ନ୍ୟାସନାଲ ଆଲୁମିନିୟମ କମ୍ପାନି
ଦେଖଣା
(ନାଲକୋରୁ ଲେଉଟି ଆସିଛି)
ନେସ୍ନାଲ୍ ଆଲୁମିନିଅମ୍ କମ୍ପାନିର ଲୋଗୋ | |
| ପ୍ରକାର | ସାର୍ବଜନିକ କମ୍ପାନି |
|---|---|
| ସଂସ୍ଥାର ପ୍ରକାର | ଆଲୁମିନିଅମ୍ ଧାତୁ ଶିଳ୍ପ |
| ତିଆରି କରାଯାଇଥିଲା | ୯ ଜାନୁୟାରୀ, ୧୯୮୧ |
| ପ୍ରତିଷ୍ଠାତା | ଭାରତ ସରକାର |
| ମୂଖ୍ୟାଳୟ | ଭୁବନେଶ୍ୱର,ଓଡ଼ିଶା,ଭାରତ |
| ଜାଗା | ଦାମନଯୋଡି, ଅନୁଗୁଳ |
| ମୂଳ ଲୋକ | ଶ୍ରୀ ଅଂଶୁମାନ ଦାସ (ସି. ଏମ. ଡି.) [୧] |
| ପ୍ରଡକ୍ଟ | ଆଲୁମିନିଅମ୍ ଧାତୁ ଉତ୍ପାଦ, ଆଲୁମିନା,ଜିଓଲାଇଟ - ଏ [୨] |
| ସେବା | ବିଜୁଳି ବ୍ୟବସାୟ |
| ଲାଭ | ୧୫୯.୭୦ କୋଟି (କର ବାଦ ଦେଇ ମୋଟ ଲାଭ, ତ୍ରୈମାସିକ, ଜୁନ ୨୦୧୩)[୩] |
| Operating income | {{{operating_income}}} |
| Net income | {{{net_income}}} |
| AUM | {{{aum}}} |
| ମୋଟ ସମ୍ପତ୍ତି | ୧୬୩୨୬.୯୫ କୋଟି (୩୧/୦୩/୨୦୧୩ ସୁଦ୍ଧା) |
| Total equity | {{{equity}}} |
| ମାଲିକ | ଭାରତ ସରକାର (୮୧.୦୬%), ଭାରତୀୟ ଜୀବନ ବୀମା ନିଗମ (୭.୦୮%) , ବାକି ସାଧାରଣ ନିବେଶକ ଓ ମ୍ୟୁଚୁଆଲ ଫଣ୍ଡ |
| କର୍ମଚାରୀ ସଂଖ୍ୟା | ୭୫୫୫ (୩୧/୦୩/୨୦୧୩ ସୁଦ୍ଧା) |
| ବିଭାଗ | .. |
| Traded as | NSE: NATIONALUM BSE: 532234 |
| ୱେବସାଇଟ | www |
| References: {{{footnotes}}} | |
ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ) ଏସିଆର ବୃହତମ ଆଲୁମିନିୟମ କମ୍ପାନି ଅଟେ । ଏହା ୧୯୮୧ ମସିହାରେ ଭାରତ ସରକାରଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ଏହି କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ଅଛି । ଓଡ଼ିଶାର ଦାମନଯୋଡି ଓ ଅନୁଗୁଳ ନାଲକୋର ସମନ୍ୱିତ ଆଲୁମିନିୟମ କମ୍ପ୍ଲେକ୍ସମାନ ରହିଛି । ନାଲକୋ ନିଜସ୍ୱ ଖଣିରୁ ବକ୍ସାଇଟ ଉତ୍ତୋଳୋନ କରି ସେଥିରୁ ଆଲୁମିନା, ଆଲୁମିନିୟମ ତିଆରି କରେ । ଏହି ଉତ୍ପାଦସବୁ ନାଲକୋ ଉଭୟ ଭାରତ ଭିତରେ ବିକ୍ରୀ ତଥା ବିଦେଶ ରପ୍ତାନି କରେ ।