Jump to content

"ସୋନିକା ରାୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୨୫ କ ଧାଡ଼ି: ୨୫ କ ଧାଡ଼ି:
ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗନେବା ପାଇଁ ସୋନିକା ୨୦୧୪ରେ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ ।<ref name="ସ୍ୱପ୍ନ ସନ୍ଧାନରେ ସୋନିକା"/> ୨୦୧୪ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗୀତାରେ ସେ ପ୍ରଥମେ ଭାଗ ନେଇଥିଲେ । ଏହାପରେ ସେ ମିସ୍ ଓଡ଼ିଶା ଓଡ଼ିଶା ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗୀତାରେ ସେ ମିସ୍ ଫଟୋଜେନିକ୍ ପୁରସ୍କାର ପାଇଥିଲେ ଏବଂ ପ୍ରଥମ ରନର୍ସଅପ୍ ହୋଇଥିଲେ ।<ref name="ମିସ୍ ଇଣ୍ଡିଆ ପ୍ୟାସିଫିକ୍ - ୨୦୧୭ ହେଲେ ଓଡିଆ ଝିଅ ସୋନିକା">{{cite news|title=ମିସ୍ ଇଣ୍ଡିଆ ପ୍ୟାସିଫିକ୍ - ୨୦୧୭ ହେଲେ ଓଡିଆ ଝିଅ ସୋନିକା|url=https://m.dailyhunt.in/news/india/oriya/khabar+odisha-epaper-khabodi/mis+indiaa+pyasiphik+2017+hele+odiaa+jhia+sonika-newsid-69151130|accessdate=29 October 2017|newspaper=Dailyhunt|date=19 June 2017}}</ref> ୨୦୧୫ରେ ସେ ଫେମିନ୍ ମିସ୍ ଇଣ୍ଡିଆରେ ପୁଣିଥରେ ଭାଗନେଇଥିଲେ ଏବଂ ଫାଇନାଲଯାଏଁ ଯାଇଥିଲେ । ୨୦୧୬ ମସିହାରେ ଅନୁଷ୍ଠିତ ମିସ୍ ଆର୍ଥ ଇଣ୍ଡିଆରେ ସୋନିକା ଭାଗନେଇଥିଲ ଏବଂ ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ସେ ରହିଥିଲେ ।<ref name="ସୁପର୍ ସିକ୍ସରେ ସୋନିକା">{{cite news|title=ସୁପର୍ ସିକ୍ସରେ ସୋନିକା|url=http://kanaknews.com/sonika-ray-super-6/|accessdate=29 October 2017|newspaper=କନ‌କ ନ୍ୟୁଜ୍|date=7 April 2016}}</ref>
ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗନେବା ପାଇଁ ସୋନିକା ୨୦୧୪ରେ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ ।<ref name="ସ୍ୱପ୍ନ ସନ୍ଧାନରେ ସୋନିକା"/> ୨୦୧୪ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗୀତାରେ ସେ ପ୍ରଥମେ ଭାଗ ନେଇଥିଲେ । ଏହାପରେ ସେ ମିସ୍ ଓଡ଼ିଶା ଓଡ଼ିଶା ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗୀତାରେ ସେ ମିସ୍ ଫଟୋଜେନିକ୍ ପୁରସ୍କାର ପାଇଥିଲେ ଏବଂ ପ୍ରଥମ ରନର୍ସଅପ୍ ହୋଇଥିଲେ ।<ref name="ମିସ୍ ଇଣ୍ଡିଆ ପ୍ୟାସିଫିକ୍ - ୨୦୧୭ ହେଲେ ଓଡିଆ ଝିଅ ସୋନିକା">{{cite news|title=ମିସ୍ ଇଣ୍ଡିଆ ପ୍ୟାସିଫିକ୍ - ୨୦୧୭ ହେଲେ ଓଡିଆ ଝିଅ ସୋନିକା|url=https://m.dailyhunt.in/news/india/oriya/khabar+odisha-epaper-khabodi/mis+indiaa+pyasiphik+2017+hele+odiaa+jhia+sonika-newsid-69151130|accessdate=29 October 2017|newspaper=Dailyhunt|date=19 June 2017}}</ref> ୨୦୧୫ରେ ସେ ଫେମିନ୍ ମିସ୍ ଇଣ୍ଡିଆରେ ପୁଣିଥରେ ଭାଗନେଇଥିଲେ ଏବଂ ଫାଇନାଲଯାଏଁ ଯାଇଥିଲେ । ୨୦୧୬ ମସିହାରେ ଅନୁଷ୍ଠିତ ମିସ୍ ଆର୍ଥ ଇଣ୍ଡିଆରେ ସୋନିକା ଭାଗନେଇଥିଲ ଏବଂ ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ସେ ରହିଥିଲେ ।<ref name="ସୁପର୍ ସିକ୍ସରେ ସୋନିକା">{{cite news|title=ସୁପର୍ ସିକ୍ସରେ ସୋନିକା|url=http://kanaknews.com/sonika-ray-super-6/|accessdate=29 October 2017|newspaper=କନ‌କ ନ୍ୟୁଜ୍|date=7 April 2016}}</ref>


୨୦୧୭ରେ ଅନୁଷ୍ଠିତ ଫେମିନା ମିସ୍ ଇଣ୍ଡିଆରେ ସେ ଭାଗ ନେଇଥିଲେ ଏବଂ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ । ଏହାପରେ ଏସିଆ ପାସିଫିକ୍ ପିଜାଣ୍ଟା ତରଫରୁ ତାଙ୍କୁ ସୁଯୋଗ ମିଳିଥିଲା ।<ref>{{cite news|title=Miss Asia Pacific International-2017: Odia girl Sonika Roy to represent India|url=http://odishatv.in/odisha/body-slider/miss-asia-pacific-international-2017-odia-girl-sonika-roy-to-represent-india-250655/|accessdate=29 October 2017|newspaper=O TV|date=25 October 2017}}</ref><ref>{{cite news|title=ମିସ୍ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସନାଲ ୨୦୧୭ – ଓଡିଆ ଝିଅ ସୋନିକା ରାୟ ମନୋନୀତ|url=http://enewsodia.com/odia-girl-sonika-roy-to-represent-india-in-miss-asia-pacific-international-2017/|accessdate=29 October 2017|newspaper=E News ଓଡ଼ିଆ|date=25 October 2017}}</ref> ସେ ମିସ୍ ଏସିଆ ପ୍ୟାସିଫିକ୍ ୨୦୧୭ର ବିଜୟିନୀ ହୋଇଥିଲେ । ନଭେମ୍ବର ଦ୍ୱିତୀୟ ସପ୍ତାହରେ ଫିଲିପାଇନ୍ସରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସ୍ନାଲ ପ୍ରତିଯୋଗୀତା ୨୦୧୭ରେ ସୋନିକା ଭାରତକୁ ପ୍ରତିନିଧିତ୍ୱ କରିବେ ।<ref>{{cite news|title=Odisha’s Sonika Roy to represent India in Miss Asia Pacific International 2017|url=http://pragativadi.com/odishas-sonika-roy-represent-india-miss-asia-pacific-international-2017/|accessdate=29 October 2017|newspaper=Pragatibadi|date=25 October 2017}}</ref><ref>{{cite news|title=Odia Girl Sonika Roy To Represent India In 'Miss Asia Pacific International 2017' Pageant|url=http://ommcomnews.com/public/odia-girl-sonika-roy-to-represent-india-in-miss-asia-pacific-international-2017-pageant?utm_campaign=shareaholic&utm_medium=facebook&utm_source=socialnetwork|accessdate=29 October 2017|newspaper=OMMCOM News|date=26 October 2017}}</ref><ref>{{cite news|title=ମିସ୍ ଏସିଆ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସୋନିକା|url=http://odishareporter.in/odisha/sonika-ray-in-miss-asia-competition/|accessdate=29 October 2017|newspaper=Odisha Reporter|date=25 October 2017}}</ref><ref>{{cite news|title=ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଓଡିଆ ଝିଅ ସୋନିକା|url=http://odishaupdate.in/sonika-rai/|accessdate=29 October 2017|newspaper=Update Odisha|date=25 October 2017}}</ref><ref>{{cite news|last=Bhoi|first=Sudhir|title=ମିସ୍ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସନାଲରେ ଏକମାତ୍ର ଓଡ଼ିଆ ଝିଅ ସୋନିକା ରାୟ|url=http://odishanews24.in/?p=297|accessdate=29 October 2017|newspaper=Odisha News 24|date=25 October 2017}}</ref> ମିସ୍ ଇଣ୍ଡିଆ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସ୍ନାଲ ପ୍ରତିଯୋଗୀତା ପାଇଁ ସାରା ଦେଶରୁ ପ୍ରାୟ ୪୦ଟି ପ୍ରୋଫାଇଲ ଆସିଥିଲା । ୪୦ଟି ପ୍ରୋଫାଇଲ ମଧ୍ୟରୁ ବିଚାରକମାନେ ୭ଟି ପ୍ରୋଫାଇଲକୁ ବାଛିଥିଲେ । ସେହି ୭ ଜଣଙ୍କ ମଧ୍ୟରୁ କ୍ରାଉନ ପାଇବାରେ ସଫଳ ହୋଇଥିଲେ ସୋନିକା ।<ref name="ମିସ୍ ଇଣ୍ଡିଆ ପ୍ୟାସିଫିକ୍ - ୨୦୧୭ ହେଲେ ଓଡିଆ ଝିଅ ସୋନିକା"/>
୨୦୧୭ରେ ଅନୁଷ୍ଠିତ ଫେମିନା ମିସ୍ ଇଣ୍ଡିଆରେ ସେ ଭାଗ ନେଇଥିଲେ ଏବଂ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ ।<ref>{{cite news|title=Odia girl Sonika Roy meets Guv before leaving for Intl beauty paegent|url=http://www.odishabytes.com/odia-girl-sonika-roy-meets-guv-leaving-intl-beauty-paegent/|accessdate=29 October 2017|newspaper=Odisha Bytes|date=26 October 2017}}</ref> ଏହାପରେ ଏସିଆ ପାସିଫିକ୍ ପିଜାଣ୍ଟା ତରଫରୁ ତାଙ୍କୁ ସୁଯୋଗ ମିଳିଥିଲା ।<ref>{{cite news|title=Miss Asia Pacific International-2017: Odia girl Sonika Roy to represent India|url=http://odishatv.in/odisha/body-slider/miss-asia-pacific-international-2017-odia-girl-sonika-roy-to-represent-india-250655/|accessdate=29 October 2017|newspaper=O TV|date=25 October 2017}}</ref><ref>{{cite news|title=ମିସ୍ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସନାଲ ୨୦୧୭ – ଓଡିଆ ଝିଅ ସୋନିକା ରାୟ ମନୋନୀତ|url=http://enewsodia.com/odia-girl-sonika-roy-to-represent-india-in-miss-asia-pacific-international-2017/|accessdate=29 October 2017|newspaper=E News ଓଡ଼ିଆ|date=25 October 2017}}</ref> ସେ ମିସ୍ ଏସିଆ ପ୍ୟାସିଫିକ୍ ୨୦୧୭ର ବିଜୟିନୀ ହୋଇଥିଲେ । ନଭେମ୍ବର ଦ୍ୱିତୀୟ ସପ୍ତାହରେ ଫିଲିପାଇନ୍ସରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସ୍ନାଲ ପ୍ରତିଯୋଗୀତା ୨୦୧୭ରେ ସୋନିକା ଭାରତକୁ ପ୍ରତିନିଧିତ୍ୱ କରିବେ ।<ref>{{cite news|title=Odisha’s Sonika Roy to represent India in Miss Asia Pacific International 2017|url=http://pragativadi.com/odishas-sonika-roy-represent-india-miss-asia-pacific-international-2017/|accessdate=29 October 2017|newspaper=Pragatibadi|date=25 October 2017}}</ref><ref>{{cite news|title=Odia Girl Sonika Roy To Represent India In 'Miss Asia Pacific International 2017' Pageant|url=http://ommcomnews.com/public/odia-girl-sonika-roy-to-represent-india-in-miss-asia-pacific-international-2017-pageant?utm_campaign=shareaholic&utm_medium=facebook&utm_source=socialnetwork|accessdate=29 October 2017|newspaper=OMMCOM News|date=26 October 2017}}</ref><ref>{{cite news|title=ମିସ୍ ଏସିଆ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସୋନିକା|url=http://odishareporter.in/odisha/sonika-ray-in-miss-asia-competition/|accessdate=29 October 2017|newspaper=Odisha Reporter|date=25 October 2017}}</ref><ref>{{cite news|title=ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଓଡିଆ ଝିଅ ସୋନିକା|url=http://odishaupdate.in/sonika-rai/|accessdate=29 October 2017|newspaper=Update Odisha|date=25 October 2017}}</ref><ref>{{cite news|last=Bhoi|first=Sudhir|title=ମିସ୍ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସନାଲରେ ଏକମାତ୍ର ଓଡ଼ିଆ ଝିଅ ସୋନିକା ରାୟ|url=http://odishanews24.in/?p=297|accessdate=29 October 2017|newspaper=Odisha News 24|date=25 October 2017}}</ref> ମିସ୍ ଇଣ୍ଡିଆ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସ୍ନାଲ ପ୍ରତିଯୋଗୀତା ପାଇଁ ସାରା ଦେଶରୁ ପ୍ରାୟ ୪୦ଟି ପ୍ରୋଫାଇଲ ଆସିଥିଲା । ୪୦ଟି ପ୍ରୋଫାଇଲ ମଧ୍ୟରୁ ବିଚାରକମାନେ ୭ଟି ପ୍ରୋଫାଇଲକୁ ବାଛିଥିଲେ । ସେହି ୭ ଜଣଙ୍କ ମଧ୍ୟରୁ କ୍ରାଉନ ପାଇବାରେ ସଫଳ ହୋଇଥିଲେ ସୋନିକା ।<ref name="ମିସ୍ ଇଣ୍ଡିଆ ପ୍ୟାସିଫିକ୍ - ୨୦୧୭ ହେଲେ ଓଡିଆ ଝିଅ ସୋନିକା"/>


==ଅଭିନୟ==
==ଅଭିନୟ==

୧୧:୨୯, ୨୯ ଅକ୍ଟୋବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ସୋନିକା ରାୟ
ଜନ୍ମ
ସୋନିକା ରାୟ

(1994-04-10) ୧୦ ଅପ୍ରେଲ ୧୯୯୪ (ବୟସ ୩୦)[]
ବୃତ୍ତି(ସମୂହ)ମଡେଲିଂ
ଓଡ଼ିଆ କଥାଚିତ୍ର ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୪ରୁ-ଏବେଯାଏଁ

ସୋନିକା ରାୟ (ଜନ୍ମ: ୧୦ ଅପ୍ରେଲ ୧୯୯୪) ଜଣେ ଓଡ଼ିଆ ମଡେଲ ଏବଂ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[] ସେ ୨୦୧୭ରେ ମିସ୍ ଏସିଆ ପ୍ୟାସିଫିକ୍ ପ୍ରତିଯୋଗୀତାରେ ବିଜେତା ହୋଇଥିଲେ ।[] ୨୦୧୪ରେ ମିସ୍ ଓଡିଶା ପ୍ରତିଯୋଗୀତାର ସେ ପ୍ରଥମ ରନର୍ସଅପ୍ ହୋଇଥିଲେ । ସେ ଓଡ଼ିଆ କଥାଚିତ୍ର ରଙ୍ଗିଲା ବାବା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ପ୍ରାରମ୍ଭିକ ଜୀବନ

ସୋନିକା ୧୦ ଅପ୍ରେଲ ୧୯୯୪ରେ କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସୌମିତ୍ର ରାୟ କଟକ ବୋର୍ଡ଼ ଅଫିସ୍‌ରେ କାର୍ଯ୍ୟ କରୁଥିଲେ । ତେଣୁ ତାଙ୍କର ପିଲାଦିନ କଟରେ କଟିଥିଲା । ସୋନିକା ପିଲାଦିନରୁ ତାଙ୍କ ମାଆଙ୍କୁ ହରାଇଥିଲେ ଏବଂ ପରେ ସେ ଅଳ୍ପ ବୟସରେ ମଧ୍ୟ ତାଙ୍କ ପିତାଙ୍କ ହରାଇଥିଲେ ।[] ସେ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ସେହି ସମୟରେ ସେ କଳା ବିକାଶ କେନ୍ଦ୍ରରେ ଓଡ଼ିଶୀ ନୃତ୍ୟ କରୁଥିଲେ । ସେ ଗୁରୁ ଲକି ପ୍ରଜ୍ଞା ପ୍ରତିଷ୍ଠିତ ମହାନ୍ତିଠାରୁ ପ୍ରାୟ ତନିବର୍ଷ ଓଡ଼ିଶୀ ଶିକ୍ଷା କରିଥିଲେ । ଏହାପରେ ସେ ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କ ଶିକ୍ଷାକେନ୍ଦ୍ରରେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ।[]

ମଡେଲିଂ

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗନେବା ପାଇଁ ସୋନିକା ୨୦୧୪ରେ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ ।[] ୨୦୧୪ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗୀତାରେ ସେ ପ୍ରଥମେ ଭାଗ ନେଇଥିଲେ । ଏହାପରେ ସେ ମିସ୍ ଓଡ଼ିଶା ଓଡ଼ିଶା ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗୀତାରେ ସେ ମିସ୍ ଫଟୋଜେନିକ୍ ପୁରସ୍କାର ପାଇଥିଲେ ଏବଂ ପ୍ରଥମ ରନର୍ସଅପ୍ ହୋଇଥିଲେ ।[] ୨୦୧୫ରେ ସେ ଫେମିନ୍ ମିସ୍ ଇଣ୍ଡିଆରେ ପୁଣିଥରେ ଭାଗନେଇଥିଲେ ଏବଂ ଫାଇନାଲଯାଏଁ ଯାଇଥିଲେ । ୨୦୧୬ ମସିହାରେ ଅନୁଷ୍ଠିତ ମିସ୍ ଆର୍ଥ ଇଣ୍ଡିଆରେ ସୋନିକା ଭାଗନେଇଥିଲ ଏବଂ ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ସେ ରହିଥିଲେ ।[]

୨୦୧୭ରେ ଅନୁଷ୍ଠିତ ଫେମିନା ମିସ୍ ଇଣ୍ଡିଆରେ ସେ ଭାଗ ନେଇଥିଲେ ଏବଂ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ ।[] ଏହାପରେ ଏସିଆ ପାସିଫିକ୍ ପିଜାଣ୍ଟା ତରଫରୁ ତାଙ୍କୁ ସୁଯୋଗ ମିଳିଥିଲା ।[][] ସେ ମିସ୍ ଏସିଆ ପ୍ୟାସିଫିକ୍ ୨୦୧୭ର ବିଜୟିନୀ ହୋଇଥିଲେ । ନଭେମ୍ବର ଦ୍ୱିତୀୟ ସପ୍ତାହରେ ଫିଲିପାଇନ୍ସରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସ୍ନାଲ ପ୍ରତିଯୋଗୀତା ୨୦୧୭ରେ ସୋନିକା ଭାରତକୁ ପ୍ରତିନିଧିତ୍ୱ କରିବେ ।[][୧୦][୧୧][୧୨][୧୩] ମିସ୍ ଇଣ୍ଡିଆ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସ୍ନାଲ ପ୍ରତିଯୋଗୀତା ପାଇଁ ସାରା ଦେଶରୁ ପ୍ରାୟ ୪୦ଟି ପ୍ରୋଫାଇଲ ଆସିଥିଲା । ୪୦ଟି ପ୍ରୋଫାଇଲ ମଧ୍ୟରୁ ବିଚାରକମାନେ ୭ଟି ପ୍ରୋଫାଇଲକୁ ବାଛିଥିଲେ । ସେହି ୭ ଜଣଙ୍କ ମଧ୍ୟରୁ କ୍ରାଉନ ପାଇବାରେ ସଫଳ ହୋଇଥିଲେ ସୋନିକା ।[]

ଅଭିନୟ

ସୋନିକା ଓଡ଼ିଆ କଥାଚିତ୍ର ରଙ୍ଗିଲା ବାବା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[] ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ସେହି ସମୟର ଚର୍ଚ୍ଚିତ ତ‌ଥା ଦର୍ନିତୀଗ୍ରସ୍ତ ବାବା ସାରଥିଙ୍କ ଉପରେ ନିର୍ମତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି ଚଳଚ୍ଚିତ୍ରଟି ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ରଟିରେ ସୋନିକାଙ୍କ ବିପକ୍ଷରେ ନାୟକ ଥିଲେ ଅଭିନେତା ଚନ୍ଦନ କର । କୁନା ତ୍ରିପାଠୀ, ଗୁଡ୍ଡୁ, ଜୀବନ ପଣ୍ଡା, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ସେ ସୀତା କଲ୍ୟାଣମ୍ ଚଳଚ୍ଚିତ୍ର ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି । ଏହି କଥାଚିତ୍ରଟିର ସୁଟିଂ ଚାଲୁଛି ।[]

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭାଷା ଭୂମିକା ମନ୍ତବ୍ୟ
୨୦୧୫ ରଙ୍ଗିଲା ବାବା ଓଡ଼ିଆ ରଶ୍ମୀ ପ୍ରଥମ କଥାଚିତ୍ର
ସୀତା କଲ୍ୟାଣମ୍ ତେଲୁଗୁ ପ୍ରଥମ ତେଲୁଗୁ କଥାଚିତ୍ର

ଆଧାର

  1. ୧.୦ ୧.୧ ୧.୨ ୧.୩ ପଟ୍ଟନାୟକ, ଲହରିକା (29 October 2017). "ସ୍ୱପ୍ନ ସନ୍ଧାନରେ ସୋନିକା". ସମାଜ. Retrieved 29 October 2017.
  2. "ବାଣ ନୁହେଁ ହସ ଫୁଟାଇବା ! କନକ ନ୍ୟୁଜର ଅଭିଯାନରେ ସାମିଲ୍ ହେଲେ ଅଭିନେତ୍ରୀ ସୋନିକା". Kanak News. 16 October 2017. Retrieved 29 October 2017.
  3. "Miss Asia Pacific International 2017: Odia Girl Sonika Roy To Represent India". Viral Odisha. 25 October 2017. Retrieved 29 October 2017.
  4. ୪.୦ ୪.୧ ୪.୨ "ସୁପର୍ ସିକ୍ସରେ ସୋନିକା". କନ‌କ ନ୍ୟୁଜ୍. 7 April 2016. Retrieved 29 October 2017.
  5. ୫.୦ ୫.୧ "ମିସ୍ ଇଣ୍ଡିଆ ପ୍ୟାସିଫିକ୍ - ୨୦୧୭ ହେଲେ ଓଡିଆ ଝିଅ ସୋନିକା". Dailyhunt. 19 June 2017. Retrieved 29 October 2017.
  6. "Odia girl Sonika Roy meets Guv before leaving for Intl beauty paegent". Odisha Bytes. 26 October 2017. Retrieved 29 October 2017.
  7. "Miss Asia Pacific International-2017: Odia girl Sonika Roy to represent India". O TV. 25 October 2017. Retrieved 29 October 2017.
  8. "ମିସ୍ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସନାଲ ୨୦୧୭ – ଓଡିଆ ଝିଅ ସୋନିକା ରାୟ ମନୋନୀତ". E News ଓଡ଼ିଆ. 25 October 2017. Retrieved 29 October 2017.
  9. "Odisha's Sonika Roy to represent India in Miss Asia Pacific International 2017". Pragatibadi. 25 October 2017. Retrieved 29 October 2017.
  10. "Odia Girl Sonika Roy To Represent India In 'Miss Asia Pacific International 2017' Pageant". OMMCOM News. 26 October 2017. Retrieved 29 October 2017.
  11. "ମିସ୍ ଏସିଆ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସୋନିକା". Odisha Reporter. 25 October 2017. Retrieved 29 October 2017.
  12. "ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଓଡିଆ ଝିଅ ସୋନିକା". Update Odisha. 25 October 2017. Retrieved 29 October 2017.
  13. Bhoi, Sudhir (25 October 2017). "ମିସ୍ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସନାଲରେ ଏକମାତ୍ର ଓଡ଼ିଆ ଝିଅ ସୋନିକା ରାୟ". Odisha News 24. Retrieved 29 October 2017.

ବାହାର ଆଧାର