ଏଠାକାର ନାଲ୍କୋ ଟୋଉନଶିପ୍ ମଦ୍ଯରେ  କର୍ମଚାରିମାନନ୍କ ପିଲାମାନନ୍କ ପାଠ ପଢ଼ା ପାଂଇ ଦୁଇଟି ସ୍କୁଲ୍ ରହିଛି. ଏଇ ଗୁଡି କ ହେଉଛି ଦିଲ୍ଲୀ ପୁବ୍ଲିକ୍ ସ୍କୁଲ୍ ଉ ସରସ୍wଅତି ସିଶି ବିଦ୍ଯା ମନ୍ଦିର୍.ଉଚ୍ହ ଶିଖ୍ୟାର ମାନ ସହ ଭଲ ବ୍ଯବସ୍ଥା ସହ ଏହି ଦୁଈଟି ସ୍କୁଲ୍ ଭଲ ଚାତ୍ର ଚାତ୍ରି ସୃସ୍ଟି କରିବାରେ ସଫଳ ହୋଈଛି. ଦାମାନଜୋଡିର ଅଞ ଜାଗାରେ ରହୁଥିବା ପିଲାମାନ୍କ ପାଇଂ ଏହି ଦୁଇଟି ସ୍କୁଲ୍ ଛଡା ଅଞ ସ୍କୁଲ୍ ମଧ୍ଯ ରହିଛି ତାହା ହେଉଛି ଔରୋବିନ୍ଡୋ ପୁର୍ନାଙ ଶିକ୍ଷା କେନ୍ଡ୍ର,ମାଲୁଶନ୍ତା ଛାତ୍ରି ବିଦ୍ଯାଳଯ ଓ ଆଲୁମିନା ସ୍କୁଲ୍.

ସଂସ୍କୃତି[ସମ୍ପାଦନା]

ଆଧାର[ସମ୍ପାଦନା]

  1. onefivenine.com
  2. http://indiarailinfo.com/station/map/damanjodi-dmnj/1994. Retrieved 13 August 2016. {{cite web}}: |first= missing |last= (help); Missing or empty |title= (help)