ବିନୋଦ ରାଉତରାୟ
ଦେଖଣା
ବିନୋଦ ରାଉତରାୟ | |
---|---|
ବୃତ୍ତି |
|
ଭାଷା | ଓଡ଼ିଆ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ଓଡ଼ିଶୀ ଚିତ୍ର (ବିଜ୍ଞାନ ସାହିତ୍ୟ) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବିଜ୍ଞାନ ସାହିତ୍ୟ), ୧୯୫୬-୫୮ |
ସମ୍ପର୍କୀୟ | ଚୌଧୁରୀ ଜାନକୀନାଥ ରାଉତରାୟ (ବାପା)[୧] |
ବିନୋଦ ରାଉତରାୟ ଜଣେ ଓଡ଼ିଆ ବିଜ୍ଞାନ ସାହିତ୍ୟ ଲେଖକ ତଥା ଅଧ୍ୟାପକ, ଯିଏକି ୧୯୫୬-୫୮ ମସିହାରେ ତାଙ୍କ ରଚିତ ପୁସ୍ତକ ଓଡ଼ିଶୀ ଚିତ୍ର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୨]
ଜୀବନୀ
[ସମ୍ପାଦନା]ବିଶ୍ୱନାଥ ସାହୁ ଜଣେ ଅଧ୍ୟାପକ ଭାବରେ ସରକାରୀ କଳା ମହାବିଦ୍ୟାଳୟ, ଖଲ୍ଲିକୋଟରେ କାର୍ଯ୍ୟ କରୁଥିଲେ ।[୧]
ରଚନାବଳୀ
[ସମ୍ପାଦନା]ବର୍ଷ | ବହିର ନାମ | ପ୍ରକାର | ପ୍ରକାଶକ |
---|---|---|---|
୧୯୫୦ | ରୂପାନ୍ୱେଷୀର ସ୍ୱାକ୍ଷର | ପ୍ରବନ୍ଧ, ସଂକଳନ | |
୧୯୫୧ | ମୌସୁମୀ | କବିତା | |
୧୯୫୮ | ଓଡ଼ିଶୀ ଚିତ୍ର | ପ୍ରବନ୍ଧ, ଓଡ଼ିଶୀ, ଚିତ୍ର, ଗଞ୍ଜପା | |
୧୯୬୦ | କଥା କୁସୁମ | ଗଳ୍ପ, ପାଠ୍ୟପୁସ୍ତକ, କିଶୋର | |
୧୯୬୮ | କାଠ ଖୋଦେଇ ଓ ରଙ୍ଗିନ୍ କାଠ ଖୋଦେଇ | ପ୍ରବନ୍ଧ, କଳା, ଛପା | |
୧୯୭୫ | ପଞ୍ଚଶିଖା | ଜୀବନୀ, ଚିତ୍ରକର, ସଂକଳନ, ସଂସ୍କୃତି ବିଭାଗ | |
୧୯୭୬ | ଲୋକକଳା ଓ ଲୋକସଂସ୍କୃତି | ପ୍ରବନ୍ଧ, ଅଳଙ୍କାର, ଲୁଗା, ପିଠା | |
୧୯୭୬ | ଶିଳ୍ପୀ ବିମ୍ବାଧର ବର୍ମା | ଜୀବନୀ, କଳାସୃଷ୍ଟି, ଚିତ୍ରକଳା | |
୧୯୮୪ | ଉଜ୍ଜ୍ୱଳ ପୁରୁଷ | ଜୀବନୀ, ଜ୍ୟୋତିଷ, ଶିକ୍ଷା | ଗୋପବନ୍ଧୁ ସାହିତ୍ୟ ମନ୍ଦିର |
୧୯୮୫ | ନନ୍ଦନର କୁଞ୍ଜ ତଳେ | ସ୍ମୃତିଲିପି, ଶାନ୍ତିନିକେତନ, ନନ୍ଦଲାଲ ବସୁ | |
୧୯୯୨ | ଅଗତିର ଗତି | ଗଳ୍ପ, ସଂକଳନ | |
୧୯୯୨ | ଆମ ଗାଁର ଚିତ୍ରକଳା | ପ୍ରବନ୍ଧ, ଚିତ୍ରକଳା, ମଣ୍ଡଳ ଚିତ୍ର, ଲୋକଚିତ୍ର, ଝୋଟି |
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବିଜ୍ଞାନ ସାହିତ୍ୟ) - ୧୯୫୬-୫୮[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ଉଜ୍ଜ୍ୱଳ ପୁରୁଷ (in Oriya) (୧ ed.). କଟକ: ଗୋପବନ୍ଧୁ ସାହିତ୍ୟ ମନ୍ଦିର. 1984. p. ୫. Retrieved 7 April 2024.
{{cite book}}
: CS1 maint: unrecognized language (link) - ↑ ୨.୦ ୨.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 3 April 2024.