ମାଡ୍ରାସ ଦିବସ

ଉଇକିପିଡ଼ିଆ‌ରୁ
Madras Day marks the day the agents of British East India Company bought a small piece of land to build Fort St George.

ମାଡ୍ରାସ ଦିବସ ତାମିଲନାଡୁର ରାଜଧାନୀ ଚେନ୍ନାଇବାସୀଙ୍କଦ୍ୱାରା ପାଳିତ ହୋଇଥାଏ । ୧୬୩୯ ଅଗଷ୍ଟ ୨୨ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ମାଡ୍ରାସ ସହର ପ୍ରତିଷ୍ଠା ହୋଇଥିଲା । କରମଣ୍ଡଳ ଉପକୂଳରେ ୩ ମାଇଲ୍ସର ଆୟତନ ପରିମିତ ଏକ ଅଞ୍ଚଳକୁ ତତ୍କାଳୀନ ନାୟକ ଶାସକଙ୍କଠାରୁ କିଣି ଏହାର ନାମକରଣ କରିଥିଲେ । ଏହି ଦିବସକୁ ମାଡ୍ରାସ ଦିବସ ଘୋଷଣା କରାଯାଇଥିଲା । [୧]

ଆଧାର[ସମ୍ପାଦନା]