ଉଇକିପିଡ଼ିଆ:ମେଳଣ/ବେଙ୍ଗାଳୁରୁ/ବେଙ୍ଗାଳୁରୁ୨

ଉଇକିପିଡ଼ିଆ‌ରୁ
ଛାଞ୍ଚ:Meetup/ମାର୍ଚ୍ଚ ୨୦୨୪
Wikipedia Meetups
ମାର୍ଚ୍ଚ ୨୦୨୪ +/-
Full Meetup Calendar

ଏଇ ମେଳଣଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଓ ଏହାର ବିକାଶ କରିବା ପାଇଁ ଆରମ୍ଭ କରାଯାଇଛି । ଏହା ୧ମ ବେଙ୍ଗାଳୁରୁ ଓଡ଼ିଆ ଉଇକିପିଡ଼ିଆ ମେଳଣ, ତେଣୁ ସବୁ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଅନୁରୋଧ ।

ତାରିଖ ଓ ଜାଗା/Date and Venue[ସମ୍ପାଦନା]

ତାରିଖ/Date: : ରବିବାର/Sunday, ୨୦୧୧-ମେ ୨୨/2011-May 22 ଉପରବେଳା ୩:00 IST

ଜାଗା:
ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି/The Centre for Internet and Society
No. 194, 2nd 'C' Cross,
4th Main
Domlur 2nd Stage
Opposite to Domlur Club
Bangalore 560 071
Karnataka

କେଉଁ ମାନେ ଭାଗ ନେଇପାରିବେ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ପାଇଁ ଯେଉଁ ମାନେ କିଛି ଜାଣିବାକୁ ଚାହୁଁଛନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହାନ୍ତି ସେ ସମସ୍ତେ ଏଠାକୁ ଆସିପାରିବେ । ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଯାହା ନାନା କାରଣରୁ ଅନେକ ବର୍ଷ ଧରି ସେତେ ଆଗକୁ ୟାଇପାରିନାହିଁ, ତେଣୁ ଆମେ ଏଇ ଚତୁର୍ଥ ଓଡ଼ିଆ ଉଇକି ମେଳଣ ଜରିଆରେ ୯ ବର୍ଷର ପୁରୁଣା ସେଇ ଓଡ଼ିଆ ଉଇକିପିଡ଼ିଆକୁ ପୁଣି ଆଗକୁ ବଢ଼ାଇବା । ଯଦି ଆପଣ ଇଚ୍ଛୁକ ତେବେ ତଳେ ନାମ ଲେଖାନ୍ତୁ ।

କେମିତି ପହଞ୍ଚିବେ[ସମ୍ପାଦନା]

ଦିଗ ଦେଖତୁ- ଏହି ଚିତ୍ରଟିକୁ ବଡ଼ କରି ଦେଖିବା ପାଇଁ ତା ଉପରେ କ୍ଲିକ କରତୁ
ସି ଆଇ ଏସ, ଡମଲୁରୁ ଅଫିସ (CIS Domlur Office)
  • ରାସ୍ତାରେ (By Road):
    • ଏମ ଜି ରୋଡ଼ରୁ->ବ୍ରିଗେଡ଼ ରୋଡ଼-> ସେଣ୍ଟ୍ରାଲ ବିଜିନେସ ଡିଷ୍ଟ୍ରିକ୍ଟ -> ବିଧାନ ସୌଧ — ସିଧା ପୁରୁଣା ବିମାନଘାଟି ଆଡକୁ ଡମଲୁରୁ ଯାଏଁ ଯାନ୍ତୁ, ସେଠୁ ଷ୍ଟିଭସ ଜିମ/ ପରଟା ହାଉସ ଆଡକୁ ବାଁକୁ ବୁଲନ୍ତୁ।

ସିଧା ଯାଆଁତୁ, ଷ୍ଟର୍ମ ଉଆଟର ଡ୍ରେନ ପାରି ହୁଅଁତୁ, ଏନର୍ଜି ରିସର୍ଚ ଇନଷ୍ଟିଟୁଟ [ଟି ଇ ଆର ଆଇ] ପରେ ବାଁକୁ ବୁଲନ୍ତୁ, ସେଠି ଆପଣ ବାଁ ପଟେ ଡମଲୁରୁ କ୍ଲବ ଦେଖିପାରିବେ, ଦ୍ଵିତୀୟ ଗଳିରୁ ଡାହାଣକୁ ବୁଲନ୍ତୁ, କ୍ଲବର ଠିକ ବିପରୀତ, ରାସ୍ତାର ଡାହାଣ ପଟେ ସି ଆଇ ଏସ ଘରଟି ଅଛି । ସି ଆଇ ଏସର ଗୋଟେ ଧଳା ଫାଟକ, ସେଇଟି ପ୍ରଥମ ଫାଟକ ଓ ରାସ୍ତାର ଡାହାଣ ପଟେ ଅଛି ।

    • ହୋସୁର ରୋଡ଼, ଇଲେକ୍ଟ୍ରୋନିକସ ସିଟି, କୋରମଙ୍ଗଳା, ସାରଜାପୁର, ବନରଘଟା ରୋଡ଼ — ଇନର ରିଗ ରୋଡ଼/ଇଣ୍ଟରମିଡିଏଟ ରିଗ ରୋଡ଼ ଦେଇ ଡମଲୁରୁ-ଓଲ୍ଡ ଏୟାରପୋର୍ଟ ରୋଡ଼ ଦେଇ ଡମଲୁରୁ ଯାଏଁ ଯାଆଁତୁ, ସେଠୁ ଷ୍ଟିଭସ ଜିମ/ ପରଟା ହାଉସ ଆଡକୁ ବାଁକୁ ବୁଲନ୍ତୁ।

ସିଧା ଯାଆଁତୁ, ଷ୍ଟର୍ମ ଉଆଟର ଡ୍ରେନ ପାରି ହୁଅଁତୁ, ଏନର୍ଜି ରିସର୍ଚ ଇନଷ୍ଟିଟୁଟ [ଟି ଇ ଆର ଆଇ] ପରେ ବାଁକୁ ବୁଲନ୍ତୁ, ସେଠି ଆପଣ ବାଁ ପଟେ ଡମଲୁରୁ କ୍ଲବ ଦେଖିପାରିବେ, ଦ୍ଵିତୀୟ ଗଳିରୁ ଡାହାଣକୁ ବୁଲନ୍ତୁ, କ୍ଲବର ଠିକ ବିପରୀତ, ରାସ୍ତାର ଡାହାଣ ପଟେ ସି ଆଇ ଏସ ଘରଟି ଅଛି । ସି ଆଇ ଏସର ଗୋଟେ ଧଳା ଫାଟକ, ସେଇଟି ପ୍ରଥମ ଫାଟକ ଓ ରାସ୍ତାର ଡାହାଣ ପଟେ ଅଛି ।

    • ପୁରୁଣା ଏୟାରପୋର୍ଟ, ହାଲ (ଏଚ ଏ ଏଲ), ମାରଥାହଲି, ଇନ୍ଦିରା ନଗର, ଅଳସୁରୁ — ୧୦୦ ଫିଟ ରୋଡ଼ [ମେଟ୍ରୋ ତଳେ]ରେ ଡମଲୁରୁ ଫ୍ଲାଇଓଭର ଯାଏଁ ଆସନ୍ତୁ । ଫ୍ଲାଇଓଭର ଆଗରୁ ପାଦଚଲା ପୋଲ/ Pedestrian Foot Over Bridge [FOB] ଡାହାଣକୁ ବୁଲନ୍ତୁ । ଆଗକୁ ଯାଇ ତୃତୀୟ ଗଳିରେ ବାଁକୁ ଟି ଇ ଆର ଆଇ/ [TERI] ଆଡକୁ ଯାଆଁତୁ । ଏନର୍ଜି ରିସର୍ଚ ଇନଷ୍ଟିଚୁଟ [ଟି ଇ ଆର ଆଇ] ପରେ ବାଁକୁ ବୁଲନ୍ତୁ, ସେଠି ଆପଣ ବାଁ ପଟେ ଡମଲୁରୁ କ୍ଲବ ଦେଖିପାରିବେ, ଦ୍ଵିତୀୟ ଗଳିରୁ ଡାହାଣକୁ ବୁଲନ୍ତୁ, କ୍ଲବର ଠିକ ବିପରୀତ, ରାସ୍ତାର ଡାହାଣ ପଟେ ସି ଆଇ ଏସ ଘରଟି ଅଛି । ସି ଆଇ ଏସର ଗୋଟେ ଧଳା ଫାଟକ, ସେଇଟି ପ୍ରଥମ ଫାଟକ ଓ ରାସ୍ତାର ଡାହାଣ ପଟେ ଅଛି ।

Location details In English: From MG Road, Brigade Road, Central Business District, Vidhan Soudha — Come straight on Old Airport Road towards Domlur, and take a Left after Steves Gym / Paratha House. Go straight, and continue straight after the Domlur BDA Complex crossroads. Further, go straight, cross bridge over storm water drain, and take Left AFTER The Energy Research Institute [TERI]. You will see Domlur Club on the LEFT. Take a right onto the SECOND lane, opposite the gate of the Club. The CIS building has a white gate and is on the RIGHT-hand side, first gate.

    • From Hosur Road, Electronics City, Koramangala, Sarjapur, Bannerghatta — Take Inner Ring Road/Intermediate Ring Road towards the Domlur-Old Airport flyover. Proceed straight towards Indra Nagar by taking the flyover. Take a Left just AFTER the flyover, before the Pedestrian Foot Over Bridge [FOB]. Proceed forward and take the Third LEFT towards TERI. Take a Right before TERI and proceed as above.
    • From Old Airport, HAL, Marathalli, Varthur — Come on Old Airport-Varthur Road, cross Domlur flyover, take a Right AT the flyover proceed towards IndraNagar and proceed as per above to reach.
    • From Old Madras, Road, Indira Nagar, Ulsoor — Take 100feet Road [Under Metro] to Domlur flyover. Take a Right BEFORE the flyover, at the Pedestrian Foot Over Bridge [FOB]. Proceed forward and take the Third LEFT towards TERI. Take a Right before TERI and proceed as above.


  • ବସରେ ଆସିଲେ:
    • କେମ୍ପେଗଉଡା ବସ ଷ୍ଟେସନ (ମେଜେଷ୍ଟିକ) -> କେ ଆର ମାର୍କେଟ -> ଶିବାଜୀ ନଗର -> ଓଲ୍ଡ ଏୟାରପୋର୍ଟକୁ ବସ ଧରନ୍ତୁ -> ଡମଲୁରୁ ଆଉ ବାଟର ଟ୍ୟାଙ୍କ ପାଖରେ ଓଲ୍ହ।ଇ ଉପର ଲେଖା ରାସ୍ତାରେ ଆସନ୍ତୁ ।
    • ବନସଙ୍କରି, ସେଣ୍ଟ୍ରାଲ ସିଲ୍କ ବୋର୍ଡ — ଡମଲୁରୁ ଯାଏଁ ବସରେ ଆସନ୍ତୁସନ୍ତୁ, ଇନ୍ଦିରା ନଗର ଫୁଟ ଓଭର ବ୍ରିଜ [Foot Over Bridge/FOB] ଓଭର ଠାରେ ଓଲ୍ହ।ଇ [ଟି ଇ ଆର ଆଇ] ଆଡକୁ ଉପରେ ଲେଖାଥିବା ଦିଗରେ ଆସନ୍ତୁ ।

Bus Route in English

    • From Kempegowda Bus Station [Majestic], KR Market, Shivaji Nagar, take a bus towards Old Airport, Domlur and get down at the Water Tank and Proceed as above.
    • From Banashankari, Central Silk Board — Take a bus terminating at Domlur. Get down after the Indira Nagar FOB, and walk towards TERI as mentioned above. Take a bus going toward Indira Nagar. Get down before the flyover, walk towards, the Water tank, and proceed as above.

ମୂଳ ପ୍ରସଙ୍ଗ (Agenda)[ସମ୍ପାଦନା]

ପ୍ରଥମ ପ୍ରସଙ୍ଗ: ଓଡ଼ିଆ ଉଇକିପିଡ଼ିଆକୁ ପାଛୋଟା ଓ ବାକି ପ୍ରକଳ୍ପ

  • ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଜାଣିବା କଥା, ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକି ପ୍ରକଳ୍ପ
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି

ଦ୍ଵିତୀୟ ପ୍ରସଙ୍ଗ: ଉଇକିପିଡ଼ିଆରେ ଲେଖା ଖୋଜା ଓ ବଦଳ

  • - କେମିତି ଖୋଜିବେ ଲେଖାଟିଏ
  • - କେମିତି ବଦଳାଇବେ ପୁରୁଣା ଲେଖା, ବୋଲ୍ଡ, ତେରେଛା ଓ ===ବଡ଼ ଅକ୍ଷର=== କେମିତି ଲେଖିବେ
  • - ରେଫେରେଁସ ଓ ବାହାର ଲିଙ୍କ ଯୋଡ଼ିବେ କେମିତି
  • - ବଦଳାଇବାରେ ଅସୁବିଧା ଓ ତାହାର ସମାଧାନ
  • - ଓଡ଼ିଆ ଉଇକିପିଡ଼ିଆରେ କଣ ଲେଖିବେ ଓ କଣ ଲେଖିବେ ନାହିଁ

Main Agenda:
Session1:Introduction to Wikipedia and odia wiki projects

  • - Introduction about Wikipedia and Odia Wikipedia
  • - Current status of Odia Wikipedia

Session2:Introduction to Editing in Wikipedia

  • - How to edit any page in Odia Wikipedia
  • - How to add Bold, Italicised, === Headings === and "sign" and other commonly used syntaxes
  • - How to add references and external links
  • - Editing conflicts and how to solve them
  • - What to write and what NOT to add in Odia Wikipedia

ଯୋଗଦାନକାରୀ[ସମ୍ପାଦନା]

ଆୟୋଜନ କରୁଛନ୍ତି (Organizers)[ସମ୍ପାଦନା]

ନାଆଁ ଲେଖାଇଥିଲେ (Signed up)[ସମ୍ପାଦନା]

  1. ସୁଭ ପା
  2. ଆଶୁତୋଷ କର
  3. ସୌରଭ ମହାନ୍ତି
  4. ଅଂଶୁମାନ ଗିରି
  5. ସିଦ୍ଧାନ୍ତ ଦାସ
  6. ସମ୍ବିତ
  7. ସବ୍ୟସାଚୀ ବଳଦେବ
  8. ପୁଣ୍ୟଶ୍ଳୋକ ଆର୍ଯ୍ୟ
  9. ପ୍ରୀତିଶ୍ଳୋକ ଆର୍ଯ୍ୟ
  10. ସୁନାଜିତ ପଣ୍ଡା
  11. ଗୋପାଳ ନାୟକ

ଭାଗନେଇଥିଲେ (Participated)[ସମ୍ପାଦନା]

୨ୟ ଓଡ଼ିଆ ଉଇକିପିଡ଼ିଆ ମେଳଣ, ବେଙ୍ଗାଳୁରୁ
  1. ସୁଭ ପା
  2. ଆଶୁତୋଷ କର
  3. ସୌରଭ ମହାନ୍ତି
  4. ଅଂଶୁମାନ ଗିରି
  5. ଅରୁଣାଭ ଦାସ
  6. ସବ୍ୟସାଚୀ ବଳଦେବ
  7. ପୁଣ୍ୟଶ୍ଳୋକ ଆର୍ଯ୍ୟ

ରିପୋର୍ଟ (Report)[ସମ୍ପାଦନା]

Odia Wikipedians Ashutosh Kar & #Subha Pa headed the event and started the event with a primary introduction of the present status and main agenda of the meetup. Subha Pa demonstrated the basics of Wikipedia, Five pillars, How to Edit Odia Wikipedia, sign up, photo upload and alignment along with basic introduction of syntax for the new users.

Then the Wikipedians talked about the issues which came across in the recent days and how they can be solved out. As most of the Wikipedians were either students or working professionals time constraint is one of the biggest huddle, many haven't learn the use of typing tool which will also improve in the coming days. We discussed about Usage of Templates, when and how which template could be used and how new templates which are not there in the En Wiki could also be made.Wikipedians also discussed how much impact the recent Meetupas/Workshops had on the Odia Wikipedia and how such outreach campaigns can boost the growth of the Odia Wikipedia.

Odia Wikipedia has announced the first Odia Wki project, to reach 1000 articles before 1 June. Individuals attended the event divided the the whole project based on the user's interest and taken charge of several different aspects. And also we have set the target to add more and more pictures in the coming days related to Odia under the template "Odia loves Wikipedia" which will also inspire more people to join in this movement will cover many of the heritage sites which still don't have a photo in Commons, We're motivating more people to upload in Commons so that anyone can access them and use them.

ଟୁଇଟର (Twitter)[ସମ୍ପାଦନା]

ଶୁଭେଚ୍ଛା (Wishes)[ସମ୍ପାଦନା]

My wishes are always wit u.... 59.93.195.222 ୧୩:୫୧, ୨୦ ମେ ୨୦୧୧ (UTC)

  • All the best! Hope this meetup will help Oriya Wiki. Vibhijain (ମୋ କଥା) ୧୪:୨୪, ୨୦ ମେ ୨୦୧୧ (UTC)

ଫଟ (Photos)[ସମ୍ପାଦନା]

ଫଟସବୁ ଉଇକିକମନସ ରେ ବିଭାଗ ସହ ରଖଁତୁ (Please upload to commons and add category) Commons:Category:Bangalore Odia Meetup 2011May22

୨ୟ ଓଡ଼ିଆ ଉଇକିପିଡ଼ିଆ ମେଳଣ, ବେଙ୍ଗାଳୁରୁ