Jump to content

ବିନୋଦ ରାଉତରାୟ

ଉଇକିପିଡ଼ିଆ‌ରୁ
(Binod Routrayରୁ ଲେଉଟି ଆସିଛି)
ବିନୋଦ ରାଉତରାୟ
ବୃତ୍ତି
  • ଅଧ୍ୟାପକ
  • ଲେଖକ
ଭାଷାଓଡ଼ିଆ
ନାଗରିକତାଭାରତୀୟ
ସାହିତ୍ୟ କୃତିଓଡ଼ିଶୀ ଚିତ୍ର (ବିଜ୍ଞାନ ସାହିତ୍ୟ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବିଜ୍ଞାନ ସାହିତ୍ୟ), ୧୯୫୬-୫୮
ସମ୍ପର୍କୀୟଚୌଧୁରୀ ଜାନକୀନାଥ ରାଉତରାୟ (ବାପା)[]

ବିନୋଦ ରାଉତରାୟ ଜଣେ ଓଡ଼ିଆ ବିଜ୍ଞାନ ସାହିତ୍ୟ ଲେଖକ ତଥା ଅଧ୍ୟାପକ, ଯିଏକି ୧୯୫୬-୫୮ ମସିହାରେ ତାଙ୍କ ରଚିତ ପୁସ୍ତକ ଓଡ଼ିଶୀ ଚିତ୍ର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ଜୀବନୀ

[ସମ୍ପାଦନା]

ବିଶ୍ୱନାଥ ସାହୁ ଜଣେ ଅଧ୍ୟାପକ ଭାବରେ ସରକାରୀ କଳା ମହାବିଦ୍ୟାଳୟ, ଖଲ୍ଲିକୋଟରେ କାର୍ଯ୍ୟ କରୁଥିଲେ ।[]

ରଚନାବଳୀ

[ସମ୍ପାଦନା]
ବର୍ଷବହିର ନାମପ୍ରକାରପ୍ରକାଶକ
୧୯୫୦ରୂପାନ୍ୱେଷୀର ସ୍ୱାକ୍ଷରପ୍ରବନ୍ଧ, ସଂକଳନ
୧୯୫୧ମୌସୁମୀକବିତା
୧୯୫୮ଓଡ଼ିଶୀ ଚିତ୍ରପ୍ରବନ୍ଧ, ଓଡ଼ିଶୀ, ଚିତ୍ର, ଗଞ୍ଜପା
୧୯୬୦କଥା କୁସୁମଗଳ୍ପ, ପାଠ୍ୟପୁସ୍ତକ, କିଶୋର
୧୯୬୮କାଠ ଖୋଦେଇ ଓ ରଙ୍ଗିନ୍ କାଠ ଖୋଦେଇପ୍ରବନ୍ଧ, କଳା, ଛପା
୧୯୭୫ପଞ୍ଚଶିଖାଜୀବନୀ, ଚିତ୍ରକର, ସଂକଳନ, ସଂସ୍କୃତି ବିଭାଗ
୧୯୭୬ଲୋକକଳା ଓ ଲୋକସଂସ୍କୃତିପ୍ରବନ୍ଧ, ଅଳଙ୍କାର, ଲୁଗା, ପିଠା
୧୯୭୬ଶିଳ୍ପୀ ବିମ୍ବାଧର ବର୍ମାଜୀବନୀ, କଳାସୃଷ୍ଟି, ଚିତ୍ରକଳା
୧୯୮୪ଉଜ୍ଜ୍ୱଳ ପୁରୁଷଜୀବନୀ, ଜ୍ୟୋତିଷ, ଶିକ୍ଷାଗୋପବନ୍ଧୁ ସାହିତ୍ୟ ମନ୍ଦିର
୧୯୮୫ନନ୍ଦନର କୁଞ୍ଜ ତଳେସ୍ମୃତିଲିପି, ଶାନ୍ତିନିକେତନ, ନନ୍ଦଲାଲ ବସୁ
୧୯୯୨ଅଗତିର ଗତିଗଳ୍ପ, ସଂକଳନ
୧୯୯୨ଆମ ଗାଁର ଚିତ୍ରକଳାପ୍ରବନ୍ଧ, ଚିତ୍ରକଳା, ମଣ୍ଡଳ ଚିତ୍ର, ଲୋକଚିତ୍ର, ଝୋଟି

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. 1 2 ଉଜ୍ଜ୍ୱଳ ପୁରୁଷ (in Oriya) (୧ ed.). କଟକ: ଗୋପବନ୍ଧୁ ସାହିତ୍ୟ ମନ୍ଦିର. 1984. p. . Retrieved 7 April 2024.{{cite book}}: CS1 maint: unrecognized language (link)
  2. 1 2 "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 3 April 2024.