ନନ୍ଦନକାନନ ଜୀବ ଉଦ୍ୟାନ

ଉଇକିପିଡ଼ିଆ ରୁ
(Nandankanan zoo ରୁ ଲେଉଟି ଆସିଛି)
Jump to navigation Jump to search

ଏହି ଲେଖାଟି ଓଡ଼ିଶାର ଭୁବନେଶ୍ୱରରେ ଥିବା ଜୀବ ଉଦ୍ୟାନ ଉପରେ । ବାକି ସବୁ ପାଇଁ ନନ୍ଦନକାନନ ଦେଖନ୍ତୁ ।

ନନ୍ଦନକାନନ ଜୀବ ଉଦ୍ୟାନ
ନନ୍ଦନକାନନ ଜୀବ ଉଦ୍ୟାନର ମୁଖ୍ଯ ପ୍ରବେଶଦ୍ୱାର
Date opened୧୯୬୦
Locationଭୁବନେଶ୍ୱର, ଓଡ଼ିଶା, ଭାରତ
Land area୪୦୦ ha (୯୯୦ acres)
Coordinates20°24′00″N 85°48′53″E / 20.399965°N 85.814703°E / 20.399965; 85.814703Coordinates: 20°24′00″N 85°48′53″E / 20.399965°N 85.814703°E / 20.399965; 85.814703
Number of animals୧୬୫୯ (୨୦୧୦)
Number of species୧୨୦ (୨୦୧୦)
Annual visitors୨ ମିଲିଅନ
MembershipsWAZA,SAZARC
Websitewww.nandankanan.org
ନନ୍ଦନକାନନର ମୂଖ୍ୟ ପ୍ରବେଶଦ୍ୱାର

ନନ୍ଦନକାନନରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ନିକଟରେ ଥିବା ଚନ୍ଦକା ଜଙ୍ଗଲ ଭିତରେ ପ୍ରାକୃତିକ ପରିବେଶରେ ଥିବା ଚିଡ଼ିଆଖାନା[୧] ଏହା ମୋଟ ୪୦୦ ହେକ୍ଟର ଜମି(୯୦୦ ଏକର)ମଧ୍ୟରେ ଚିଡିଆଖାନା ଓ ବଟାନିକାଲ ବଗିଚା ରହିଅଛି । ୧୯୬୦ ମସିହାରେ ଏହା ଆରମ୍ଭ କରାଯାଇଥିଲା ଓ ୧୯୭୯ ମସିହାରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲ। ।[୨] ନନ୍ଦନକାନନର ଅର୍ଥ ସ୍ୱର୍ଗର ବଗିଚା ଏହା ଏସିଆର ସବୁଠୁ ବଡ଼ ଚିଡ଼ିଆଖାନା ଓ ପୃଥିବୀର ସବୁଠୁ ବଡ଼ ବିରଳ ଧଳାବାଘ ପ୍ରଜନନ କେନ୍ଦ୍ର । ଏହା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ । ଜୀବଜନ୍ତୁ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ । World Association of Zoos and Aquariums (WAZA)ର ସଦସ୍ୟତା ହାସଲ କରିବାରେ ଏହି ଚିଡ଼ିଆଖାନା ଭାରତରେ ପ୍ରଥମ ।[୩]

ଛବିସମୂହ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Nandankanan". Retrieved 31 May 2017.
  2. "Nandankanan Zoo travel". Retrieved 31 May 2017.
  3. "Nandankanan now a member of world zoo body". Retrieved 31 May 2017.

ବାହାର ଲିଙ୍କ[ସମ୍ପାଦନା]