"ବାଏ ବାଏ ଦୁବାଇ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଦେଖଣା
Content deleted Content added
No edit summary |
No edit summary |
||
୨୯ କ ଧାଡ଼ି: | ୨୯ କ ଧାଡ଼ି: | ||
==କାହାଣୀ== |
==କାହାଣୀ== |
||
ନାୟକ ନାୟିକା ଦୁହେଁ ଦୁବାଇ ଯାଇ ସେଠାରେ କିଛି ପରିସ୍ଥିତିର ସାମ୍ନା କରି କୌଶଳକ୍ରମେ ଫେରି ଆସିଛନ୍ତି ନିଜ ଜନ୍ମମାଟିକୁ । ଏହିଭଳି ଏକ କାହାଣୀକୁ ନେଇ ତିଆରି ହୋଇଛି ଏହି ଚଳଚ୍ଚିତ୍ରଟି ।<ref name="ଦୁବାଇ"></ref> |
ନାୟକ ନାୟିକା ଦୁହେଁ ଦୁବାଇ ଯାଇ ସେଠାରେ କିଛି ପରିସ୍ଥିତିର ସାମ୍ନା କରି କୌଶଳକ୍ରମେ ଫେରି ଆସିଛନ୍ତି ନିଜ ଜନ୍ମମାଟିକୁ । ଏହିଭଳି ଏକ କାହାଣୀକୁ ନେଇ ତିଆରି ହୋଇଛି ଏହି ଚଳଚ୍ଚିତ୍ରଟି ।<ref name="ଦୁବାଇ"></ref><ref>{{cite web|title=Bye Bye Dubai Shooting at Mid-East|url=http://enewsodia.com/bye-bye-dubai-shooting-at-mid-east/|publisher=ENews ଓଡ଼ିଆ|accessdate=23 July 2016}}</ref> |
||
==ଅଭିନୟ== |
==ଅଭିନୟ== |
||
୪୪ କ ଧାଡ଼ି: | ୪୪ କ ଧାଡ଼ି: | ||
==ଗୀତ ଓ ସଂଗୀତ== |
==ଗୀତ ଓ ସଂଗୀତ== |
||
ଚଳଚ୍ଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା ଦାୟିତ୍ୱରେ ଅଛନ୍ତି [[ବିକାଶ ଦାସ]] ।<ref |
ଚଳଚ୍ଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା ଦାୟିତ୍ୱରେ ଅଛନ୍ତି [[ବିକାଶ ଦାସ]] ।<ref>{{cite web|title=Historical High Budget Odia Movie Bye Bye Dubai|url=http://enewsodia.com/bay-bay-dubai/|publisher=ENewsଓଡ଼ିଆ|accessdate=23 July 2016}}</ref> |
||
{| border="2" cellpadding="4" cellspacing="0" style="margin: 1em 1em 1em 0; background: #f9f9f9; border: 1px #aaa solid; border-collapse: collapse; ;" |
|||
|- bgcolor="#CCCCCC" align="center" |
|||
! ଗୀତ !! ରଚନା !! କଣ୍ଠଦାନ |
|||
|- |
|||
|| ଅଜଣା ଏଇ ସହର || ସଞ୍ଜୟ ମହାକୁଡ଼ || ମାନସ ପ୍ରିତମ ଏବଂ ତପୁ ମିଶ୍ର <ref>{{cite web|title=Bye Bye Dubai Odia Film all Original Songs,HD Mp4 Video,Wallpaper Free Download|url=http://www.odiasantabanta.in/2016/04/bye-bye-dubai--all-songs-video-wallpaper.html|publisher=odiasantabanta.in|accessdate=23 July 2016}}</ref> |
|||
|- |
|||
|| ବାଜିଲାଣି ୧୨.୨୦ || || ପମି ଏବଂ ମାନସ ପ୍ରିତମ |
|||
|- |
|||
|} |
|||
==ଆଧାର== |
==ଆଧାର== |
୦୭:୫୮, ୨୩ ଜୁଲାଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ
ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜନାରେ ଏବଂ ବସନ୍ତ ସାହୁଙ୍କ ନିର୍ଦେଶନାରେ ଓଡ଼ିଆ ଚଳଚ୍ଚିତ୍ର ବାଏ ବାଏ ଦୁବାଇର ପ୍ରସ୍ତୁତି ଚାଲିଛି । ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଏଥିରେ ମୁଖ୍ୟଭୂମିକାରେ ଥିବା ବେଳେ ବୁଦ୍ଧାଦିତ୍ୟ ମହାନ୍ତି, ପପୁ ପମ ପମ ମଧ୍ୟ ଅଭିନୟ କରିଛନ୍ତି । ଆଗାମୀ ଦିନରେ ଏହି ଚଳଚ୍ଚିତ୍ରଟି ପରଦାକୁ ଆସିବ ।[୧]
ବାଏ ବାଏ ଦୁବାଇ | |
---|---|
ନିର୍ଦ୍ଦେଶକ | ବସନ୍ତ ସାହୁ |
ପ୍ରଯୋଜକ | ଅକ୍ଷୟ କୁମାର ପରିଜା |
ସଂଳାପ | (ସଂଳାପ): ଡଃ ରଜନୀ ରଞ୍ଜନ |
କଳାକାର | ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ବୁଦ୍ଧାଦିତ୍ୟ ମହାନ୍ତି, ପପୁ ପମ ପମ, ବିଜୟ ମହାନ୍ତି, ଅନିତା ଦାସ, ପୁଷ୍ପା ପଣ୍ଡା, ମିଲି ମହାନ୍ତି, ଶକ୍ତି ବରାଳ |
ସଙ୍ଗୀତ | ବିକାଶ ଦାସ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କାହାଣୀ
ନାୟକ ନାୟିକା ଦୁହେଁ ଦୁବାଇ ଯାଇ ସେଠାରେ କିଛି ପରିସ୍ଥିତିର ସାମ୍ନା କରି କୌଶଳକ୍ରମେ ଫେରି ଆସିଛନ୍ତି ନିଜ ଜନ୍ମମାଟିକୁ । ଏହିଭଳି ଏକ କାହାଣୀକୁ ନେଇ ତିଆରି ହୋଇଛି ଏହି ଚଳଚ୍ଚିତ୍ରଟି ।[୧][୨]
ଅଭିନୟ
ବାଏ ବାଏ ଦୁବାଇ ଚଳଚ୍ଚିତ୍ରେ ଅଭିନୟ କରିଥିବା କଳାକାର ବୃନ୍ଦ ହେଲେ[୧] :
- . ସବ୍ୟସାଚୀ ମିଶ୍ର
- . ଅର୍ଚ୍ଚିତା ସାହୁ
- . ବୁଦ୍ଧାଦିତ୍ୟ ମହାନ୍ତି
- . ପପୁ ପମ ପମ
- . ବିଜୟ ମହାନ୍ତି
- . ଅନିତା ଦାସ
- . ପୁଷ୍ପା ପଣ୍ଡା
- . ମିଲି ମହାନ୍ତି
- . ଶକ୍ତି ବରାଳ
ଗୀତ ଓ ସଂଗୀତ
ଚଳଚ୍ଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା ଦାୟିତ୍ୱରେ ଅଛନ୍ତି ବିକାଶ ଦାସ ।[୩]
ଗୀତ | ରଚନା | କଣ୍ଠଦାନ |
---|---|---|
ଅଜଣା ଏଇ ସହର | ସଞ୍ଜୟ ମହାକୁଡ଼ | ମାନସ ପ୍ରିତମ ଏବଂ ତପୁ ମିଶ୍ର [୪] |
ବାଜିଲାଣି ୧୨.୨୦ | ପମି ଏବଂ ମାନସ ପ୍ରିତମ |
ଆଧାର
- ↑ ୧.୦ ୧.୧ ୧.୨ "ଦୁବାଇ ଅନୁଭୂତି". ସମାଜ (in ଓଡ଼ିଆ). ଭୁବନେଶ୍ୱର. 3 July 2017. p. 8. Archived from the original on 3 July 2017. Retrieved 23 July 2016.
{{cite news}}
: CS1 maint: unrecognized language (link) - ↑ "Bye Bye Dubai Shooting at Mid-East". ENews ଓଡ଼ିଆ. Retrieved 23 July 2016.
- ↑ "Historical High Budget Odia Movie Bye Bye Dubai". ENewsଓଡ଼ିଆ. Retrieved 23 July 2016.
- ↑ "Bye Bye Dubai Odia Film all Original Songs,HD Mp4 Video,Wallpaper Free Download". odiasantabanta.in. Retrieved 23 July 2016.