Jump to content

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ

(Madhusudan Law Universityରୁ ଲେଉଟି ଆସିଛି)
ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ
ଲକ୍ଷ୍ୟଧର୍ମ ରକ୍ଷତି ରକ୍ଷିତଃ
ସ୍ଥାପିତ
  • ୧୦ ମାର୍ଚ୍ଚ ୧୮୬୯ ମହିବିଦ୍ୟାଳୟ ରୂପରେ
  • ୨୮ ଅପ୍ରେଲ ୨୦୨୧ ବିଶ୍ୱବିଦ୍ୟାଳୟ ରୂପରେ
ଧାର୍ମିକ ସ୍ଵିକୃତୀବାର କାଉନସିଲ ଅଫ ଇଣ୍ଡିଆ, ୟୁନିଭର୍ସିଟି ଗ୍ରାଣ୍ଟ କମିସନ
କୁଳାଧିପତିଗଣେଶୀ ଲାଲ
କୁଳପତିକମଲଜିତ ସିଂହ[]
ଅବସ୍ଥାନକଟକ, ଓଡ଼ିଶା, ଭାରତ
20°27′59″N 85°53′46″E / 20.4664616°N 85.896038°E / 20.4664616; 85.896038
ୱେବସାଇଟwww.mslawcollege.org

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଏକମାତ୍ର ଆଇନ ଶିକ୍ଷା ପ୍ରଦାନକାରୀ ବିଶ୍ୱବିଦ୍ୟାଳୟ । ପୂର୍ବରୁ ଏହା ମଧୁସୂଦନ ଆଇନ ମହାବିଦ୍ୟାଳୟ ନାମରେ ନାମିତ ଥିଲା ।[] ଏହା ଓଡ଼ିଶାର ସର୍ବପୂରାତନ ଆଇନ ଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ । ଏହି ଅନୁଷ୍ଠାନଟି କଟକଠାରେ ଅବସ୍ଥିତ ।[] ଏହି ବିଶ୍ୱବିଦ୍ୟାଳୟରେ ୫ ବର୍ଷିୟ ବିଏ ଏଲଏଲବି ଏବଂ ୨ ବର୍ଷିୟ ଏଲଏଲଏମ ଶିକ୍ଷା ପ୍ରଦାନ କରାଯାଏ । ଏଠାର ପାଠ୍ୟକ୍ରମ ବାର କାଉନସିଲ୍ ଅଫ ଇଣ୍ଡିଆଦ୍ୱାରା (ବିସିଆଇ) ଅନୁମୋଦିତ ।[][]

ଇତିହାସ

[ସମ୍ପାଦନା]

୧୮୬୯ ମସିହାରୁ ଓଡ଼ିଶାରେ ଆଇନ ଶିକ୍ଷା କଲିକତା ବିଶ୍ୱବିଦ୍ୟାଳୟ ଅଧିନରେ ପ୍ରଥମେ ରେଭେନ୍‌ସା କଲିଜିଏଟ ସ୍କୁଲ ଓ ପରେ ରେଭେନ୍ସା ମହାବିଦ୍ୟାଳୟରେ ପ୍ରଦାନ କରାଯାଉଥିଲା । ୧୯୪୩ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଏହା ଅଧିନରେ ମଧୁସୂଦନ ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏହା ମଧୁବାବୁଙ୍କ ନାମରେ ନାମିତ ହୋଇଥିଲା । ୨୦୨୧ ମସିହା ଅପ୍ରେଲ ମାସ ୨୧ ତାରିଖରେ ଏହି ଅନୁଷ୍ଠାନ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଥିଲା ଓ ଓଡ଼ିଶାରେ ସମସ୍ତ ଆଇନ ଶିକ୍ଷା ଅନୁଷ୍ଠାନ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧିନକୁ ଆସିଥିଲେ ।[]

ଉଲ୍ଲେଖନୀୟ ଛାତ୍ର

[ସମ୍ପାଦନା]
  1. "First Vice-Chancellor Of Madhusudan Law University Appointed". Sambad Apr 9, 2021. Cuttack. Retrieved 12 April 2021.
  2. "MS Law College upgraded as varsity". thepioneer (in ଇଂରାଜୀ). Archived from the original on 2020-07-23. Retrieved 2020-03-05.
  3. "Madhusudan Law College (MLC), Cuttack - 2019 Admission, Courses, Fees". CollegeDekho (in ଇଂରାଜୀ). Retrieved 2019-08-21.
  4. "Madhusudan Law College - Cuttack - 3 years and 5 Years LLB course". www.legalserviceindia.com. Retrieved 2019-08-21.
  5. "Madhusudan Law College, Cuttack". Collegedunia (in ଇଂରାଜୀ). Retrieved 2019-08-21.
  6. Pradhan, Hemanta. "Odisha upgrades Madhusudan Law College into a university". The Times of India Apr 9, 2021, 08:49 IST. Bhubaneswar. Retrieved 12 April 2021.