ମେଥୋଟ୍ରେକ୍ସେଟ
Clinical data | |
---|---|
Pronunciation | /ˌmɛθəˈtrɛkˌseɪt, ˌmiː-, -θoʊ-/ (listen)[୨][୩][୪] |
Trade names | Trexall, Rheumatrex, others[୧] |
AHFS/Drugs.com | monograph |
MedlinePlus | a682019 |
data |
|
Pregnancy category | |
Routes of administration | By mouth, IV, IM, SC, intrathecal |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 60% at lower doses, less at higher doses.[୫] |
Protein binding | 35–50% (parent drug),[୫] 91–93% (7-hydroxymethotrexate)[୬] |
Metabolism | Hepatic and intracellular[୫] |
Elimination half-life | 3–10 hours (lower doses), 8–15 hours (higher doses)[୫] |
Excretion | Urine (80–100%), faeces (small amounts)[୫][୬] |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.000.376 |
Chemical and physical data | |
Formula | C20H22N8O5 |
Molar mass | 454.44 g/mol |
3D model (JSmol) | |
| |
| |
(verify) |
ମେଥୋଟ୍ରେକ୍ସେଟ (ଇଂରାଜୀ ଭାଷାରେ Methotrexate ବା MTX, ପୂର୍ବରୁ ଜଣାଥିବା ନାମ amethopterin), ଏକ କେମୋଥେରାପି ଔଷଧ (chemotherapy agent) ଓ ଇମ୍ମ୍ୟୁନ ସିସ୍ଟମ ସପ୍ରେସାଣ୍ଟ (immune system suppressant) ।[୧] ଆଗରୁ ଏହି ଅନ୍ୟାନ୍ୟ ରୋଗ ଯଥା:- କର୍କଟ, ଅଟୋଇମ୍ମ୍ୟୁନ ଡିଜିଜ, ଅଥାନ ଗର୍ଭ ଓ ଡାକ୍ତରୀ ଗର୍ଭପାତ ସକାଶେ ବ୍ୟବହାର କରାଯାଉଥିଲା । ଏହାଦ୍ୱାରା ଚିକିତ୍ସା ହେଉଥିବା କର୍କଟ ରୋଗମାନଙ୍କର ନାମ: ସ୍ତନ କର୍କଟ, ଲିଉକେମିଆ, ଫୁସଫୁସ କର୍କଟ, ଲିମ୍ଫୋମା ଓ ଓସ୍ଟିଓସାର୍କୋମା (osteosarcoma) । ଅଟୋଇମ୍ମ୍ୟୁନ ରୋଗମାନଙ୍କର ନାମ: ସୋରିଆସିସ, ରିଉମାଟଏଡ ଆର୍ଥ୍ରାଇଟିସ ଓ କ୍ରନ୍ ରୋଗ । ଏ ଔଷଧ ଉଭୟ ପାଟିରେ ବା ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଥକ୍କା, ଜ୍ୱର, ସଂକ୍ରମଣ ସଙ୍କଟ, ଲିଉକୋପିନିଆ ବା ସ୍ୱଳ୍ପ ଶ୍ୱେତ ରକ୍ତ କଣିକା (low white blood cell counts) ଓ ଅଲସରେଟିଭ ସ୍ଟୋମାଟାଇଟିସ (breakdown of the skin inside the mouth) ଇତ୍ୟାଦି ଅସୁବିଧା ଦେଖାଯାଏ । ଯକୃତ ରୋଗ (liver disease), ଫୁସଫୁସ ରୋଗ (lung disease, ଲିମ୍ଫୋମା ଓ ସାଂଘାତିକ ଚର୍ମ ରାସ ହୁଏ । ଦୀର୍ଘ କାଳ ଧରି ଚିକିତ୍ସିତ ହେଉଥିବା ରୋଗୀର ନିୟମିତ ପାର୍ଶ୍ୱ ପ୍ରତିକ୍ରିୟା ଅନୁଶୀଳନ ଆବଶ୍ୟକ ହୁଏ । ସ୍ତନ୍ୟପାନ (breastfeeding) ସମୟରେ ଏହା ନିରାପଦ ନୁହେଁ । ବୃକ୍କ ରୋଗ (kidney problem) ଥିଲେ ଅଳ୍ପ ମାତ୍ରାର ଔଷଧ ଦିଆଯାଏ । ଦେହର ଫୋଲିକ ଏସିଡ ବ୍ୟବହାରକୁ ଏହା ଅବରୋଧ କରେ । [୧]
ମେଥୋଟ୍ରେକ୍ସେଟ ପ୍ରଥମେ ସନ ୧୯୪୭ରେ ପ୍ରସ୍ତୁତ ହୋଇ କର୍କଟ ରୋଗ ନିମନ୍ତେ ବ୍ୟବହାର କରାଗଲା କାରଣ ସେତେବେଳେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଅନ୍ୟାନ୍ୟ ଔଷଧମାନଙ୍କଠାରୁ ଅଳ୍ପ ଥିଲା ।[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ ପାଟିରେ ଦିଆଯାଉଥିବା ଏହି ଔଷଧର ହୋଲସେଲ ମୂଲ୍ୟ ଦୈନିକ ୦.୬ରୁ ୦.୩୬ ଆମେରିକୀୟ ଡଲାର ।[୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସକୁ ଖର୍ଚ୍ଚ ୨୫ରୁ ୫୦ ଡଲାର ।[୧୦]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Methotrexate". The American Society of Health-System Pharmacists. Retrieved 22 Aug 2016.
- ↑ "methotrexate - definition of methotrexate in English from the Oxford dictionary". OxfordDictionaries.com. Archived from the original on 2012-10-22. Retrieved 2016-01-20.
- ↑ "methotrexate". Merriam-Webster Dictionary.
- ↑ "methotrexate". Dictionary.com Unabridged. Random House.
- ↑ ୫.୦ ୫.୧ ୫.୨ ୫.୩ ୫.୪ "Trexall, Rheumatrex (methotrexate) dosing, indications, interactions, adverse effects, and more". Medscape Reference. WebMD. Retrieved 12 April 2014.
- ↑ ୬.୦ ୬.୧ Bannwarth, B; Labat, L; Moride, Y; Schaeverbeke, T (January 1994). "Methotrexate in rheumatoid arthritis. An update". Drugs. 47 (1): 25–50. doi:10.2165/00003495-199447010-00003. PMID 7510620.
- ↑ Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 251. ISBN 9780470015520.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Methotrexate Sodium". International Drug Price Indicator Guide. Retrieved 23 August 2016.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 464. ISBN 9781284057560.