ବେହେରା
ଦେଖଣା
ବେହେରା | |
— ଗ୍ରାମ — | |
ଦିଗବାରେଣି | 19°44′56.094″N 82°41′2.832″E / 19.74891500°N 82.68412000°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | କଳାହାଣ୍ଡି |
ଲୋକସଂଖ୍ୟା | ୬,୯୪୮ (2011[update]) |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା |
• 262 metres (860 ft) |
ପାଦଟୀକା
|
ବେହେରା ଧର୍ମଗଡ ବ୍ଲକ ଅନ୍ତର୍ଗତ ଏକ ଗ୍ରାମ ଏବଂ ଗ୍ରାମ ପଞ୍ଚାୟତ । [୧] ଏହା ଦଣ୍ଡପାଟ ଅଞ୍ଚଳର ପ୍ରମୁଖ ସ୍ଥାନ ।
ଜନସଂଖ୍ୟା
[ସମ୍ପାଦନା]2011 ଜନଗଣନା ଅନୁସାରେ,ବେହେରାର ଜନସଂଖ୍ୟା ହେଉଛି 5416 ଜଣ । ପୁରୁଷଙ୍କ ସଂଖ୍ୟା 2747 ଜଣ ଓ ମହିଳାଙ୍କ ସଂଖ୍ୟା 2669 ଜଣ ।[୨]
ଭାଷା
[ସମ୍ପାଦନା]ସ୍ଥାନୀୟ ଭାଷା ହେଉଛି ଓଡ଼ିଆ ଭାଷା ସରକାରୀ କାର୍ଯ୍ୟରେ ବ୍ୟବହୃତ ହୁଏ ।[୩][୪]
ଗ୍ୟାଲେରି
[ସମ୍ପାଦନା]-
ସ୍ଥାନୀୟ ଲୋକ
-
ସୋରିଷ ଚାଷ
-
ବେହେରା ରାସ୍ତା
-
ବେହେରାରେ ଅନୁଷ୍ଠିତ କ୍ରିକେଟ ଟୁର୍ନାମେଣ୍ଟ
-
ମନୋରମ ଦୃଶ୍ୟ
ଆଧାର
[ସମ୍ପାଦନା]- ↑ http://www.onefivenine.com/india/villages/Kalahandi/Dharamagarh/Behera
- ↑ https://www.censusindia.co.in/villages/behera-population-kalahandi-odisha-424003
- ↑ https://odishatv.in/odisha/body-slider/odia-mandatory-odisha-official-language-bill-passed-in-assembly-292466
- ↑ https://timesofindia.indiatimes.com/city/bhubaneswar/Odisha-Govt-implements-Official-Language-Rules-2016/articleshow/53674018.cms