Jump to content

ପୁରୀ ସେବା ସମିତି

ଉଇକିପିଡ଼ିଆ‌ରୁ
(Puri Seva Samitiରୁ ଲେଉଟି ଆସିଛି)
ପୁରୀ ସେବା ସମିତି
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନପୁରୀ
Stateଓଡ଼ିଶା
Countryଭାରତ

ପୁରୀ ସେବା ସମିତି, ଗୋପବନ୍ଧୁ ଦାସଙ୍କଦ୍ୱାରା ସ୍ଥାପନା କରାଯାଇଥିବା ସେ ସେବା ସଂସ୍ଥା । ୧୯୨୧ ମସିହାରେ ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା କରିବା ପାଇଁ ସେ ଏହି ସଂସ୍ଥାର ସ୍ଥାପନ କରିଥିଲେ । ୧୯୧୨ ମସିହାରେ ଗୋପବନ୍ଧୁ ଏହି ସେବା ସଂସ୍ଥାର ସ୍ଥାପନା କରିଥିଲେ, ଯାହାର ପ୍ରାରମ୍ଭିକ ନାମ ଥିଲା ପୁରୀ ହିତକାରିଣୀ ସମିତି । ୧୯୨୫ ମସିହାରେ ଏହି ସଂସ୍ଥାଟିର ନାମ ପରିବର୍ତ୍ତନ କରି ପୁରୀ ସେବା ସଂସ୍ଥା ରଖାଯାଇଥିଲା । ୧୯୩୦ମସିହାରୁ ୧୯୩୫ ମସିହାଯାଏଁ ସମିତିର କାର୍ଯ୍ୟର ପରିସର ଅବିଭକ୍ତ ପୁରୀ ଜିଲ୍ଲା ମଧ୍ୟରେ ସିମାବଦ୍ଧ ଥିଲା ।[]

  1. "ଓଡ଼ିଶାର କେତେକ ରଚନାତ୍ମକ ଅନୁଷ୍ଠାନ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 31 March 2020. Archived from the original on 27 September 2020. Retrieved 27 September 2020.{{cite news}}: CS1 maint: unrecognized language (link)