ଉଇକିପିଡ଼ିଆ:ମେଳଣ/ବେଙ୍ଗାଳୁରୁ/ବେଙ୍ଗାଳୁରୁ୩

ଉଇକିପିଡ଼ିଆ‌ରୁ
ଛାଞ୍ଚ:Meetup/ମାର୍ଚ୍ଚ ୨୦୨୪
Wikipedia Meetups
ମାର୍ଚ୍ଚ ୨୦୨୪ +/-
Full Meetup Calendar
୨ୟ ଓଡ଼ିଆ ଉଇକିପିଡ଼ିଆ ମେଳଣ, ବେଙ୍ଗାଳୁରୁ

ଏଇ ମେଳଣଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଓ ଏହାର ବିକାଶ କରିବା ପାଇଁ ଆରମ୍ଭ କରାଯାଇଛି । ଏହା ବେଙ୍ଗାଳୁରୁର ୨ୟ ଓଡ଼ିଆ ଉଇକିପିଡ଼ିଆ ଓଡ଼ିଆ ଉଇକିପିଡ଼ିଆ ମେଳଣ, ତେଣୁ ସବୁ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଅନୁରୋଧ ।

ତାରିଖ ଓ ଜାଗା/Date and Venue[ସମ୍ପାଦନା]

ତାରିଖ/Date: : ରବିବାର/Sunday, ୨୦୧୧-ଅଗଷ୍ଟ ୨୮/2011-Aug 28 ଉପରବେଳା ୩:00 IST

ଜାଗା:
ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି/The Centre for Internet and Society
No. 194, 2nd 'C' Cross,
4th Main
Domlur 2nd Stage
Opposite to Domlur Club
Bangalore 560 071
Karnataka

କେଉଁ ମାନେ ଭାଗ ନେଇପାରିବେ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ପାଇଁ ଯେଉଁ ମାନେ କିଛି ଜାଣିବାକୁ ଚାହୁଁଛନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହାନ୍ତି ସେ ସମସ୍ତେ ଏଠାକୁ ଆସିପାରିବେ । ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଯାହା ନାନା କାରଣରୁ ଅନେକ ବର୍ଷ ଧରି ସେତେ ଆଗକୁ ଯାଇପାରି ନଥିଲା, ତେଣୁ ଆମେ ବେଙ୍ଗାଳୁରୁର ଏଇ ୩ୟ ଓଡ଼ିଆ ଉଇକି ମେଳଣ ଜରିଆରେ ୯ ବର୍ଷର ପୁରୁଣା ସେଇ ଓଡ଼ିଆ ଉଇକିପିଡ଼ିଆକୁ ପୁଣି ଆଗକୁ ବଢ଼ାଇବା । ଯଦି ଆପଣ ଇଚ୍ଛୁକ ତେବେ ତଳେ ନାମ ଲେଖାନ୍ତୁ ।

କେମିତି ପହଞ୍ଚିବେ[ସମ୍ପାଦନା]

  • ରାସ୍ତାରେ (By Road):
    • ଏମ ଜି ରୋଡ଼ରୁ->ବ୍ରିଗେଡ଼ ରୋଡ଼-> ସେଣ୍ଟ୍ରାଲ ବିଜିନେସ ଡିଷ୍ଟ୍ରିକ୍ଟ -> ବିଧାନ ସୌଧ — ସିଧା ପୁରୁଣା ବିମାନଘାଟି ଆଡକୁ ଡମଲୁରୁ ଯାଏଁ ଯାନ୍ତୁ, ସେଠୁ ଷ୍ଟିଭସ ଜିମ/ ପରଟା ହାଉସ ଆଡକୁ ବାଁକୁ ବୁଲନ୍ତୁ।

ସିଧା ଯାଆଁତୁ, ଷ୍ଟର୍ମ ଉଆଟର ଡ୍ରେନ ପାରି ହୁଅଁତୁ, ଏନର୍ଜି ରିସର୍ଚ ଇନଷ୍ଟିଟୁଟ [ଟି ଇ ଆର ଆଇ] ପରେ ବାଁକୁ ବୁଲନ୍ତୁ, ସେଠି ଆପଣ ବାଁ ପଟେ ଡମଲୁରୁ କ୍ଲବ ଦେଖିପାରିବେ, ଦ୍ଵିତୀୟ ଗଳିରୁ ଡାହାଣକୁ ବୁଲନ୍ତୁ, କ୍ଲବର ଠିକ ବିପରୀତ, ରାସ୍ତାର ଡାହାଣ ପଟେ ସି ଆଇ ଏସ ଘରଟି ଅଛି । ସି ଆଇ ଏସର ଗୋଟେ ଧଳା ଫାଟକ, ସେଇଟି ପ୍ରଥମ ଫାଟକ ଓ ରାସ୍ତାର ଡାହାଣ ପଟେ ଅଛି ।

    • ହୋସୁର ରୋଡ଼, ଇଲେକ୍ଟ୍ରୋନିକସ ସିଟି, କୋରମଙ୍ଗଳା, ସାରଜାପୁର, ବନରଘଟା ରୋଡ଼ — ଇନର ରିଗ ରୋଡ଼/ଇଣ୍ଟରମିଡିଏଟ ରିଗ ରୋଡ଼ ଦେଇ ଡମଲୁରୁ-ଓଲ୍ଡ ଏୟାରପୋର୍ଟ ରୋଡ଼ ଦେଇ ଡମଲୁରୁ ଯାଏଁ ଯାଆଁତୁ, ସେଠୁ ଷ୍ଟିଭସ ଜିମ/ ପରଟା ହାଉସ ଆଡକୁ ବାଁକୁ ବୁଲନ୍ତୁ।

ସିଧା ଯାଆଁତୁ, ଷ୍ଟର୍ମ ଉଆଟର ଡ୍ରେନ ପାରି ହୁଅଁତୁ, ଏନର୍ଜି ରିସର୍ଚ ଇନଷ୍ଟିଟୁଟ [ଟି ଇ ଆର ଆଇ] ପରେ ବାଁକୁ ବୁଲନ୍ତୁ, ସେଠି ଆପଣ ବାଁ ପଟେ ଡମଲୁରୁ କ୍ଲବ ଦେଖିପାରିବେ, ଦ୍ଵିତୀୟ ଗଳିରୁ ଡାହାଣକୁ ବୁଲନ୍ତୁ, କ୍ଲବର ଠିକ ବିପରୀତ, ରାସ୍ତାର ଡାହାଣ ପଟେ ସି ଆଇ ଏସ ଘରଟି ଅଛି । ସି ଆଇ ଏସର ଗୋଟେ ଧଳା ଫାଟକ, ସେଇଟି ପ୍ରଥମ ଫାଟକ ଓ ରାସ୍ତାର ଡାହାଣ ପଟେ ଅଛି ।

    • ପୁରୁଣା ଏୟାରପୋର୍ଟ, ହାଲ (ଏଚ ଏ ଏଲ), ମାରଥାହଲି, ଇନ୍ଦିରା ନଗର, ଅଳସୁରୁ — ୧୦୦ ଫିଟ ରୋଡ଼ [ମେଟ୍ରୋ ତଳେ]ରେ ଡମଲୁରୁ ଫ୍ଲାଇଓଭର ଯାଏଁ ଆସନ୍ତୁ । ଫ୍ଲାଇଓଭର ଆଗରୁ ପାଦଚଲା ପୋଲ/ Pedestrian Foot Over Bridge [FOB] ଡାହାଣକୁ ବୁଲନ୍ତୁ । ଆଗକୁ ଯାଇ ତୃତୀୟ ଗଳିରେ ବାଁକୁ ଟି ଇ ଆର ଆଇ/ [TERI] ଆଡକୁ ଯାଆଁତୁ । ଏନର୍ଜି ରିସର୍ଚ ଇନଷ୍ଟିଚୁଟ [ଟି ଇ ଆର ଆଇ] ପରେ ବାଁକୁ ବୁଲନ୍ତୁ, ସେଠି ଆପଣ ବାଁ ପଟେ ଡମଲୁରୁ କ୍ଲବ ଦେଖିପାରିବେ, ଦ୍ଵିତୀୟ ଗଳିରୁ ଡାହାଣକୁ ବୁଲନ୍ତୁ, କ୍ଲବର ଠିକ ବିପରୀତ, ରାସ୍ତାର ଡାହାଣ ପଟେ ସି ଆଇ ଏସ ଘରଟି ଅଛି । ସି ଆଇ ଏସର ଗୋଟେ ଧଳା ଫାଟକ, ସେଇଟି ପ୍ରଥମ ଫାଟକ ଓ ରାସ୍ତାର ଡାହାଣ ପଟେ ଅଛି ।

Location details In English: From MG Road, Brigade Road, Central Business District, Vidhan Soudha — Come straight on Old Airport Road towards Domlur, and take a Left after Steves Gym / Paratha House. Go straight, and continue straight after the Domlur BDA Complex crossroads. Further, go straight, cross bridge over storm water drain, and take Left AFTER The Energy Research Institute [TERI]. You will see Domlur Club on the LEFT. Take a right onto the SECOND lane, opposite the gate of the Club. The CIS building has a white gate and is on the RIGHT-hand side, first gate.

    • From Hosur Road, Electronics City, Koramangala, Sarjapur, Bannerghatta — Take Inner Ring Road/Intermediate Ring Road towards the Domlur-Old Airport flyover. Proceed straight towards Indra Nagar by taking the flyover. Take a Left just AFTER the flyover, before the Pedestrian Foot Over Bridge [FOB]. Proceed forward and take the Third LEFT towards TERI. Take a Right before TERI and proceed as above.
    • From Old Airport, HAL, Marathalli, Varthur — Come on Old Airport-Varthur Road, cross Domlur flyover, take a Right AT the flyover proceed towards IndraNagar and proceed as per above to reach.
    • From Old Madras, Road, Indira Nagar, Ulsoor — Take 100feet Road [Under Metro] to Domlur flyover. Take a Right BEFORE the flyover, at the Pedestrian Foot Over Bridge [FOB]. Proceed forward and take the Third LEFT towards TERI. Take a Right before TERI and proceed as above.


  • ବସରେ ଆସିଲେ:
    • କେମ୍ପେଗଉଡା ବସ ଷ୍ଟେସନ (ମେଜେଷ୍ଟିକ) -> କେ ଆର ମାର୍କେଟ -> ଶିବାଜୀ ନଗର -> ଓଲ୍ଡ ଏୟାରପୋର୍ଟକୁ ବସ ଧରନ୍ତୁ -> ଡମଲୁରୁ ଆଉ ବାଟର ଟ୍ୟାଙ୍କ ପାଖରେ ଓଲ୍ହ।ଇ ଉପର ଲେଖା ରାସ୍ତାରେ ଆସନ୍ତୁ ।
    • ବନସଙ୍କରି, ସେଣ୍ଟ୍ରାଲ ସିଲ୍କ ବୋର୍ଡ — ଡମଲୁରୁ ଯାଏଁ ବସରେ ଆସନ୍ତୁସନ୍ତୁ, ଇନ୍ଦିରା ନଗର ଫୁଟ ଓଭର ବ୍ରିଜ [Foot Over Bridge/FOB] ଓଭର ଠାରେ ଓଲ୍ହ।ଇ [ଟି ଇ ଆର ଆଇ] ଆଡକୁ ଉପରେ ଲେଖାଥିବା ଦିଗରେ ଆସନ୍ତୁ ।

Bus Route in English

    • From Kempegowda Bus Station [Majestic], KR Market, Shivaji Nagar, take a bus towards Old Airport, Domlur and get down at the Water Tank and Proceed as above.
    • From Banashankari, Central Silk Board — Take a bus terminating at Domlur. Get down after the Indira Nagar FOB, and walk towards TERI as mentioned above. Take a bus going toward Indira Nagar. Get down before the flyover, walk towards, the Water tank, and proceed as above.

ମୂଳ ପ୍ରସଙ୍ଗ (Agenda)[ସମ୍ପାଦନା]

ପ୍ରଥମ ପ୍ରସଙ୍ଗ: ଓଡ଼ିଆ ଉଇକିପିଡ଼ିଆକୁ ପାଛୋଟା ଓ ବାକି ପ୍ରକଳ୍ପ

  • ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଜାଣିବା କଥା, ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକି ପ୍ରକଳ୍ପ
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି

Main Agenda:
Session1:Introduction to Wikipedia and odia wiki projects

  • - Introduction about Wikipedia and Odia Wikipedia
  • - Current status of Odia Wikipedia

Balasore Wikipedia Workshop
we have got few suggestions from Balasore Wikipedia Workshop.

  • To add Purnachandra Bhasakosa (Odia Lexicon) link on Odia wikipedia article pages.
  • The Pages should be protected so only the authorized person can edit to avoid vandalism.
  • To build a Community Center where members can work on various fields/Categories to improve Odia wikipedia.
  • They use to Windows XP and not ready to the other availability of Operating System. Issues on XP for Odia Language.
ଯୋଗଦେଇଥିବା ଉଇକିଆଳିଗଣ

ଯୋଗଦାନକାରୀ[ସମ୍ପାଦନା]

ଆୟୋଜନ କରୁଛନ୍ତି (Organizers)[ସମ୍ପାଦନା]

ନାମ ଲେଖାଇଥିଲେ (Signed up)[ସମ୍ପାଦନା]

ଭାଗନେଇଥିଲେ (Participated)[ସମ୍ପାଦନା]

  1. ଆଶୁତୋଷ କର (Asutosh Kar) (ମୋ ଆଲୋଚନା) ୦୭:୫୭, ୧୦ ଜାନୁଆରୀ ୨୦୧୨ (UTC)
  2. ସୌରଭ ମହାନ୍ତି
  3. ସବ୍ୟସାଚୀ ବଳଦେବ
  4. ଅଂଶୁମାନ ଗିରି
  5. ରାଜେଶ ଜେନା
  6. ସୁନାଜିତ ପଣ୍ଡା
  7. ସୁଭ ପା

ବିବରଣୀ (Report)[ସମ୍ପାଦନା]

ଓଡ଼ିଆରେ[ସମ୍ପାଦନା]

ଏବେକାର ସ୍ଥିତି: ୨୦୦୨ରେ ଆରମ୍ଭ ହୋଇଥିବା ଓଡ଼ିଆ ଉଇକିପିଡ଼ିଆରେ ପାଖାପାଖି ୮ ବର୍ଷ ଧରି ବେଶି କିଛି ପ୍ରସଙ୍ଗ/ଲେଖା ଯୋଗ କରାଯାଇନଥିଲା । ତେବେ ୨୦୧ର ଆରମ୍ଭରେ ଏଥିରେ ସଚଳ ଉଇକିଆଳି ଓ ଲେଖା ସଂଖ୍ୟା ବଢ଼ିବା ଆରମ୍ଭ ହୋଇଥିଲା । ଏବେ ଏଥିରେ ୧୭,୮୬୭ ସଂଖ୍ୟକ ଲେଖା ରହିଅଛି । ବେଙ୍ଗାଳୁରୁରେ ହୋଇଥିବା ପ୍ରଥମ ମେଳଣ ଓଡ଼ିଆ ଉଇକିପିଡ଼ିଆରେ ଯୋଗଦାନ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଯାହା ୫୦୦ରୁ ୧୫୦୦ ଟି ପ୍ରସଙ୍ଗ ଉପରେ ଥିବା ଲେଖାରେ ପହଞ୍ଚିବାକୁ ବଳ ଦେଇଥିଲା ।

ପ୍ରକଳ୍ପ ସମୂହ:

  1. ଓଡ଼ିଆ ସାହିତ୍ୟ ପାଇଁ ଉଇକିପିଡ଼ିଆ‎: ଏହା ଓଡ଼ିଆ ସାହିତ୍ୟର କ୍ରମାନୁସାରେ ଘଟିଥିବା ଘଟଣାବଳୀ ଓ ଅନ୍ୟାନ୍ୟ ବିଭାବକୁ ଉଇକିରେ ସାଇତିବା ନିମନ୍ତେ ଗଠନ କରାଯାଇଥିଲା । ଏଥିରେ ଏବେ

ଓ ୩୭ ଗୋଟି ଛବି ତିଆରି କରାଯାଇଅଛି ।

  1. ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ: ଏଥିରେ ଓଡ଼ିଆ ଉଇକିଆଳିଙ୍କ ଦେଇ ଅପଲୋଡ଼ କରାଯାଇଥିବା ମିଡ଼ିଆ ଫାଇଲ ସବୁ ସ୍ଥାନ ପାଇଛି । ଏଯାବତ ୩୫୧ ଗୋଟି ଛବି ଓ ବାକି ମେଡ଼ିଆ ଫାଇଲ] ଅପଲୋଡ଼ କରାଯାଇଛି ।

ଆଗାମୀ ଅଭିଯାନ: ଗୁରୁମୁଖୀ ଉଇକିପିଡ଼ିଆକୁ ଟପିବା ପାଇଁ ଆଉ ୫୦୦ ଗୋଟି ପ୍ରସଙ୍ଗର ଲେଖନ ଦରକାର ଯାହା ପାଇଁ ଏଠାରେ ଉଇକିଆଳିମାନେ ଏକ ଛୋଟ ଅଭିଯାନର ଆରମ୍ଭ କରିଅଛନ୍ତି । ଆଗାମୀ ଦିନରେ ଅଧିକ ଲୋକଙ୍କୁ ଓଡ଼ିଆ‎ ଉଇକିପିଡ଼ିଆ ବାବଦରେ ଜଣାଇବା, ଅଧିକରୁ ଅଧିକ ଦରକାରୀ ପ୍ରସଙ୍ଗ ଏଥିରେ ଯୋଗ କରିବା ତଥା ସ୍କୁଲ, କଲେଜ ମାନଙ୍କର ଓଡ଼ିଆ‎ ବିଭାଗ ସହିତ ମିଳିତ ଭାବରେ ଓଡ଼ିଆ‎ରେ ଏହି ଜ୍ଞାନକୋଷର ବିକାଶ କରିବା ଉପରେ ସଭ୍ୟ ମାନେ ଆଲୋଚନା କରିଥିଲେ ।

In English[ସମ୍ପାଦନା]

Current status: The substantial growth and the initiatives taken to improve the status of Odia Wikipedia was discussed. Odia Wikipedia was dormant for almost 8 years which just started reviving itself in the beginning of this year and made a leap of almost 1000 well written articles in this short span with the bandwidth of a small community with less active members. Bangalore was the stepping stone for the revival of Odia Wikipedia and in the 3rd Bangalore Wikipedia Meetup we have celebrated 1500 articles.

Projects: Discussion regarding 2 ongoing projects. Odia loves Wikipedia: An event in Commons to bring out media files uploaded by Odia Wikians. This event has reached 351 media files.

Wikipedia for Odia Literature: An event which is created to uplift the presence of Odia language and literature in Wikipedia, chronological documentations and media files collection. This is running in both in the Wikipedia as well as Commons. Under this event Odia Wikipedia has attained 131 articles in Odia Wikipedia and 37 images in Commons.

Further plans: The next target was set up with attaining 500 more articles to beat Gurumukhi Wikipedia which presently has 2003 articles as both of these Wikipedias took birth in the same time.

We also have discussed to discourage creation of stubs without taking care of them for further expansion, creation and used of templates, categories, good citaions.

Plans for more outreach programs by collaborating the Odia literature departments of several known colleges and universities was also talked of.

Wikipedians debated how Wikipedia could be a fair and reliable source and at times how much beneficial it'd be when most of today's generation are moving out of books and internet has become a repository of unending knowledge and its regional context when an ancient language like Odia is considered, whether or not it is needed to work for Wikipedia, or find any better alternative.

ଫେସବୁକ[ସମ୍ପାଦନା]

ଏହି ଫେସବୁକ ଘୋଷଣାରେ କ୍ଲିକ କରି ମଧ୍ୟ ନିଜ ନାଆଁ ଲେଖାନ୍ତୁ ।

ଟୁଇଟର (Twitter)[ସମ୍ପାଦନା]

ଶୁଭେଚ୍ଛା (Wishes)[ସମ୍ପାଦନା]

ଫଟୋ (Photos)[ସମ୍ପାଦନା]

ଯୋଗଦେଇଥିବା ଉଇକିଆଳିଗଣ

ଫଟୋସବୁ ଉଇକିକମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Bangalore Odia Meetup 2011Aug22