ପୁରୀ ସେବା ସମିତି
ଦେଖଣା
ପୁରୀ ସେବା ସମିତି | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | ପୁରୀ |
State | ଓଡ଼ିଶା |
Country | ଭାରତ |
ପୁରୀ ସେବା ସମିତି, ଗୋପବନ୍ଧୁ ଦାସଙ୍କଦ୍ୱାରା ସ୍ଥାପନା କରାଯାଇଥିବା ସେ ସେବା ସଂସ୍ଥା । ୧୯୨୧ ମସିହାରେ ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା କରିବା ପାଇଁ ସେ ଏହି ସଂସ୍ଥାର ସ୍ଥାପନ କରିଥିଲେ । ୧୯୧୨ ମସିହାରେ ଗୋପବନ୍ଧୁ ଏହି ସେବା ସଂସ୍ଥାର ସ୍ଥାପନା କରିଥିଲେ, ଯାହାର ପ୍ରାରମ୍ଭିକ ନାମ ଥିଲା ପୁରୀ ହିତକାରିଣୀ ସମିତି । ୧୯୨୫ ମସିହାରେ ଏହି ସଂସ୍ଥାଟିର ନାମ ପରିବର୍ତ୍ତନ କରି ପୁରୀ ସେବା ସଂସ୍ଥା ରଖାଯାଇଥିଲା । ୧୯୩୦ମସିହାରୁ ୧୯୩୫ ମସିହାଯାଏଁ ସମିତିର କାର୍ଯ୍ୟର ପରିସର ଅବିଭକ୍ତ ପୁରୀ ଜିଲ୍ଲା ମଧ୍ୟରେ ସିମାବଦ୍ଧ ଥିଲା ।[୧]
ଆଧାର
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |