ପୁରୀ ସେବା ସମିତି

ଉଇକିପିଡ଼ିଆ‌ରୁ
ପୁରୀ ସେବା ସମିତି
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନପୁରୀ
Stateଓଡ଼ିଶା
Countryଭାରତ

ପୁରୀ ସେବା ସମିତି, ଗୋପବନ୍ଧୁ ଦାସଙ୍କଦ୍ୱାରା ସ୍ଥାପନା କରାଯାଇଥିବା ସେ ସେବା ସଂସ୍ଥା । ୧୯୨୧ ମସିହାରେ ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା କରିବା ପାଇଁ ସେ ଏହି ସଂସ୍ଥାର ସ୍ଥାପନ କରିଥିଲେ । ୧୯୧୨ ମସିହାରେ ଗୋପବନ୍ଧୁ ଏହି ସେବା ସଂସ୍ଥାର ସ୍ଥାପନା କରିଥିଲେ, ଯାହାର ପ୍ରାରମ୍ଭିକ ନାମ ଥିଲା ପୁରୀ ହିତକାରିଣୀ ସମିତି । ୧୯୨୫ ମସିହାରେ ଏହି ସଂସ୍ଥାଟିର ନାମ ପରିବର୍ତ୍ତନ କରି ପୁରୀ ସେବା ସଂସ୍ଥା ରଖାଯାଇଥିଲା । ୧୯୩୦ମସିହାରୁ ୧୯୩୫ ମସିହାଯାଏଁ ସମିତିର କାର୍ଯ୍ୟର ପରିସର ଅବିଭକ୍ତ ପୁରୀ ଜିଲ୍ଲା ମଧ୍ୟରେ ସିମାବଦ୍ଧ ଥିଲା ।[୧]

ଆଧାର[ସମ୍ପାଦନା]

  1. "ଓଡ଼ିଶାର କେତେକ ରଚନାତ୍ମକ ଅନୁଷ୍ଠାନ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 31 March 2020. Archived from the original on 27 September 2020. Retrieved 27 September 2020.{{cite news}}: CS1 maint: unrecognized language (link)