ସେମିଳିଗୁଡ଼ା

ଉଇକିପିଡ଼ିଆ ରୁ
(ସେମିଳିଗୁଡା ରୁ ଲେଉଟି ଆସିଛି)
Jump to navigation Jump to search
ସେମିଳିଗୁଡ଼ା
town
ସେମିଳିଗୁଡ଼ା is located in ଓଡ଼ିଶା
ସେମିଳିଗୁଡ଼ା
ସେମିଳିଗୁଡ଼ା
ସେମିଳିଗୁଡ଼ା is located in India
ସେମିଳିଗୁଡ଼ା
ସେମିଳିଗୁଡ଼ା
Location in Odisha, India
ଅବସ୍ଥିତି: 18°42′25″N 82°51′11″E / 18.70694°N 82.85306°E / 18.70694; 82.85306Coordinates: 18°42′25″N 82°51′11″E / 18.70694°N 82.85306°E / 18.70694; 82.85306
Country India
StateOdisha
DistrictKoraput
Languages
 • OfficialOdia
IST (UTC+5:30)
ପିନ କୋଡ଼764 036
Telephone code06853
ଗାଡ଼ି ପଞ୍ଜିକରଣOD10
ୱେବସାଇଟodisha.gov.in

ସେମିଳିଗୁଡା ଓଡ଼ିଶାର କୋରାପୁଟ ଜିଲ୍ଲାର ଏକ ବ୍ଲକ[୧] ଅଟେ । ଏହା ପ୍ରଥମେ ଏକ ଗ୍ରାମ ଥିଲା, ମାତ୍ର ବର୍ତ୍ତମାନ ଏହା ଏକ ଛୋଟ ସହର । ସୁନାବେଡା ମୁନିସିପାଲିଟିର[୨] ଏହା ଅକ ଅଂଶ ଅଟେ। ଜାତୀୟ ରାଜପଥ ୪୩ (ବର୍ତ୍ତମାନ ୨୬)ରେ କୋରାପୁଟ ଠାରୁ ପ୍ରାୟ ୨୨ କିଲୋମିଟର (ଦକ୍ଷିଣ ଆଡକୁ) ଗଲେ ସେମିଳିଗୁଡାରେ ପହଂଚିହେବ । ଏଠାରୁ ନଂଦପୁର ଦେଇ ପାଡୁଆକୁ ଗୋଟିଏ ରାସ୍ତା ବାହାରିଛି । ଏଚ୍‍ ଏ ଏଲ୍‍ ସୁନାବେଡା ତଥା ନାଲକୋ ଦାମନଯୋଡି ଏହାର ଅତି ନିକଟରେ ଅବସ୍ଥିତ ଅଟଂତି । ଏ ଅଂଚଳର ଏହା ଏକ ବ୍ୟବସାୟ କେଂଦ୍ର ତଥା ସହର ପାଲଟିଲାଣି[୩]


ଜନ ସଂଖ୍ୟା[ସମ୍ପାଦନା]

୧୯୬୧ ମସିହାର ଜନଗଣନା ଅନୁସାରେ ସେମିଳିଗୁଡା ଗ୍ରାମର ଜନ ସଂଖ୍ୟା ଥିଲା ୮୪୮[୪] । ୨୦୧୧ ମସିହାର ଭାରତର ଜନ ଗଣନା ଅନୁସାରେ ସେମୀଳିଗୁଡା ବ୍ଲକର ଜନ ସଂଖ୍ୟା ଥିଲା ୨୨୨୪୭[୫] |

ସେମିଳିଗୁଡା ମିଶ୍ରିତ କୃଷି ଫାର୍ମ[ସମ୍ପାଦନା]

୧୯୬୩ ମସିହାରେ ସେମିଳିଗୁଡାଠାରେ ଓଡ଼ିଶା ସରକାରଂକଦ୍ୱାରା ଏକ ମିଶ୍ରିତ କୃଷି ଫାର୍ମ ପ୍ରତିଷ୍ଠା କରାଯାଇଥିଲା । ଏହି ମିଶ୍ରିତ କୃଷି ଫାର୍ମର ଆୟତନ ଥିଲା ୩୫୨.୬ ହେକ୍ଟର , ଯେଉଁଥିରୁ ଚାଷ ଜମି ଥିଲା ୧୬୪ ହେକ୍ଟର ।

This is a scenic photo of the dam for OUAT Agriculture Farm Semiliguda in the district of Koraput Odisha. This was built in the 1960s by Government Odisha.

ଆଧାର ସମୂହ[ସମ୍ପାଦନା]

  1. "Koraput District Portal".
  2. "ସୁନାବେଡା ମୁନିସିପାଲିଟି କାଉନ୍ସିଲ".
  3. Tara, Datta (2016). ODISHA DISTRICT GAZETTEERS - KORAPUT (PDF). BHUBANESWAR: GOPABANDHU ACADEMY OF ADMINISTRATION [GAZETTEERS UNIT] GENERAL ADMINISTRATION DEPARTMENT GOVERNMENT OF ODISHA. p. 160.
  4. ନୀଳମଣି (ICS- Retd), ସେନାପତି (1966). କୋରାପୁଟ ଗେଜେଟ୍ଟିୟର. Bhubaneswar: Orissa District Gazetterers, Govt of Orissa. p. 444.
  5. "Similiguda Block Population, Caste, Religion Data - Koraput district, Odisha". Census India. Retrieved 3 June 2018.