କୁଶଭଦ୍ରା ନଦୀ

ଉଇକିପିଡ଼ିଆ‌ରୁ
(Kushabhadra Riverରୁ ଲେଉଟି ଆସିଛି)
ବାଲିଅନ୍ତାପାଖ କୁଶଭଦ୍ରା ନଦୀତୀରେ ସୂର୍ଯ୍ୟାସ୍ତର ଏକ ଦୃଶ୍ୟ
କୁଶଭଦ୍ରା ନଦୀ
ନଦୀ
ଦେଶ ଭାରତ
Parts ଓଡ଼ିଶା
Administrative
areas
ଖୋର୍ଦ୍ଧା, ପୁରୀ ଜିଲ୍ଲା
Tributaries
 - right ଧନୁଆ ନଦୀ
Cities ବାଲିଅନ୍ତା, ନିମାପଡ଼ା, ଗୋପ
Source
 - location ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା, ଭାରତ
Mouth
 - location ରାମଚଣ୍ଡୀ ମନ୍ଦିର, ପୁରୀ, ତ୍ରିକୋଣଭୂମୀ, ଓଡ଼ିଶା, ଭାରତ
 - elevation ୦ m (୦ ft)
Length ୭୦−୧୦୦ km (୮ mi)

କୁଶଭଦ୍ରା ନଦୀ, ମହାନଦୀର ଶାଖା ନଦୀଗୁଡ଼ିକର ଜାଲ ମଧ୍ୟରୁ ଏକ ନଦୀ ଅଟେ । ବାଲିଅନ୍ତାଠାରେ କୁଆଖାଇ ନଦୀର ଏକ ଶାଖା ନଦୀ କୁଶଭଦ୍ରା ନଦୀର ରୂପ ନେଇଥାଏ । ନିମାପଡ଼ା ଏବଂ ଗୋପ ଦେଇ ଏହି ନଦୀ ୭୦-୧୦୦ କିଲୋମିଟର ଅତିକ୍ରମ କଲାପରେ ରାମଚଣ୍ଡୀ ମନ୍ଦିର ପାଖରେ ବଙ୍ଗୋପସାଗରରେ ଯାଇ ମିଶିଛି । ଏହି ମୁହାଣଟି ପୁରୀଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଅବସ୍ଥିତ । [୧][୨]


ଧନୁଆ ନଦୀର ଏକ ଛବି

ଧନୁଆ ନଦୀ ଏହାର ଏକ ଉପନଦୀ ଅଟେ ।

ଆଧାର[ସମ୍ପାଦନା]

  1. The Geography of British India, Political & Physical by George Smith
  2. A Statistical Account of Bengal by William Wilson Hunter, Hermann Michael Kisch, Andrew Wallace Mackie