Jump to content

ବିଶ୍ୱନାଥ ସାହୁ (ବୈଜ୍ଞାନିକ)

ଉଇକିପିଡ଼ିଆ‌ରୁ
(Biswanath Sahu (scientist)ରୁ ଲେଉଟି ଆସିଛି)
ବିଶ୍ୱନାଥ ସାହୁ
ବୃତ୍ତି
  • ବୈଜ୍ଞାନିକ
  • ଲେଖକ
  • ସାହିତ୍ୟିକ
ଭାଷାଓଡ଼ିଆ
ନାଗରିକତାଭାରତୀୟ
ସାହିତ୍ୟ କୃତିପୁଷ୍ପଚାଷ (ବିଜ୍ଞାନ ସାହିତ୍ୟ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବିଜ୍ଞାନ ସାହିତ୍ୟ), ୧୯୫୬-୫୮

ବିଶ୍ୱନାଥ ସାହୁ ଜଣେ ଓଡ଼ିଆ ବିଜ୍ଞାନ ସାହିତ୍ୟ ଲେଖକ ତଥା ବୈଜ୍ଞାନିକ, ଯିଏକି ୧୯୫୬-୫୮ ମସିହାରେ ତାଙ୍କ ରଚିତ ପୁସ୍ତକ ପୁଷ୍ପଚାଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ଜୀବନୀ

[ସମ୍ପାଦନା]

ବିଶ୍ୱନାଥ ସାହୁ ଜଣେ ବୈଜ୍ଞାନିକ ଭାବରେ କୃଷିକ୍ଷେତ୍ରରେ ଅନେକ ଗବେଷଣାମୂଳକ ପୁସ୍ତକ ରଚନା କରିଛନ୍ତି । ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କୃଷି ମହାବିଦ୍ୟାଳୟର କ୍ଷେତ୍ରବିଜ୍ଞାନ ବିଭାଗର ଜଣେ ବୈଜ୍ଞାନିକ ଭାବରେ ସେ କାର୍ଯ୍ୟ କରୁଥିଲେ ।[]

ରଚନାବଳୀ

[ସମ୍ପାଦନା]
ବର୍ଷବହିର ନାମପ୍ରକାର ପ୍ରକାଶକ
୧୯୫୧ଶାଗ ଜାତୀୟ ଫସଲଖାଦ୍ୟ, କୃଷି, ସ୍ୱାସ୍ଥ୍ୟ, ଖଡ଼ା, ସଜନା, କଳମ
୧୯୫୨ଫଳ ଚାଷ, ଭାଗ ୬କୃଷି, ଫଳ
୧୯୫୩କଖାରୁ ଜାତି ଫସଲକୃଷି, କଖାରୁ, ଫସଲ
୧୯୫୩କପାଚାଷକୃଷି, କପା
୧୯୫୩ପିଆଜ ଜାତି ଫସଲକୃଷି, ପରିବା, ଚାଷ
୧୯୫୬ଘାସ ଓ ଗୋଖାଦ୍ୟ ଫସଲକୃଷି ବିଜ୍ଞାନ, ଡୃଣ, ଦୁବ, ଶୁଆଁ, ପଶୁରୋଗ
୧୯୫୬ଫଳ ଚାଷ, ଭାଗ ୧କୃଷି, ଫଳ
୧୯୫୭ଆମ ମାଛ ସମ୍ପଦକୃଷିବିଜ୍ଞାନ, ମାଛଚାଷ, ଶୁଖୁଆ, ଯାଆଁଳ, ଚିଲିକା
୧୯୬୪ଫଳ ଚାଷ, ଭାଗ ୫କୃଷି, ଫଳ
୧୯୬୫ଧାନପ୍ରବନ୍ଧ
୧୯୬୬କୃଷି ପ୍ରବଚନପ୍ରବନ୍ଧ, କୃଷି, ସୂଚନା, ଚାଷୀ
୧୯୭୭ପ୍ରାଚୀନ ଭାରତରେ କୃଷିକୃଷି, ଇତିହାସ
୧୯୮୦ପ୍ରାଚୀନ ଭାରତରେ କୃଷି, ଊାଗ ୨କୃଷି, ଇତିହାସ
୧୯୮୭ଓଡ଼ିଶାର ନଦୀବନ୍ଧ ଯୋଜନା ଓ ପରିବେଶପ୍ରବନ୍ଧ, ନଦୀ, ନଦୀବନ୍ଧ, ଜଳ ଭଣ୍ଡାର, ପରିବେଶ
୧୯୮୮ଆମ ପରିବେଶ – ପ୍ରଦୂଷଣ ଓ ସୁରକ୍ଷାବିଜ୍ଞାନ, ଜନପ୍ରିୟ, ପରିସ୍ଥିକୀ, କୃଷି, ଶିଳ୍ପ, ଜନସଂଖ୍ୟା
୧୯୯୧ଫସଲ ଉତ୍ପାଦନର ମୌଳିକ ତତ୍ତ୍ୱକୃଷି, ଶସ୍ୟ ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର
ପନି ପରିବା ଚାଷପ୍ରବନ୍ଧ, ଚାଷ
ପୁଷ୍ପଚାଷ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. 1 2 "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 3 April 2024.
  2. ସାହୁ, ବିଶ୍ୱନାଥ (1991). ଫସଲ ଉତ୍ପାଦନର ମୌଳିକ ତତ୍ତ୍ୱ (in Odia).{{cite book}}: CS1 maint: unrecognized language (link)