ପ୍ରଶାନ୍ତ ନନ୍ଦ
ଦେଖଣା
ପ୍ରଶାନ୍ତ ନନ୍ଦ | |
---|---|
ଜନ୍ମ | କଟକ | ୨ ମଇ ୧୯୪୭
ଶିକ୍ଷା | ସ୍ନାତକୋତ୍ତର., ଏଲ.ଏଲ.ବି. |
ବୃତ୍ତି(ସମୂହ) | ଅଭିନେତା, ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୧୯୬୦-ଏବେଯାଏଁ |
ବୈବାହିକ-ସାଥୀ | ଅନୁପମା ନନ୍ଦ |
ପିତାମାତା | ଜଗନ୍ନାଥ ନନ୍ଦ[୧] |
ପୁରସ୍କାର | ଜୟଦେବ ପୁରସ୍କାର, ୧୯୯୮ |
ପ୍ରଶାନ୍ତ ନନ୍ଦ (ଜନ୍ମ ୨ ମଇ ୧୯୪୭)[୨] ଓଡ଼ିଶାର ଜଣେ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, କାହାଣୀକାର, ଗୀତିକାର, ପ୍ରଚ୍ଛଦପଟ ଗାୟକ ଓ ରାଜନେତା । ସେ ଓଡ଼ିଶାର ଶିକ୍ଷାମନ୍ତ୍ରୀ ଭାବରେ ମଧ୍ୟ କାମ କରିଥିଲେ ।[୩][୪]
ଫିଲ୍ମରେ ଭୂମିକା
[ସମ୍ପାଦନା]ପ୍ରଶାନ୍ତ ନନ୍ଦ, ସ୍କୁଲରେ ପଢ଼ିବା ବେଳଠୁଁ ଆକାଶବାଣୀ ଶିଶୁସଂସାର କାର୍ଯ୍ୟକ୍ରମରେ ଭାଗନେଉଥିଲେ । ମଞ୍ଚରେ ଶିଶୁକଳାକାର ଭାବରେ ମଧ୍ୟ ଅଭିନୟ କରୁଥିଲେ । ଗୋଟିଏ ନାଟକରେ ଅଭିନୟ ଦେଖି ଧୀର ବିଶ୍ୱାଳ ଓ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ତାଙ୍କୁ ଦସ୍ୟୁ ରତ୍ନାକର କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ।[୫] ସେ ଏଯାବତ ୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିବା ସହ, ୨୪ଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ।
ନିର୍ଦ୍ଦେଶନା
[ସମ୍ପାଦନା]- ଥୁକୁଲ୍, ୨୦୧୨
- ଜୀଅନ୍ତା ଭୂତ (୨୦୦୯)
- ଓଁ ଶାନ୍ତି ଓଁ (୨୦୦୨)
- ଘର ସଂସାର (୧୯୯୩)
- ମା (ବଙ୍ଗଳା କଥାଚିତ୍ର), ୧୯୯୨[୬]
- ଯା ଦେବୀ ସର୍ବ ଭୂତେଷୁ (୧୯୮୯)
- ନ୍ୟାୟ ଚକ୍ର (୧୯୮୯)
- ଲାଲ ପାନ ବିବି (୧୯୮୮)
- ଗୋଲାମଗିରି (୧୯୮୭)
- ବଗୁଲା ବଗୁଲୀ (୧୯୮୬)
- ପକା କମ୍ବଳ ପୋତ ଛତା (୧୯୮୬)
- ହୀରାନୀଳା, ୧୯୮୪
- ଡୋରା (୧୯୮୪)
- ଗ୍ରହସ୍ଥି (୧୯୮୪)
- ଜଗା ବଳିଆ (୧୯୮୪)
- ସ୍ୱପ୍ନ ସାଗର (୧୯୮୩)
- ହିସାବ ନିକାଶ (୧୯୮୨)
- ପୂଜା (୧୯୮୧)
- ମା ଓ ମମତା (୧୯୮୦)
- ନଇଆ (ହିନ୍ଦୀ) (୧୯୭୯)
- ବଳିଦାନ (୧୯୭୮)
- ପହେଳି (ହିନ୍ଦୀ) (୧୯୭୭)
- ଶେଷ ଶ୍ରାବଣ (୧୯୭୬)
- ନୂଆ ବୋଉ (୧୯୬୨)
- ଦସ୍ୟୁ ରତ୍ନାକର, ୧୯୬୨
ସାହିତ୍ୟ ରଚନା
[ସମ୍ପାଦନା]ରାଜନୀତି ଓ ଅଭିନୟ ବ୍ୟତୀତ ପ୍ରଶାନ୍ତ ନନ୍ଦ ବିଭିନ୍ନ ଖବରକାଗଜରେ ସ୍ତମ୍ଭ ଲେଖନ୍ତି । ତାଙ୍କର ୪ଟି ଉପନ୍ୟାସ ଓ ୩ଟି ଗଳ୍ପ ସଂକଳନ ମଧ୍ୟ ପ୍ରକାଶିତ ହୋଇସାରିଛି ।
ଉପନ୍ୟାସ[ସମ୍ପାଦନା]
|
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଜୟଦେବ ପୁରସ୍କାର, ୧୯୮୮
- ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
- ଶ୍ରେଷ୍ଠ ନିର୍ଦ୍ଦେଶକ, ୨୦୧୧, (ଥୁକୁଲ୍ କଥାଚିତ୍ର) [୮]
- ଶ୍ରେଷ୍ଠ ନିର୍ଦ୍ଦେଶକ, ୨୦୦୪, ଓମ ଶାନ୍ତି ଓମ
- ଶ୍ରେଷ୍ଠ ନିର୍ଦ୍ଦେଶକ, ୧୯୮୦, ମା ଓ ମମତା
- ଶ୍ରେଷ୍ଠ ଅଭିନେତା, ୧୯୭୮, ଗୌରୀ
- ଶ୍ରେଷ୍ଠ ଅଭିନେତା, ୧୯୭୫, ମନ ଆକାଶ
- ଶ୍ରେଷ୍ଠ ଅଭିନେତା, ୧୯୭୪, ମମତା
- ବାଇସ୍କୋପ ପୁରସ୍କାର, ୨୦୦୫ [୯]
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ- ୨୦୧୪[୧୦]
- ବିଗ୍ ବସ୍ ସମ୍ମାନ - ୨୦୧୬[୧୧]
- ଓଡ଼ିଶା ଫିଲ୍ମଫେଆର ପୁରସ୍କାର, ୨୦୧୫ (ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ)[୧୨]
- ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ - ୨୦୨୪[୧୩]
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2013-03-02. Retrieved 2015-01-31.
{{cite web}}
: Cite has empty unknown parameter:|1=
(help) - ↑ "Shri Prashanta Nanda". OdishaAssembly. Retrieved 3 February 2015.
- ↑ "Actor Prashanta new BJP vice-president". The Hindu. Chennai, India. March 13, 2007.
- ↑ "ଆର୍କାଇଭ୍ କପି". Archived from the original on 2008-06-03. Retrieved 2011-05-30.
{{cite web}}
: Cite has empty unknown parameter:|1=
(help) - ↑ ନଜର୍, ନିତିଦିନ: ସୁବର୍ଣ୍ଣ ସ୍ମୃତି (୧୨) Archived 2021-01-17 at the Wayback Machine., accessdate: May 19, 2016
- ↑ http://www.bollywoodhungama.com/movies/cast/5585/index.html
- ↑ ସମ୍ବାଦ ୨୫/୦୯/୨୦୧୬ ରବିବାର ସଂସ୍କରଣ ପୃଷ୍ଠା ୬ http://www.sambadepaper.com/Details.aspx?id=289384&boxid=594463. Retrieved 26 September 2016.
{{cite news}}
: Missing or empty|title=
(help)[permanent dead link] - ↑ "OdiaSite.Com". odiasite.com. Retrieved 16 November 2012.
Veteran Actor and Director Prashanta Nanda has been adjudged the Best Director and Best Story Teller for the film 'Thukul'.
- ↑ "The Hindu : Other States / Orissa News : FitFat-2008 award for Uttam Mohanty". hindu.com. 2008. Archived from the original on 15 March 2014. Retrieved 21 January 2013.
actor, director and producer Prashant Nanda received the award in 2005
- ↑ "୪ଜଣ ପାଇବେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ". ଧରିତ୍ରୀ. Retrieved 8 March 2017.
- ↑ ଧରିତ୍ରୀ ୦୪/୦୧/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧ http://www.dharitri.com/Bhubaneswar/040116/p11.htm. Retrieved 4 January 2016.
{{cite news}}
: Missing or empty|title=
(help) - ↑ "Prashant Nanda conferred with lifetime achievement award". No. 14 February 2016. Odisha Sun Times. Retrieved 7 January 2017.
- ↑ "ବରିଷ୍ଠ ଚଳଚ୍ଚିିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ପ୍ରଶାନ୍ତ ନନ୍ଦ ପାଇବେ ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ". PRAMEYA. 11 March 2024. Retrieved 12 March 2024.
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ପ୍ରଶାନ୍ତ ନନ୍ଦ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରଶାନ୍ତ ନନ୍ଦ